ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶବ ଉଦ୍ଧାର ହତ୍ୟା ସନ୍ଦେହ

add-all

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଟିକିରି ଥାନା ଅନ୍ତର୍ଗତ ଥୁଟିବର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁର କିଛି ଦୂରରେ ଏକ ଶବ ଦେଖୁବାକୁ ମିଳିଛି । ସ୍ଥାନୀୟ ଲୋକ ସକାଳୁ ଗାଁ ର ନିକଟରେ ଏକ ଶୋବ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଟିକିରି ଥାନାରେ ଏକ ଲିଖିତ ଅଭିେଯାଗ କଲାପରେ ଟିକିରି ଥାନା ଏସ,ଆଇ ମୋନଜ ଜେନା ଓ ଅନ୍ୟ କର୍ମଚାରୀ ମାନେ ଘୋଟଣା ସ୍ଥଳରେପହଞ୍ଚି ତଦନ୍ତ କରି ସାଇଣ୍ଟିଫିକ ଟିମ ପହଞ୍ଚି ଛାନଭିନ୍ ଚଳାଇଛନ୍ତି।

ମୃତକ ବ୍ୟାକ୍ତି ଜଣକ ହେଉଛନ୍ତି ଥୁଟିବର କୋଲନୀ ଝୋଡିଆ ପଡା ସାହିର ତ୍ରୀନାଥ ଝୋଡିଆ ଙ୍କ ପୁଅ କୁମାର ଝୋଡିଆ ଯାହାର ବୟସ ୨୪ ବର୍ଷ।ଶୋବ ବ୍ୟବଛେଦ ପର ପରିବାର କୁ ହସ୍ତାନ୍ତର କରାଯିବ ବୋଲି ଟିକିରି ଆଇଆଇସି ବିଜୟ ଲକ୍ଷ୍ମୀ ହିକକା କହିଛନ୍ତି

ad-week
Leave A Reply

Your email address will not be published.