କୃଷକ ସଚେତନତା ବୈଠକ

add-all

କଳାହାଣ୍ଡି ଜିଲ୍ଲା କଲ୍ଲାମୁଣ୍ଡା ଯୋରା ଡବରା କୃଷକ ସମବାୟୁ ଲିଃ ରେ କୃଷକ ସଚେତନତା ଦିବସ ପାଳନ ହୋଇଥିଲା ଏହି ବୈଠକରେ ଉପସ୍ଥିତ ଥିଲେ କଲଲ୍ଲାମୁଣ୍ଡା ବ୍ଲକ୍ ଚେରମେନ୍ କୁନି ସାହୁ ଜିଲ୍ଲାପରିଷଦ ସୁରେଶ ଚୈଧୁରୀ ସମବାୟୁ‌ଲିଃ ସଭାପତି ଦେବରାଜ ରଣା 4ଟି ପଞ୍ଚାୟତର ସରପଞ୍ଚ 200 ଜଣ କୃଷି ମାନେ ଉପସ୍ଥିତ ରହି ସଚେତନତା ଦିବସ ପାଳନ କରିଥିଲେ ମୁଖ୍ୟ କଥାଟି ରେଗାଡା ପଞ୍ଚାୟତ ର ଦିପ୍ତିରାଣି ସାହୁ ଧାନ କିଣିବା ସମୟରେ କାହିଁକି ପାଞ୍ଚ କେଜି କଟା ଯାଏ ଓ ଧାନ ବସ୍ତା ଚାଷି ମାନଙ୍କୁ ଫେରସ୍ତ କରନ୍ତି ନାହିଁ ବୋଲି ପ୍ରଶ୍ନ କରିଥିଳେ ହେଲେ ଏଇ ମୁଖ୍ୟ କଥା ଉପରେ କୈାଣସି ଅଧିକାରି ଉତର ଦେଇନ ଥିଲେ । ସେ କୈାଣସି ଉତର ନ ପାଇ ସେ ବୈଠକରୁ ସରପଞ୍ଚ ମାନେ ଚାଲିଯାଇ ଥିଲେ‌ । କଟଣି ଛଟଣି କଳେ ସବୁ ମଣ୍ଡିରେ ଚାଷି ଆଦୋଲୋନ କରାଯିବ ବଳି ଜିଲ୍ଲାପରିଷଦ ସୁରେଶ ଚୈଧୁରୀ କହିଥିଲେ ।କ୍ଷେତ୍ର ଅଧିକାରି ଭବାନୀ ପାଟଣା ଆର୍ଯ୍ୟ କୁମାର ମୁଦୁଲି
କୃଷକ ମାନଙ୍କୁ ଋଣ ବିନା ସୁଧରେ ଦେବା ପାଇଁ କହିଥିଲେ ଚାଷି ମାନେ ପ୍ରଶ୍ନ କରି କହିଥିଲେ ଧାନ ମଣ୍ଡିରେ ପଡ଼ିବା ଧାନକୁ ଉଠାଇ ଗୁଦାମ ଗୃହରେ ରଖିବାପାଇଁ ଚାଷି ମାନେ କହିଥିଳେ ଏକଥା ର ଉତର ଦେଇ ସମବାୟୁ ସଭାପତି ଦୁବରାଜ ରଣା ମଣ୍ଡି ରୁ ଧାନ ଉଠାଇ ବା ପାଇଁ ଆମେ ଚାଷି ମାନଙ୍କର ଧାନ ମଣ୍ଡିରୁ ସିଘ୍ର ଉଠାଜିବ ବଳି କହିଥିଲେ ଏଉପରେ ଚାଷି ମାନଙ୍କର ଧାନ ମଣ୍ଡିରେ ପଡ଼ିବା ପରେ କେତେ କେଜି କଟା ଯାଉଛି ଓ କେତେ ଦିନ ପରେ ମଣ୍ଡି ରୁ ଧାନ ଉଠାଇ ବା ପାଇଁ ଜିଲ୍ଲା ପ୍ରଶାସନ ବିଭାଗିଅ ଅଧିକାରୀ ତତ୍ୱପର ଦେଖାଉଛି ତାହା ଦେଖିବାକୁ ବାକି ରହିଲା

ad-week
Leave A Reply

Your email address will not be published.