ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ

youtube

ଝାରସୁଗୁଡା: ଝାରସୁଗୁଡାରେ ପୁଣି ନାବାଳକଙ୍କୁ ଅପହରଣ ଅଭିଯୋଗ । ବୁରୋମାଲରୁ ନାବାଳକ ନିଖୋଜ ନେଇ ଟାଉନ ଥାନାରେ ଅପହରଣ ମାମଲା ରୁଜୁ ହୋଇଛି । ଏ ନେଇ ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।

ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ ପରେ ଅପହରଣ ମାମଲା ରୁଜୁ ହୋଇଛି । ଘଟଣାର ତଦନ୍ତ ଚାଲିଛି । ଦଶମ ଶ୍ରେଣୀ ଛାତ୍ର ସମର୍ଥ ଅଗ୍ରଓ୍ଵାଲ ଅପହରଣ ଓ ହତ୍ୟା ଘଟଣା ପରେ ପୁଣି ଜଣେ ନାବାଳକ ନିଖୋଜ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.