ସ୍ତ୍ରୀ କୁ ହତ୍ୟାକଲା ସ୍ବାମୀ ଥାନାରେ ଅଟକ…

add-all


କାଶିପୁର :ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଦୋରାଗୁଡା ଥାନା ଡି କରଳ ଆଦିବାସି ସାହିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଆଦିବାସି ସାହିର ଏକ ଘରେ ଜଣେ ମହିଳାଙ୍କ ଏକ ଶୋବ ଉଧାର କରିଛି ଦୋରାଗୁଡା ପୋଲିସ
ଏବଂ ହତ୍ୟା ସନ୍ଦେହରେ ପୋଲିସ ୨ଜଣକୁ ଅଟକ ରଖିଛି।ମୃତକ ଜଣକ ହେଉଛନ୍ତି ଶାପାଇ ମାଝୀ।ହତ୍ୟା ସନ୍ଦେହରେ ସ୍ବାମି ମାଲିକି ମାଝୀ ଓ ତଦନ୍ତରେ ବାଧା ଉପୁଜିବ ବୋଲି ଅନ୍ୟ ଜଣକର ନାମ ଗୋପନ ରଖା ଯାଇଛି।ତଦନ୍ତ ଚାଲୁଛି ଓ କିଛି ସମୟ ପରେ ଡଗସ୍କୁଆଡ ସହିତ ସାଇନଟିଫିକ ଟିମ ଘୋଟଣାସ୍ଥଳରେ ପହଞ୍ଚିବ ବୋଲି ଥାନାଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.