ଭୂକମ୍ପରେ ଥରିଲା ମଣିପୁର

add-all

ଇମ୍ଫାଲ,୪।୨: ମଣିପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ୬ଟା୧୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିବା ବେଳେ ଏହାର ଆକ୍ଷାଂଶ ୨୫.୧୩ ଏବଂ ଗଭୀରତା ୧୦ କିଲୋମିଟର ରହିଛି।

ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.