୪ର୍ଥ ଦିନରେ ପହଞ୍ଚିଲା ଆଉଟ ସୋସିଂ କର୍ମଚାରୀ କଳା ବ୍ୟାଜ ପରିଧାନ…

add-all

ଫୁଲବାଣୀ :-କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ବ୍ଲକ ଠାରୁ ଆରମ୍ଭ କରି ସଦର ମହକୁମା ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ଦପ୍ତରରେ ଆଉଟସୋରସିଂ ମାଧ୍ୟମରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳାର ସହ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିଖ ମଧ୍ୟରେ ଯଦି କିଛି ଗୁରୁତ୍ବ ପୂର୍ଣ୍ଣ ପଦକ୍ଷେପ ନେଇ ଆଉଟସୋର୍ସିଙ୍ଗ ପ୍ରଥାକୁ ବିଲୋପ କରି ସବୁ ବର୍ଗର ଆଉଟସୋର୍ସିଙ୍ଗ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବେ ତେବେ ସାରା ଓଡ଼ିଶାରେ ଥିବା ହଜାର ହଜାର ଆଉଟସୋର୍ସ କର୍ମଚାରୀ ନିଜ ଜିଲ୍ଲାରୁ ବାହାରି ରାଜଧାନୀରେ ପହଞ୍ଚି ଓଡ଼ିଶାର ମାନ୍ୟବର ବରେଣ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କୁ ପୁଷ୍ପମାଲ୍ୟ ଦେଇ ସୁସ୍ୱାଗତ ଜଣାଇ ନିଜ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିବୁ ଯଦି ସେପରି ସରକାର ୨୦ ତାରିକ୍ଷ ସୁଦ୍ଧା କିଛି ପଦକ୍ଷେପ ନନିୟନ୍ତି ତେବେ ୨୬ ତାରିକ୍ଷରେ ଓଡିଶାରୁ ସବୁ ବର୍ଗର ଆଉଟସୋରସିଂ କର୍ମଚାରୀ ସମୂହ ଭାବେ ବହାରିଯାଇ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ସହବନ୍ଧିତ ହୋଇ lower PMG ରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରି ଶକ୍ତି ପଦର୍ଶନ କରିବୁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି l

ad-week
Leave A Reply

Your email address will not be published.