କୋଟଗଡ ଥାନା ଅଞ୍ଚଳର ଦୁଷ୍କର୍ମକାରୀ ଗିରଫ

add-all

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳର ମାଦାଙ୍ଗି ଗ୍ରାମରେ ଚଳିତ ମାସ ୨୦ତାରିଖରେ ୮ବର୍ଷର ନାବାଳିକାଙ୍କୁ ଟିଭି ଦେଖିବାକୁ ଡାକି ଦୁଷ୍କର୍ମ ଭଳି ଲଜ୍ଜ୍ୟା ଘଟଣା କରି ଫେରାର ହୋଇଯାଇଥିବା ଦୁଷ୍କର୍ମ କାରିକୁ ୪ଦିନପରେ ଗିରଫ୍ କରିଛି କୋଟଗଡ ପୁଲିସ୍। ଦୁଷ୍କର୍ମ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋକ୍ସ ଆକ୍ଟ ଆଧାରରେ ପୁଲିସ୍ କେଶ ଦାୟର କରି ଦୁଷ୍କର୍ମ କାରିକୁ ଖୋଜୁଥିବା ବେଳେ ସେହି ଗ୍ରାମର କିଶାନ ସାନସେଟ କୁ ପୁଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବିଷୟ ତଦନ୍ତ ଅଧିକାରୀ ଲଳିତ ମୋହନ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.