ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ…

add-all


ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ସମିତି ସଭାଗୃହ ଠାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର ଉପସ୍ଥିତ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଞ୍ଚ ରିନା କହଁର,ଗୋଛାପଡା ନିର୍ବାହୀ ଅଧିକାରୀ ତୈପତି ମଲ୍ଲିକ,ଗୋଛାପଡା ଫରେଷ୍ଟର ଦିଲ୍ଲୀପ କୁମାର ବିଶ୍ଵୋଇ, ବନରଖି ଅଚ୍ୟୁତାନନ୍ଦ ଗଣ୍ଡା, ପାହାଡ଼ ଟିମ୍ ଲିଡର ମନୋଜ କୁମାର ସାହୁ,DO ଅବଧ ମଲ୍ଲିକ ସମେତ ଉଆଡ୍ ମେମ୍ବର, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ମେଟ୍ ଓ ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିବା ସହ ଜଙ୍ଗଲ କିଭଳି ନିଆଁ ଦାଉରୁ ରକ୍ଷା କରିବା ସହ କିଭଳି ଜଙ୍ଗଲ ନିଆଁ ପ୍ରତିରୋଧ ଓ ନିରାକରଣ ସଚେତନତା କରିବା ସହ କିଭଳି ଜଙ୍ଗଲ ନିଆଁ ଦାଉରୁ ରକ୍ଷା ନିମନ୍ତେ ଶପଥ ପାଠ କରାଯାଇଥିଲା ।

ad-week
Leave A Reply

Your email address will not be published.