ବିଶ୍ୱ ଶ୍ରମିକ ଦିବସ ପାଳନ କଲେ ଗଞ୍ଜାମ ଜିଲ୍ଲା ପ୍ଲମ୍ବର ୱାର୍କ ମେନ ଆସୋସିଏସନ

add-all

ବ୍ରହ୍ମପୁର : ସ୍ଥାନୀୟ ଗେଟ ବଜ଼ାର ଏନଜିଓ ହଲ ଠାରେ ଗଞ୍ଜାମ ଜିଲ୍ଲାର ପ୍ଲମ୍ବର ୱାକମେନ ଆସୋସିଏସନ ସଭାପତି ଶ୍ରୀ ସୁବାଷ ଦାସଙ୍କ ଅଧକ୍ଷତାରେ ବିଶ୍ୱ ଶ୍ରମିକ ଦିବସ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତି ସଂଘମିତ୍ରା ଦଳେଇ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭା କାଯ୍ୟ ଆରମ୍ଭ କରିଥିଲେ ଦେଶରେ ଶ୍ରମିକ ମାନଙ୍କ ଅବଦାନ ବିଷୟରେ ମେୟର ନିଜର ଭାଷଣ ମାଧ୍ୟମରେ ବୁଝାଇ ଥିଲେ |
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ ନିଜର ବ୍ୟାବାହାରିକ ପ୍ରଡ଼କ୍ଟ ବିକ୍ରି ପାଇଁ ସୋ କରିଥିଲେ ଏବଂ କିଛି ଅନୁଷ୍ଠାନର ଶିଶୁ କଳାକାର ମାନେ ନୃତ୍ୟ ପ୍ରଦଶନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଟୁକୁନା ଗୌଡ଼, କୋଷାଧକ୍ଷ ଏ. କୃଷ୍ଣ ମୃତ୍ତିପାତ୍ର, ଉପସଭାପତି ବିକ୍ରମ ସାହୁ ଓ ସଙ୍ଘର ବହୁ କର୍ମକର୍ତା ଉପସ୍ଥିତ ଥିଲେ ଶେଷରେ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

ad-week
Leave A Reply

Your email address will not be published.