ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ…

ବାଲିଗୁଡା, ତା, ୦୪/୦୯: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ଜାଲେସପଟ୍ଟା ସ୍ଥିତ ସଂସ୍କୃତ କନ୍ୟାଶ୍ରମ ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ବ୍ରହ୍ମଲୀନ ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣା ନନ୍ଦ ସରସ୍ବତୀଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ…

ପୋଲିସକୁ ଖୋଲା ଖୋଲି ଚାଲେଞ୍ଜ : ପାଟ୍ରୋଲିଂ ସତ୍ତ୍ୱେ ଦୋକାନର କାନ୍ଥ କଣା କରି ଚୋରି…

ବାଲିଗୁଡା, ତା, ୦୪/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ କିଛି ଦିନର ନିରବତା ପରେ ଗତ ରାତିରେ ପୁଣି ଏକ ଚୋରି ହେବା ଖବର ମିଳିଛି। ଗତ ରାତିରେ ଦାରିଙ୍ଗବାଡି ଛକ ଠାରେ ଥିବା ଏକ ଦୋକାନର କାନ୍ଥ କଣା କରି ବ୍ୟବସାୟ ପାଇଁ ରଖି ଥିବା ଖୁଚୁରା ଟଙ୍କା…

ନୟାଗଡ଼ ରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା…

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା। ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍। ଭୁବନେଶ୍ୱରରୁ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ବସ୍‌ଟି ନୟାଗଡ଼ ଅଭିମୁଖେ ଆସୁଥିବା ସମୟରେ…

ଗୁରୁଦିବସ ପୂର୍ବରୁ ଆମ୍ବୁଲାନ୍ସ–ସ୍କୁଟି ମୁହାଁମୁହିଁ ଧକ୍କାରେ ଚାଲିଗଲା ଗୁରୁଙ୍କ ଜୀବନ…

ମାଲକାନଗରି : ଆମ୍ବୁଲାନ୍ସ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ରେ ଚାଲିଗଲା ଗୁରୁଙ୍କ ଜୀବନ । ଆମ୍ବୁଲାନ୍ସ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ । ମୃତକ ହେଲେ ୫୭ ବର୍ଷୀୟ ଅନୁରାମ ନାୟକ । ସୂଚନା ଅନୁଯାୟୀ, ଅନୁରାମ ନାୟକ ମାଥିଲି ବ୍ଲକ୍ ଅନ୍ତର୍ଗତ ମେକା ଗ୍ରାମପଞ୍ଚାୟତର ବିଜାପଦର୍…

ବ୍ରିକ୍ସ ସମ୍ମିଳନୀ ପାଇଁ ୧୧ରେ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟ ଛୁଟି

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ନିମନ୍ତେ ସେପ୍ଟେମ୍ବର ୧୧ ତାରିଖକୁ ଦିଲ୍ଲୀର ସମସ୍ତ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏ ସମ୍ପର୍କରେ ଗୁରୁବାର କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ବ୍ରିକ୍ସ ସମ୍ମିଳନୀ…

ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ

ନୂଆଦିଲ୍ଲୀ: ଅଶୋଧିତ ତେଲ ଚୋରି ଉଦ୍ୟମ ବେଳେ ଅଘଟଣ । ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ୩୭ ମୃତ । ନାଇଜେରିଆର ରିଭର୍ସ ଷ୍ଟେସ୍ ସ୍ଥିତ ଓକାରି ଜେଟି ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ରିପୋର୍ଟ ଅନୁଯାୟୀ, କିଛି ଲୋକ ପୋର୍ଟ ହାରକୋର୍ଟ ରିଫାଇନେରୀ ଦେଇ ଯାଇଥିବା ଏକ…

ଜମ୍ମୁ କଶ୍ମୀରରେ ପୋଲିସ ଓ CRPFର ମିଳିତ ଅପରେସନ, ଜଣେ ଆତଙ୍କୀ ନିହତ

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର ବଡଗାମ ଅଞ୍ଚଳରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି । ଭାରତୀୟ ସେନା, ଜମ୍ମୁ-କଶ୍ମୀର ପୋଲିସ ଏବଂ ଶ୍ରୀନଗର CRPFର ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ଏବଂ ଜମ୍ମୁ ଅଞ୍ଚଳର…

CBI ତଦନ୍ତକୁ ନେଇ ସନ୍ତୁଷ୍ଟ ନାହାନ୍ତି ଆରଜି କର ପୀଡିତାଙ୍କ ମା’, ନ୍ୟାୟ ପ୍ରକ୍ରିୟାକୁ ପ୍ରଶ୍ନବାଚୀ

କୋଲକତା : ସିବିଆଇ ଯାଞ୍ଚରେ ଖୁସିନାହାନ୍ତି କୋଲକତାର ଆରଜି କର ମେଡିକାଲ କଲେଜ ପୀଡ଼ିତାଙ୍କ ମା ତଥା ବିଜେପି ବିଧାୟିକା ରତ୍ନା ଦେବନାଥ । ଆରଜି କର ଡାକ୍ତର ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ CBI ତଦନ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତାଙ୍କ ମା । ସେ କହିଛନ୍ତି,…

ନେପାଳ ଜଳପ୍ରଳୟର ୯ ଦିନ ପରେ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ

କାଠମାଣ୍ଡୁ : ନେପାଳ ଜଳପ୍ରଳୟର ୯ ଦିନ ପରେ ଜଳବିଦ୍ୟୁତ୍ ସୁଡ଼ଙ୍ଗରୁ ଜୀବନ୍ତ ଉଦ୍ଧାର ହେଲେ ୨ ଶ୍ରମିକ । ତ୍ରିଶୁଳି-୩A ପ୍ରକଳ୍ପରୁ ମେକାନିକାଲ ଫୋରମ୍ୟାନ୍ ଓ ସୁପରଭାଇଜରଙ୍କୁ ସୁରକ୍ଷିତ ବାହାର କଲା ସେନା । ରସୁୱା ଜିଲ୍ଲାରେ ଥିବା ଅପର୍ ତ୍ରିଶୁଳି-୩A ଜଳବିଦ୍ୟୁତ୍ ପ୍ରକଳ୍ପର ମାଟି…

ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ବ୍ରେକ ସିଷ୍ଟମ ଫେଲ୍ ଯୋଗୁଁ ଦୁର୍ଘଟଣା

ଜମ୍ମୁ କଶ୍ମୀର : ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋ ବିମାନ ଲାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି । ବିମାନ ପାର୍କିଂ ପାଇଁ ଯାଉଥିବା ବେଳେ ବ୍ରେକ ସିଷ୍ଟମ ଫେଲ୍ ହୋଇଯାଇଥିଲା । ଫଳରେ ବିମାନଟି ରୋକିହୋଇନଥିଲା । ପାର୍କିଂ ବେଳେ ଥିବା ଖୁଣ୍ଟରେ ଧକ୍କା ହୋଇଥିଲା । ବିମାନ…