ଗୁଲଜାର ହୃଦୟ ମୋହିନୀଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ…

add-all

ଛତ୍ରପୁର : ଛତ୍ରପୁର ପ୍ରଜାପିତା ବ୍ରହ୍ମହକୁମାରୀ ସଂସ୍ଥା ତରଫରୁ ସଂସ୍ଥାର ପୂର୍ବତନ ସଂଚାଳିକା ଦାଦୀ ଗୁଲଜାର ହୃଦୟ ମୋହିନୀ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଇ, ଭଉଣୀ ମାନେ ଯୋଗ ଦେଇଥିଲେ । ଦାଦିଜୀଙ୍କ ଅବିସ୍ମରଣୀୟ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ ରାଜଯୋଗୀ ବ୍ରାହ୍ମକୁମାର ବାଳକୃଷ୍ଣ ଭାଇ ଏହା ସହ ପରମାତ୍ମାଙ୍କୁ ପ୍ରତ୍ୟକ୍ଷ କରିବାରେ କିଭଳି ଦାଦି ନିଜକୁ ଉତ୍ସର୍ଗ କରି ଦେଇଥିଲେ ତାହା ବର୍ଣ୍ଣନା କରିଥିଲେ ।ଛତ୍ରପୁର ସେବା କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମ ରେ ଯୋ ଗ ଦେଇଥିଲେ ଅତିଥି ରୂପେ ସୁନ୍ଦରପୁର ସରପଞ୍ଚ ଗଗନ ବେହରା ଯୋଗ ଦେଇଥିଲେ ।

ad-week
Leave A Reply

Your email address will not be published.