ପାନପୋଷ ଓ ବଣାଇ ଉପଖଣ୍ଡର ସମସ୍ତ ସରକାରୀ କାର୍ଯ୍ୟାଳୟର ସମୁହ କିରାଣୀ ଗଲେ ଛୁଟିରେ, ଜନସାଧାରଣ ପ୍ରଭାବିତ

add-all


ପାନପୋଷ : ଆଜିଠାରୁ ପାନପୋଷ ଓ ବଣାଇ ଉପଖଣ୍ଡରେ ଥିବା ସମସ୍ତ ତହସିଲ, ବ୍ଳକ, ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସରକାରଙ୍କ ଅଧିନସ୍ଥ ଆର.ଡି,ଆର.ଏଣ୍ଡ.ବି,ପି.ଏଚ.ଡି,ସମେତ ସୁନ୍ଦରଗଡ ଜିଲ୍ଲାର ସମସ୍ତ ସରକାରଙ୍କ ଅଧିନସ୍ଥ କାଯାଳୟ ଏବଂ ଜିଲ୍ଲାପାଳଙ୍କ କାର୍ରଯ୍ୟାଳୟ କାର୍ଯରତ ବରିଷ୍ଠ ଓ କନିଷ୍ଠ କିରାଣି ମାନେ ଆନ୍ଦୋଳନ ଡାକରା ଦେଇ ଛୁଟିରେ ଚାଲିଯିବା ଫଳରେ ସାଧାରଣ ଲୋକ ମାନେ ଅସୁବିଧାର ସମ୍ମୁଖିନ ହୋଇ ଛନ୍ତି । ଏମିତିକି ୩୦/୪୦କି.ମି ଦୁରରୁ ଆସି ଫେରି ଯିବା, ସେମାନଙ୍କ କୌଣସିପ୍ରକାର କମ ନହେବା ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।ଏଣୁ ସରକାର ଯେତେ ଶୀଘ୍ର ପଦକ୍ଷେପ ନେଇ କିରାଣି ମାନଙ୍କ ଦାବି କିପରି ସମ୍ପୁର୍ଣ କରିବେ, ଜନସାଧାରଣ ଯେପରିକି ପ୍ରଭାବିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସାଧାରଣ ଲୋକମାନେ ଓଡିଶା ସରକାରଙ୍କୁ ନିବେଦନ କରିଛନ୍ତି ।

ad-week
Leave A Reply

Your email address will not be published.