ଭୈରବି ମନ୍ଦିରର ଉନ୍ନତି କରଣ ପାଇଁ ବୈଠକ

add-all

କାଲିମେଳା : କାଲିମେଳା ଭୈରବୀ ମନ୍ଦିର ପ୍ରାଙ୍ଗଣରେ ଆଜି ମନ୍ଦିର ଉନତିକାରଣ ଲାଗି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ଉନୟନ୍ନ ପରିଷଦ ଅଧ୍ୟକ୍ଷ ମାଲକାନଗିରି ତଥା ଜିଲ୍ଲା ଯୁବ ଜନତା ଦଳ ସଭାପତି ଆଡ଼ମା ରାବା ବୋୖଠକରେ ଯୋଗଦେଇ ଉପସ୍ଥିତ ଥିବା ପୂଜାରୀ ସ୍ଥାନୀୟ ଗୁରୁଜନ ବରିଷ୍ଟ କର୍ମୀ ଏବଂ ଯୁବକ ଭାଇମାନଙ୍କ ସହ ମନ୍ଦିର ଉନତିକାରଣ ଲାଗି ବିଭିନ୍ନ ବିଷୟରେ ଆଲୋଚନ କରିଥିବା ବେଳେ ପୁନଃରଦ୍ଧାର କରିବା ଲାଗି ସମସ୍ତଙ୍କ ପ୍ରସ୍ତାବ ଓ ପରାମର୍ଶ ପରେ ଶ୍ରୀ ରାବା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଦାନ ରାଶି ଘୋଷଣା କରିବା ସହ ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରିବା ଲାଗି ପ୍ରତିଶୃତି ଦେଇଥିଲେ l ଏହି ବୋୖଠକରେ ବରିଷ୍ଟ ବିଜେଡି କର୍ମୀ କାମା ପ୍ରଧାନ ଭାସ୍କର ରାଓ ବାବୁ ବାଛର ବିଜେଡି ମିଡ଼ିଆ ସଂଯୋଜକ ସୁନୀଲ ସାହୁ ଜିଲ୍ଲା ଯୁବ ଜନତା ଦଳ ଉପ ସଭାପତି ଚିରଞ୍ଜିତ ଵାଲା କାଲିମେଳା ବ୍ଲକ ଯୁବ ସଭାପତି ମିରିକାଙ୍କ ମଣ୍ଡଳ ଜିଲ୍ଲା ଯୁବ ଜନତା ଦଳ ସାଧାରଣ ସମ୍ପାଦକ ସୁକେଶ ସୁନା ଅଜିତ ଖୋସଲା ସଞ୍ଜୟ ସରକାର ବ୍ଲକ ଛାତ୍ର ସଭାପତି ସଞ୍ଜୁ ସରକାର ଅଶୋକ ଢାଳି ତପନ ସରକାର ରତନ ମଣ୍ଡଳ ଓ ବୋହୁ ସଂଖ୍ୟାରେ କାଳିମାର ଯୁବକ ଭାଇ ମାନେ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.