ପଦ୍ମପୁର ଉପନିର୍ବାଚନ : ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା ବିଜେଡି-ବିଜେପି

add-all

ଭୁବନେଶ୍ୱର ୧୯।୧୧ : ପଦ୍ମପୁର ଉପନିର୍ବାଚନ ସଜବାଜ । ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ପ୍ରଚାର ପାଇଁ ସମସ୍ତ ଦଳ କଷରତ ଆରମ୍ଭ କରିଦେଇଛନ୍ତି । ଏହିକ୍ରମରେ ରାଜ୍ୟର ଦୁଇ ପ୍ରମୁଖ ଦଳ ନିଜ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛନ୍ତି । ଉଭୟ ବିଜେଡି ଓ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରାଯାଇଛି ।

ତେବେ ବିଜେଡି ପକ୍ଷରୁ ପ୍ରକାଶ କରାଯାଇଥିବା ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଶାନ୍ତ ସିଂହ, ରାଜେନ୍ଦ୍ର ଢୋଲକିଆ, ରବିନ୍ଦ୍ର କୁମାର ଜେନା, ନବର କିଶୋର ଦାସ, ପୁଷ୍ପେନ୍ଦ୍ର ସିଂହ ଦେଓ, ଶାରଦା ପ୍ରସାଦ ନାୟକ, ସମୀର ରଞ୍ଜନ ଦାଶ, କଳିକେଶ ନାରାୟଣ ସିଂହଦେଓ, ଟୁକୁନି ସାହୁ, ରିତା ସାହୁ, ମନୋହର ରାନ୍ଧାରୀ, ବିଭୂତି ବଳବନ୍ତରାୟ, ଦେବେଶ ଆଚାର୍ଯ୍ୟ, ସୁଧିର କୁମାର ସାମଲ, ସ୍ନେହାଙ୍ଗୀନ ଛୁରିଆ, ରମେଶ ଚନ୍ଦ୍ର ମାଝି, ରୋହିତ ପୂଜାରୀ, କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଶେଶ୍ୱରୀ ପାଣିଗ୍ରାହୀ, ବ୍ରଜକିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝି, ଆକାଶ ଦାସ ନାୟକ, ଅଳକା ମହାନ୍ତି , ଶ୍ରୀମୟୀ ସ୍ୱେତା ସ୍ନିଗ୍ଧା ମିଶ୍ର, ଅରିନ୍ଦମ ରାୟ, ସତ୍ୟବ୍ରତ ତ୍ରିପାଠୀ ରହିଛନ୍ତି ।

ସେହିପରି ବିଜେପି ମଧ୍ୟ ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି । ସେମାନଙ୍କ ମଧ୍ୟରେ ସମୀର ମହାନ୍ତି, ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା, ବିଶେଶ୍ୱର ଟୁଡୁ, ଜୟନାରାୟଣ ମିଶ୍ର, ବୈଜୟନ୍ତ ପଣ୍ଡା, ସୁନିଂଲ ବଂଶଲ, ଡି. ପୁରେନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କନକବର୍ଦ୍ଦନ ସିଂହଦେଓ, ଗିରିଧାରୀ ଗମାଙ୍ଗ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ନୀତିଶ ଗଙ୍ଗଦେବ, ଚୁନ୍ନିନାଲ ସାହୁ, ସୁରମା ପାଢୀ, ନାଉଡି ନାୟକ, ରବିନାରାୟଣ ନାୟକ, ମାନସ କୁମାର ମହାନ୍ତି, ପୃଥୀରାଜ ହରିଚନ୍ଦନ, ଗୋଲକ ପ୍ରସାଦ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ଚରଣ ମାଝି, ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ୍‌, ନିତ୍ୟାନନ୍ଦ ଗୋଣ୍ଡ, ଭବାନୀଶଙ୍କର ଭୋଇ, ମୁକେଶ ମହାଲି, କୁସୁମ୍‌ ଟେଟେ, ସୁରଜ ସୂର୍ଯ୍ୟବଂଶୀ, ରଞ୍ଜନ କୁମାର ପଟେଲ, ବିଭୂପ୍ରସାଦ ତରାଇ, ଅଶ୍ୱିନୀ କୁମାର ଷଡଙ୍ଗୀ ରହିଛନ୍ତି ।

ad-week
Leave A Reply

Your email address will not be published.