ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି Wing କମାଣ୍ଡ ସେଣ୍ଟର ଉଦଘାଟିତ

add-all

ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି wing କମାଣ୍ଡ ସେଣ୍ଟର ଉଦଘାଟିତ। ସମସ୍ତ କମିଶନରେଟ ପୋଲିସ ଅଧୀନରେ ଏଭଳି wing ଟି ରହିଥାଏ। କୌଣସି ଅତି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ଏମରଜେନ୍ସି ରେସ୍ପୋନ୍ସ ୟୁନିଟ ରହିଛି।

ଏହି wing ଟି କମିଶନରେଟ ପୋଲିସ ଅଧିନରେ ରହିବ। ଯାହାର ଦାୟିତ୍ବ ଜଣେ ଏସିପି ସ୍ତରୀୟ କମାଣ୍ଡାଣ୍ଟ ଅଫିସର ବହନ କରିବେ। ଆଗକୁ G 20 ଆୟୋଜିତ ହେବାକୁ ଯାଉଛି ।। ଯାହାର ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଏହି WING ନଜରରେ ରଖିବ।

ଏପ୍ରିଲ 22 ,23 ରେ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ସରିଛି। ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। କିଭଳି ଆୟୋଜନ ହେବ,ସୁରକ୍ଷା ବ୍ୟବସ୍ଥା,ବିଦେଶୀ ଅତିଥି ମାନଙ୍କ ଆଗମନ ସମ୍ପର୍କିତ ତମାମ ତଥ୍ୟ ଗୋଟିଏ ଛାତ ତଳେ ହେବ।

ad-week
Leave A Reply

Your email address will not be published.