Sign in
Sign in
Recover your password.
A password will be e-mailed to you.
ହିଞ୍ଜିଳି ଠାରେ ବିଜେପି ପ୍ରଶିକ୍ଷଣ ଶିବିରରେ ଆସିକା ବିଧାୟକ ହଟହଟା……!
ହିଞ୍ଜିଳିକାଟୁ / ବ୍ରହ୍ମପୁର : ଗତ ଶୁକ୍ରବାର ଦିନ ହିଞ୍ଜିଳି ଠାରେ ଥିବା ରୟାଲ ପେଲେସ ଠାରେ ବିଜେପିର ପ୍ରଶିକ୍ଷଣ ଶିବିରର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଜେପି ଦଳୀୟ କର୍ମୀ ଓ ନେତା ମାନେ ଯୋଗ ଦେଇଥିଲେ। ଖାଇବା ଖାଦ୍ୟକୁ ନେଇ ଆସିକା ବିଧାୟକ କୁଆଡେ ପ୍ରତିବାଦ କରିବା!-->…
କୋରାପୁଟ ଗସ୍ତରେ ସଚିବ ବି. ପରମେଶ୍ୱରନ: ସରକାରୀ ଯୋଜନା ଓ ଜୀବିକା କାର୍ଯ୍ୟକ୍ରମର କଲେ ସମୀକ୍ଷା
କୋରାପୁଟ (୨୩/୦୫): ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର-ତଥା-ସଚିବ ବି. ପରମେଶ୍ୱରନ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି କୋରାପୁଟ ବ୍ଲକ!-->!-->!-->…
ନବରଙ୍ଗପୁରରେ ନୂଆ ପ୍ରାଇମେରୀ ସବଷ୍ଟେସନ ଉଦଘାଟନ କଲା ଟିପିଏସ୍ଓଡିଏଲ୍
୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା
ଝରିଗାଁ ବ୍ଲକ୍ ଚଚାଠାରେ ସ୍ଥାପିତ ହେଲା ଏହି ନୂଆ ସବଷ୍ଟେସନ
ବ୍ରହ୍ମପୁର : ମଇ- ସ୍ଥାନୀୟ ବାସିନ୍ଦାଙ୍କର ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଚଚା ପଞ୍ଚାୟତଠାରେ ଟିପି!-->!-->!-->!-->!-->…
ଶୋଇଥିବାବେଳେ ଚଢିଗଲା ଡମ୍ପର: ୪ ମୃତ, ଜଣେ ଆହତ
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାରାବଙ୍କି ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଫତେପୁର ଥାନା ଅଞ୍ଚଳର ଝାନସା ଗାଁରେ ଏକ ଦ୍ରୁତଗାମୀ ଡମ୍ପର ଧକ୍କା ଦେବାରୁ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ମହିଳା ଆହତ ହୋଇଛନ୍ତି । ଆହତଙ୍କ ଅବସ୍ଥା ଗୁରୁତର!-->…
କୋଇଲା ଖଣିରେ ବିସ୍ଫୋରଣ, ୮୨ ମୃତ
ଚୀନ : ଚୀନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୮ ଜଣ ଶ୍ରମିକ ମାଟି ତଳେ ଫସି ରହିଥିବା ସୂଚନା ମିଳୁଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି । ଏହି ଦୁର୍ଘଟଣା ଉତ୍ତର ଚୀନର ଶାଂସି ପ୍ରଦେଶରେ ଘଟିଛି ।!-->…
ନାବାଳିକା ସହ ପ୍ରେମ ସମ୍ପର୍କକୁ ନେଇ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ହତ୍ୟା
ନୂଆଦିଲ୍ଲୀ: ହରିଆଣାରେ ଘଟିଛି ଏକ ବଡ଼ ଅଘଟଣ । ଜଣେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହା ଯୋଗୁଁ ଖେଳାଳୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରିବାର ସଦସ୍ୟଙ୍କ ଅନୁଯାୟୀ, ପୋଲିସ ତଦନ୍ତରେ ଅଂଶଗ୍ରହଣ!-->…
କେମିକାଲ ଲିକ୍ ଯୋଗୁଁ ବିସ୍ଫୋରଣ ଆଶଙ୍କା, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ
ଆମେରିକା : ଆମେରିକାର ସାଉଥ କାଲିଫର୍ନିଆରେ ଏକ ବିପଜ୍ଜନକ କେମିକାଲ ଜିନିଷ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ଶୁକ୍ରବାର ପ୍ରାୟ ୪୦ ହଜାର ଲୋକଙ୍କୁ ସେହି ସ୍ଥାନୀୟ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକୁ!-->…
ପ୍ରଥମ ଥର ଭାରତ ଆସିଲେ ଆମେରିକା ବିଦେଶ ସଚିବ ରୁବିଓ
ନୂଆଦିଲ୍ଲୀ: କୋଲକାତାରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ । ପ୍ରଥମ ଥର ଭାରତ ଆସିଲେ ରୁବିଓ! କୋଲକାତାରେ ହେଲା ଭବ୍ୟ ସ୍ୱାଗତ । ଭାରତ ମାଟିରେ ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ଏହାକୁ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଆଜି!-->…
ଦେଶବ୍ୟାପୀ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀଙ୍କ ୨ଦିନିଆ ଧର୍ମଘଟ ସ୍ଥଗିତ
ନୂଆଦିଲ୍ଲୀ: ଆସନ୍ତା ୨୫ ଓ ୨୬ ତାରିଖରେ ଦେଶବ୍ୟାପୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରହିବ । ସର୍ବଭାରତୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇଏସ୍ବିଆଇଏସ୍ଏଫ୍) ପକ୍ଷରୁ ଡାକରା ଦିଆଯାଇଥିବା ଦୁଇଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ଭାରତୀୟ ଷ୍ଟେଟ୍!-->…
ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ ଦୋକାନ
ନୂଆଦିଲ୍ଲୀ : ଦିଲ୍ଲୀର ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ଶାସ୍ତ୍ରୀ ପାର୍କରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ବିଳମ୍ବରେ ପହଞ୍ଚିବାରୁ ଲୋକେ ଉତ୍ତେଜିତ ହୋଇ ପଥର ମାଡ କରିଥିଲେ । କିନ୍ତୁ କିଛି ଲୋକ ଏପରି!-->…