ଜାଲରେ ପଡିଲା ବିରାଟକାୟ ମାଛ, ୨୦ ହଜାର ଟଙ୍କାରେ ନିଲାମ

add-all

ଜଳେଶ୍ବର: ଓଡିଶା- ପଶ୍ଚିମବଙ୍ଗ ଦିଘା ମୁହାଣରେ ମତ୍ସ୍ଯଜିବୀଙ୍କ ଜାଲରେ ଲାଗିଛି ବିଶାଳ ଦୈତ୍ୟାକୃତ୍ତିର ଚିଲ ଶଙ୍କର ମାଛ। ମା ଦୁର୍ଗା ନାମକ ଏକ ଟ୍ରଲର ରେ ଏହି ବିଶାଳକାୟ ମାଛ ଟିକୁ ଅଣାଯାଇ ଦୀଘା ମତ୍ସ୍ଯ ନିଲାମ କେନ୍ଦ୍ର ରେ ନିଲାମ କରା ଯାଇ ଥିଲା ।

ଏହି ବିଶାଳ ଦୈତାକୃତି ଚିଲ ଶଙ୍କର ମାଛ ଟିର ଓଜନ ପ୍ରାୟ ୫୦୦ କିଲୋଗ୍ରାମ ହୋଇଥିବା ବେଳେ ମାଛଟିକୁ କଲିକତାର ଏକ କମ୍ପାନୀ ୨୦ ହଜାର ଟଙ୍କାରେ କିଣିଥିବା ଜଣା ପଡିଛି। ଏହି ବିଶାଳ ଆକୃତିର ମାଛଟିକୁ ଦେଖିବା ଏବଂ ଫୋଟ ଉଠାଇବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ଯଟକ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ad-week
Leave A Reply

Your email address will not be published.