କନ୍ଧମାଳ ଜିଲ୍ଲାରୁ ଶତାଧିକ ଆଉଟସୋର୍ସିଙ୍ଗ କର୍ମଚାରୀଯାଇ ଧାରଣା ଦେଲେ ଗାନ୍ଧୀମାର୍ଗରେ

add-all

ଫୁଲବାଣୀ :- ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘର 30ଗୋଟି ଜ଼ିଲ୍ଲାରୁ ହଜାର ହଜାର ଆଉଟସୋର୍ସିଙ୍ଗ କର୍ମଚାରୀ ନିଜ ନିଜ ଜ଼ିଲ୍ଲାରୁ ବାହାରି ହାରାହାରି 70000 ରୂ 75000 ହାଜର ଆଉଟସୋର୍ସିଙ୍ଗ କର୍ମଚାରୀ ଆଜି ସଖାଳୁ ଭୁବନେଶ୍ୱର ଗାନ୍ଧୀମାର୍ଗରେ ପହଂଚି ଶାନ୍ତିପୂର୍ଣ୍ଣ ଭାବେ ଲୟେର PMGରୁ ଶୋଭାଯାତ୍ରାରେ ବାହାରି ଭିଖୋବ ପ୍ରଦର୍ଶନ କରିଛନ୍ତି ଏବଂ ସରକାର ଆମ୍ଭମାନଙ୍କ ଦାବିକୁ ଆମ୍ଭ ରାଜ୍ୟନେତୃମଣ୍ଡଳୀ ବୃନ୍ଦକୁ ଡାକିକି କିଛି ଯୁକ୍ତାତ୍ମକ ନିଷ୍ପତି ନାନିୟନ୍ତୀ ତେବେ ସେତେଦିନ ପର୍ଯ୍ୟନ୍ତ ଆମର ଏହି ଧର୍ମଘଟ ଚାଲୁରହିଥିବ ବୋଲି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଯୁଗ୍ମ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଗଣମାଧ୍ୟମକୁ ଦର୍ଶାଇଛନ୍ତି ।

ad-week
Leave A Reply

Your email address will not be published.