ସୋର ଟ୍ରକ୍ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର

youtube

ସୋର : ଟ୍ରକ୍ ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୋର ୧୬ ନମ୍ବର ଜାତୀୟ ରାଜପଥ ତଳନଗର ଛକ ନିକଟରେ ଦୁର୍ଘଟଣା । ବାଲିଆପାଳରୁ କଟକ ଯାଉଥିବା କ୍ଷୀର ଗାଡିର ଡ୍ରାଇଭର ଓ ହେଲପର୍‌ ଗାଡିରୁ ଓହ୍ଲାଇ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଧକ୍କା ଦେଇଥିଲା ଏକ ଟ୍ରକ୍ ।

ଟ୍ରକ ଧକ୍କାରେ ଘଟଣାସ୍ଥଳରେ ଡ୍ରାଇଭର ରାଜେନ୍ଦ୍ର ପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲପର୍‌ ରାଜୁ ପାଲ ଗୁରୁତର ହୋଇଥିଲେ । ରାଜୁ ପାଲଙ୍କୁ ଗୁରୁତର ଅବସ୍ଥାରେ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ଧକ୍କା ଦେବା ପରେ ଟ୍ରକଟି ଫେରାର ଅଛି ।

Leave A Reply

Your email address will not be published.