ରୂପକ ସରକାରଙ୍କ ଅକାଳ ବିୟୋଗରେ ଦାରିଙ୍ଗବାଡ଼ିରେ ଶୋକର ଛାୟା

add-all

ଦାରିଙ୍ଗବାଡ଼ି, (୧୪/୦୪) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତ୍ରିଶକ୍ତି କନଷ୍ଟ୍ରକସନ ପାର୍ଟନର ରୂପକ ସରକାରଙ୍କ ଗୁରୁବାର ବିଳମ୍ବିତ ରାତିରେ ଅକାଳ ବିୟୋଗ ହୋଇଛି। ଏହି ଖବରରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଗୁରୁବାର ରାତିରେ ଛାତି ବ୍ୟଥା ହେଲା, ଦାରିଙ୍ଗବାଡ଼ି ମେଡିକାଲରେ ଚିକିଶ୍ଚିତ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ରୂପକ ସରକାର ମେଳାପୀ ଓ ପରୋପକାରୀ ବ୍ୟକ୍ତି ଅଟନ୍ତି। ଏଣୁ ସବୁବର୍ଗର ଲୋକଙ୍କ ପାଖରେ ବେଶ ଜଣାଶୁଣା। କାହାରି କିଛି ଅସୁବିଧା ହେଉ କିମ୍ବା ଧାର୍ମିକ କାର୍ଯ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗର ହାତ ବଡୁଥିଲେ। ତାଙ୍କର ମୃତ୍ୟୁରେ ଦାରିଙ୍ଗବାଡ଼ି ପାଇଁ ଅପୁରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ।

ad-week
Leave A Reply

Your email address will not be published.