କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ସଫଳତା

add-all

ଭଦ୍ରକ : ଭଦ୍ରକ ସହର ର ମୋଟାଲ ଛକ ମାରୁତି ସୋରୁମ ପାଖରେ ଅବସ୍ଥିତ କଳ୍ପନାଦେବୀ ଆବାସିକ ମହାବିଦ୍ୟାଳୟର ବାଜିମାତ | ଚଳିତ ସଦ୍ୟ ପ୍ରକାଶିତ +2 ବିଜ୍ଞାନ ବିଭାଗର କଳ୍ପନା ଦେଵୀ ର ବିଦ୍ୟାର୍ଥୀ ମାନଙ୍କ ର ଫଳାଫଳ ନେଇ ଅପୂର୍ଵ ସଫଳତା ଉପରେ ଚେୟାରମ୍ୟାନ ଆଡଭୋକେଟ ମହେଶ ଚନ୍ଦ୍ର ରାଏ ଖୁସି ବ୍ୟକ୍ତି କରିବା ସହିତ ମହାବିଦ୍ୟାଳୟର ଟପ୍ପର ସୁଶ୍ରୀ ସୁମନ ପ୍ରିୟଦର୍ଶିନୀ ବାରିକ ଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଅନ୍ୟ ସମସ୍ତ ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ବିଦ୍ୟାର୍ଥୀ ଙ୍କୁ ପ୍ରଶଂସା କରିବା ସହ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନଂକୁ ସଫଳତା ର ଶ୍ରେୟ ଦେଇଛନ୍ତି l ମିଠା ଖାଇ ନାଚି ପିଲାମାନେ ଖୁସି ବ୍ୟକ୍ତ କରିଛନ୍ତି l

ad-week
Leave A Reply

Your email address will not be published.