Sign in
Sign in
Recover your password.
A password will be e-mailed to you.
ଚୋରାଚାଲାଣ ବେଳେ ହାଇୱାରୁ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ
ଫୁଲବାଣୀ: ଫୁଲବାଣୀ ସଦର ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗଞ୍ଜେଇ ଚାଲାଣକାରୀଙ୍କ ଯୋଜନାକୁ ପଣ୍ଡ କଲା ପୋଲିସ । ଏକ ହାଇୱାରେ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ବେଳେ ୮ କୁଇଣ୍ଟାଲ ୫୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ହାଇୱାକୁ ମଧ୍ୟ ଜବତ କରିଛି ପୋଲିସ ।
!-->!-->!-->…
କପାଳୀ ନଦୀରେ ବଢ଼ୁଛି ଜଳସ୍ତର, ବୁଡ଼ିଲା ଗ୍ରାମ୍ୟ ରାସ୍ତା
ଭଦ୍ରକ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବର୍ଷାର ପ୍ରଭାବ ଦେଖାଦେଇଛି । ଫୁଲୁଛି କପାଳୀ, ବୁଡିଲା ଗ୍ରାମ୍ୟ ରାସ୍ତା । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଫୁଲୁଛି କପାଳୀ ନଦୀ । ପ୍ରଭାବରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୭ଟି ପଂଚାୟତ କ୍ଷତିଗ୍ରସ୍ତ ହେବା ଆଶଙ୍କା ।!-->…
ଆଣ୍ଠୁଏ ପାଣିରେ ଉବୁଟୁବୁ ସିଲଭର ସିଟି, ୨୦ରୁ ଊର୍ଦ୍ଧ୍ୱ ପରିବାର ଜଳବନ୍ଦୀ!
କଟକ: କଟକରେ ଲଗାଣ ବର୍ଷା ଏବେ ବଡ଼ ବିପତ୍ତିର କାରଣ ପାଲଟିଛି। ଲଗାତାର ଢାଳୁଥିବା ବର୍ଷା ଯୋଗୁଁ ସହରର ଡ୍ରେନେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଛି ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଭୟଙ୍କର ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି। ଅବସ୍ଥା ଏମିତି ହୋଇଛି ଯେ, ଲୋକଙ୍କ ଘର ଭିତରେ ଆଣ୍ଠୁଏ ଉଚ୍ଚର!-->…
ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ, ଦୁଇ ଯୁବକ ଅଟକ
ଭୁବନେଶ୍ୱର : ରାଜଧାନୀରେ ଜାଲ ନୋଟ୍ କାରବାର ଅଭିଯୋଗ । ବଡଗଡ ଥାନା ଚିଲ୍ଲି ପୋଖରି ନିକଟରେ କାରବାର ବେଳେ ଧରାପଡିଲେ ଦୁଇ ଯୁବକ । ଜାଲ ନୋଟ୍ କାରବାର ବେଳେ ଧରିଲେ ଲୋକେ । ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସରେ ଜିମା ଦେଲେ ।ଅଟକ ଯୁବକକୁ ରଖି ପୋଲିସ୍ ପଚରାଉଚରା ଜାରି । ଦୁଇ!-->…
ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ୬ ଗୁରୁତର
ହରଭଙ୍ଗା: ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କାରକୁ ଧକ୍କା ଦେଲା ତେଲ ଟ୍ୟାଙ୍କର । ରାସ୍ତାରୁ ୧୦ ଫୁଟ ତଳେ ଥିବା ଘାଇରେ ଖସିଲା କାର । ଖୋର୍ଦ୍ଧା–ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ କାର ଓ ପେଟ୍ରୋଲ ଟ୍ୟାଙ୍କର ମଧ୍ୟରେ!-->…
ଓଡ଼ିଶା ଉପକୂଳରେ ଅବପାତ, ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା
ଭୁବନେଶ୍ବର: ଓଡ଼ିଶା ଉପକୂଳରେ ଅବପାତ । ୨୭ରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା ସମ୍ଭାବନା । ଅବପାତଟି ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅଧିକ ଶକ୍ତିଶାଳୀ ହୋଇ ଗଭୀର ଅବପାତ ରୂପ!-->…
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଛୁଟି
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ହୋଇଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ସୋମବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।
ପ୍ରତିକୂଳ ପାଣିପାଗ ସମ୍ଭାବନା ମଧ୍ୟରେ!-->!-->!-->…
ବରମୁଣ୍ଡା ବସ୍ ଷ୍ଟାଣ୍ଡ ଆଗରୁ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
ଭୁବନେଶ୍ବର: ରବିବାର ପ୍ରତ୍ୟୁଷରେ ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟ ଏକ ରାସ୍ତାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।
ପ୍ରାଥମିକ ତଦନ୍ତରୁ ଏହା ଏକ ସମ୍ଭାବ୍ୟ ସଡ଼କ ଦୁର୍ଘଟଣାକୁ ଇଙ୍ଗିତ କରୁଥିବା!-->!-->!-->…
ମହାନ୍ ସଂଘ୍ ତରଫରୁ କାରଗିଲ ଦିବସ ପାଳିତ
ବ୍ରହ୍ମପୁର : ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ପକ୍ଷରୁ ୨୭ ତମ କାରିଗିଲ ଦିବସ ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନି କକ୍ଷରେ ପାଳିତ ହୋଇଯାଇଛି। କାରିଗିଲ ଯୁଦ୍ଧ ରେ ସହିଦ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ!-->…
ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ହେବ ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ : ବିଜେଡ଼ିର ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ
ନୟାଗଡ଼ : ଆସନ୍ତା ୩୦ ଅଗଷ୍ଟରେ ନୟାଗଡ଼ରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ଶିକ୍ଷା ବଞ୍ଚାଓ ଆନ୍ଦୋଳନ’ ପାଇଁ ଆଜି ନୟାଗଡ଼ ପାର୍ଟି କାର୍ଯ୍ୟାଳୟରେ ଏକ ବିରାଟ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି!-->…