କୋଟପାଡ଼ ସିଭିଲ କୋର୍ଟ ପରିସରରେ ଆଇନଜୀବୀଙ୍କ କର୍ମଶାଳା ଅନୁଷ୍ଠିତ

ଆଇନଗତ ବୃତ୍ତିରେ "ନୀତି ଶାସ୍ତ୍ର ଏବଂ ନୈତିକତା" ବିଷୟରେ ଆଇନର ବ୍ୟାଖ୍ୟା କୋରାପୁଟ /କୋଟପାଡ଼ : କୋରାପୁଟ ଜ଼ିଲ୍ଲାର କୋଟପାଡ଼ ସ୍ଥିତ ସିଭିଲ କୋର୍ଟ ପରିସରରେ ଆଇନ ଜୀବିମାନଙ୍କ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜୟପୁର ସେମିନାର କମିଟି ତତ୍ତ୍ୱlଧାନରେ ଆୟୋଜିତ କର୍ମଶାଳାରେ…

ଫ୍ଲାଟ୍ ଦେବା ନାଁରେ ୧୫ କୋଟିରୁ ଅଧିକ ଟଙ୍କାର ଠକେଇ ! ବନ୍ଧା ହେଲେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର

ଭୁବନେଶ୍ୱର : ଫ୍ଲାଟ୍ ସ୍ୱପ୍ନ ଦେଖାଇ କୋଟି କୋଟି ଟଙ୍କାର ଠକେଇ!। ଭୁବନେଶ୍ୱରରେ EOWର ବଡ଼ ଆକ୍ସନ୍। ଜାଲରେ ରିୟଲ ଇଷ୍ଟେଟ୍ କମ୍ପାନୀର ପୂର୍ବତନ ଡାଇରେକ୍ଟର । ଫ୍ଲାଟ୍ ଦେବାର ସ୍ୱପ୍ନ ଦେଖାଇ ଚାଲିଥିଲା କୋଟି କୋଟି ଟଙ୍କାର କାରବାର! । ନିବେଶକଙ୍କଠାରୁ ଟଙ୍କା ନେଇ ନା ଦେଲେ ଫ୍ଲାଟ୍,…

ରଣପୁରରେ ସାମୂହିକ ଗୁରୁପୂଜନ ଉତ୍ସବ : ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପହାର ଓ ସମ୍ବର୍ଦ୍ଧନା

ନୟାଗଡ଼ (ନିସର୍ତ୍ତ): ପବିତ୍ର ଗୁରୁ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ମଣିନାଗ କଲ୍ୟାଣ ମଣ୍ଡପ ପରିସରରେ ଏକ ଭବ୍ୟ ସାମୂହିକ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରଣପୁରର ମାନ୍ୟବର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆୟୋଜନରେ ଅନୁଷ୍ଠିତ…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ସକାଳ ୯.୪୦ରୁ ୯. ୫୪ ମଧ୍ୟରେ ମା’ ସମଲେଶ୍ବରୀଙ୍କୁ ହେବ ନବାନ୍ନ ଲାଗି

ସମ୍ବଲପୁର : ଚଳିତ ବର୍ଷ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ଆସନ୍ତା ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର ହୋଇଛି । ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିହେବ ନବାନ୍ନ । ବ୍ରହ୍ମପୁରା ଟ୍ରଷ୍ଟ ପଣ୍ଡିତ ମହାସଭାରେ ଶୁଭଲଗ୍ନ ଧାର୍ଯ୍ୟ ହୋଇଛି । ପଶ୍ଚିମ ଓଡ଼ିଶାର…

ସର୍ପାଘାତରେ ଦମ୍ପତି ମୃତ

ଭଦ୍ରକ: ସାପ କାମୁଡ଼ାରେ ଦମ୍ପତିଙ୍କ ମୃତ୍ୟୁ ଅଭିଯୋଗ । ସ୍ତ୍ରୀ ମୃତ୍ୟୁର ଦିନକ ପରେ ସ୍ବାମୀ ମୃତ୍ୟୁକୁ ନେଇ ଶୋକାକୁଳ ପରିବେଶ । ପତ୍ନୀର ଅନ୍ତ୍ୟେଷ୍ଟି କ୍ରିୟା ସାରି ଘରେ ଶୋଇ ଥିବା ବେଳେ ସ୍ୱାମୀଙ୍କୁ କାମୁଡ଼ିଲା ସାପ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ମଧୁପୁର…

ଯୁବକଙ୍କୁ ନିର୍ମମ ହତ୍ୟା ! ଡ୍ରେନରୁ ମୃତଦେହ ଉଦ୍ଧାର

ରାଉରକେଲା: ବୀଭତ୍ସ ହତ୍ୟା । ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନକୁ ଫିଙ୍ଗିଦେଲେ ଦୁର୍ବୃତ୍ତ । ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ଥାନା IDC ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି । ନିକଟରେ ଥିବା ଏକ ଡ୍ରେନରେ ପଡ଼ିଛି ମୃତଦେହ । ଯୁବକଙ୍କ ପରିଚୟ ମିଳିନାହିଁ । ଫରେନସିକ୍ ଟିମ୍…

୪ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ଶିକ୍ଷକ

ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍କୁଲ କମିଟି ସଦସ୍ୟ ।…

୧୩ରେ ଲଘୁଚାପ, ୧୦ ତାରିଖ ପରେ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପ୍ରକୋପ !

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ସମ୍ଭାବନା ନାହିଁ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ। ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ…

କୋଲକାତା ଏୟାରପୋର୍ଟରେ ଆତଙ୍କ, ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଳିଲା ଚିଠି

କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ବିମାନର ଶୌଚାଳୟରେ ଥିବା…

ସେକ୍ଟର-୧୫ ଥାନା ରାଉରକେଲା ପୋଲିସ ଦ୍ଵାରା ବେଆଇନ ବାଣ ଗୋଦାମ ଠାବ…

ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱସନୀୟ ସୂଚନା ଆଧାରରେ ସେକ୍ଟର-୧୫ ଥାନା ପୋଲିସ ରାଉରକେଲାର ସେକ୍ଟର-୧୮ ଉତ୍କଳ ବସ୍ତି ଅଞ୍ଚଳରେ ଏକ ବେଆଇନ ବାଣ ଗୋଦାମ ଠାବ କରି ବିଭିନ୍ନ ପ୍ରକାର ଓ ବିଭିନ୍ନ ବ୍ରାଣ୍ଡର ବାଣ ଥିବା ୨୨ଟି ପ୍ୟାକେଟ୍ କାର୍ଟୁନ୍ ଜବତ କରିଛି ! ମୋଟ ଓଜନ: ୨୬୫.୦୮…