ସାପ କାମୁଡା ରେ ମାମୁ ଓ ଭାଣିଯିର ମୃତ୍ୟୁ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ରେ ଘଟିଛି ଏକ ଦୁଃଖଦ ଘଟଣା ଯାହାକି ମାମୁ ଭାଣିଜିଙ୍କ ସାପ କାମୁଡ଼ା ରେ ମୃତ୍ୟୁ ଘଟିଛି । ଚାଲାଣ ଗୁଡା ପଞ୍ଚାୟତ ଅନ୍ତର୍ଗତ ଗଙ୍ଗା ଦୁରୁଆ କମଳା ଦୂରୁଆ ଗତକାଲି ରାତି ରେ ଘରେ ଶୋଇ ଥିବ ବେଳେ ଏକ ନାଗ ସାପ ଦୁଇ ଜଣଙ୍କୁ କାମୁଡିବା ଫଳରେ ଘଟଣା ସ୍ଥଳ ରେ ମାମୁର ମୃତ୍ୟୁ ଘଟିଥିବା ବେଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକିତ୍ସାଧୀନ ଅବସ୍ଥାରେ ଭାଣିଜୀର ମୃତ୍ୟୁ ଘଟିଛି l ମାଲକାନାଗିରି ପୋଲିସ ଅପମୃତ ମାମଲା ରୁ୍ଜୁ କରି ସବ ବ୍ୟବଛେଦ କରି ମୃତ ଦେହ କୁ ପରିବାର କୁ ହସ୍ତାନ୍ତର କରିଛି ।

ad-week
Leave A Reply

Your email address will not be published.