ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ : ସର୍ଟସର୍କିଟ ଯୋଗୁଁ ଏସି ବଗିରେ ନିଆଁ…

add-all

ବ୍ରହ୍ମପୁର:ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ। ସିକନ୍ଦ୍ରାବାଦ୍ ଠାରୁ ଅଗରତାଲା ଯାଉଥିବା ସ୍ପେଶାଲ ଟ୍ରେନ ର ବି 5 ଏସି ବଗିରେ ସଟ ସର୍କିଟ ଯୋଗୁଁ ନିଆଁ ଲାଗି ଧୁଆ ମୟ ହୋଇ ଥିବା ଅଭିଯୋଗ ହୋଇଛି । ଫଳରେ ଯାତ୍ରୀ ମାନେ ଭୟବିତ ହୋଇ ଟ୍ରେନ ରୁ ଅହ୍ଲାଇ ପଡିବା ପରେ ଷ୍ଟେସନର ଟିମ୍ ଟେକ୍ନିସିଆନ୍ ଘଟଣା ସ୍ଥଳ ରେ ପହଞ୍ଚି ନିଆଁ କୁ ଆୟତ କରିବା ସହ ଏସି ର ମରାମତି କରିଛନ୍ତି। ପରିସ୍ଥିତିର ସୁଧାର ଆସିବା ପରେ ଟ୍ରେନ ଟି ଯାତ୍ରୀଙ୍କୁ ନେଇ ପୁଣିଥରେ ଯାତ୍ରା ଆରମ୍ଭ କରିଛି। ରେଳ ବିଭାଗ ରେ ଗତ କିଛିଦିନ ଧରି ଲଗାତାର ତୃଟି ଦେଖିବାକୁ ମିଳୁଥିବା ବେଳେ ବିଭାଗିଅ ମୁଖିଆ ଙ୍କ ଦୃବଳତା ଏବେ ପଦାରେ ପଡିଛି।

ad-week
Leave A Reply

Your email address will not be published.