ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ବଡ଼ଦିନ ପର୍ବ ପାଇଁ ଉତ୍ସବ ମୁଖର…

add-all

ଦାରିଙ୍ଗବାଡ଼ି,୨୫ /୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ବିଭିନ୍ନ ଗିର୍ଜା ଘରେ ବଡ଼ ଦିନ ପର୍ବ ପାଳିତ ହୋଇ ଯାଇଅଛି। କୋରୋନା ସକାଶେ ପ୍ରାୟ ତିନି ବର୍ଷ ଧରି (ଏକ୍ସମାସ) ବଡ ଦିନରେ ଗୀର୍ଜା ଘର ଗୁଡ଼ିକ ଖାଁ ଖାଁ ରହିଥିବା ବେଳେ ଏହି ବର୍ଷ ପ୍ରତ୍ୟେକ ଗୀର୍ଯା ଘର ଗୁଡ଼ିକ ଆଲୋକ ମାଳାରେ ସଜିତ ହୋଇଥିବା ଦେଖିବାକୁ ମିଳିଛି। ସମସ୍ତ ଖ୍ରୀଷ୍ଟ ଭାଇ ଭଉଣୀ ପ୍ରଭୁଙ୍କର ଆଗମନର ଖୁସିରେ ଝୁମି ଉଠି ଥିବା ବେଳେ ଦୂର ଦୁରାନ୍ତରେ ରହୁଥିବା ସମ୍ପର୍କୀୟଙ୍କୁ ଆଜି ନିକଟରେ ପାଇ ପରିବାର ଲୋକ ଖୁସି ଅନୁଭବ କରିଥିଲେ। ଆଜିର ଏହି ବଡ ଦିନ ଅବସରରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଓ ଦାରିଙ୍ଗବାଡ଼ି ପ୍ରଶାସନ ତରଫରୁ ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ସକାଶେ ପ୍ରତ୍ୟେକ ଗିର୍ଜା ଘର ଗୁଡ଼ିକରେ ପୋଲିସଙ୍କ ଉପସ୍ଥିତି ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.