କାଶିପୁର ବ୍ଲକରେ ଲୋକକଳା ଦିବସ ପାଳିତ

add-all

କାଶିପୁର : ଲୁକାୟତ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଓଡିଆ ଭାଷା,ସାହିତ୍ୟ ଓ ସସ୍କୃତ ବିଭାଗ ଓଡିଶା ସରକାର ସବୁ ଜିଲ୍ଲା ଓ ବ୍ଲକରେ ପାଳନ କରାଯାଉଛି । ଠିକ ସେହିପରି ଆଜି ରାୟଗଡା ଜିଲା କାଶିପୁର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୧୫ଗୋଟି ଦଳ ଭାଗନେଇଥିଲେ।

ମୁଖ୍ୟଅତିଥି ଭାଵେ କାଶିପୁର ବ୍ଲକଅଧ୍ୟକ୍ଷ କଣ୍ଠ ମାଝୀ,ସମ୍ନାନୀୟ ଅତିଥିରୂପ ଅତିରିକ୍ତ ବିଡିଓ ପଦ୍ମୀନି କହ୍ନର ପୂର୍ବତନ ଜିଲାପରିଷଦ ବିନଦ ନାଏକ,ରାୟଗଡା ଜିଲ୍ଲା କଳା ସଂସ୍କୃତି ଉପସଭାପତି ସନ୍ତଷ ବାଛା,ବ୍ଲକ କଳା ସଂସ୍କୃତି ଉପ ସଭାପତି କୃଷ୍ଣଚନ୍ଦ୍ର ପୂଜାରୀ ଓ ଅନ୍ୟ ଅତିଥି ମାନେ ଉପସ୍ଥିତ ରହି ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ ।ସେସର ସମସ୍ତ ପ୍ରତିଯୋଗି ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.