ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ…

add-all

ଗଞ୍ଜାମ: ସମୁଦ୍ରରେ ବୁଡ଼ି ମତ୍ସ୍ୟଜୀବୀଙ୍କ ମୃତ୍ୟୁ। ମୃତକ ଜଣଙ୍କ ହେଉଛନ୍ତି ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ଫାଣ୍ଡି ଅଧିନସ୍ଥ ପାଳିବନ୍ଧ ପଞ୍ଚାୟତ ପୋଡ଼ାମପେଟା ଗ୍ରାମ ନିବାସୀ ନୋଳିଆ ଧୀବାର ଏନ. କାଳିଆ ( ୩୫ ବର୍ଷ)। ଆଜି ଭୋର ଚାରିଟା ସମୟରେ ସେ ଡ଼ଙ୍ଗା ଧରି ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ସମୟରେ ଲହଡି ମାଡ଼ରେ ସମୁଦ୍ରରେ ବୁଡ଼ି ଯାଇଥିଲେ। ରମ୍ଭା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଧୀବରର ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଛନ୍ତି।

ad-week
Leave A Reply

Your email address will not be published.