Sign in
Sign in
Recover your password.
A password will be e-mailed to you.
ବାଇକ ଉପରେ ଚଢିଗଲା ହାଇୱା, ଦୁଇ ମୃତ
ଭଦ୍ରକ : ମଟର ସାଇକେଲ ଉପରେ ଚଢି ଗଲା ହାଇୱା ଟ୍ରକ । ଦୁଇ ଜଣ ମୃତ,ଜଣେ ଗୁରୁତ୍ୱର । ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି, 16 ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଗୋପବନ୍ଧୁପୁର ଛକ ନିକଟରେ । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଆମ୍ପର ଅଞ୍ଚଳରୁ ଏକ ମଟର!-->…
ଫୁଲୁଛି ଜଳକା, ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କଲା ଜଳସ୍ତର
ଜଳେଶ୍ୱର : ଫୁଲୁଛି ଜଳକା । ଲଘୁଚାପଜନିତ ବର୍ଷା ଯୋଗୁ ବିପଦ ସଙ୍କେତ ଅତିକ୍ରିମ କରିଛି ଜଳସ୍ତର । ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୨ ମିଟରରେ ପ୍ରବାହିତ ହେଉଛି ।!-->…
ସରିଲା ରଥଟଣା; ଶରଧାବାଲିରେ ଲାଗିଲା ୩ ରଥ; ଆସନ୍ତାକାଲି ଆଡ଼ପ ବିଜେ
ପୁରୀ:ଶ୍ରୀକ୍ଷେତ୍ର ପୁରୀରେ ତିନି ରଥ ଶରଧାବାଲିରେ ପହଞ୍ଚିଛନ୍ତି । ଲୀଳାମୟ ଜଗନ୍ନାଥ, ଭାବବତ୍ସଳ ଭାବଗ୍ରାହୀ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବାକୁ ରତ୍ନବେଦୀ ଛାଡି ବଡଦାଣ୍ଡକୁ ଓହ୍ଲାଇଛନ୍ତି। ତାଙ୍କ ଚକାନୟନକୁ ଦେଖି ଭକ୍ତ କୃତ କୃତ ହେଉଛନ୍ତି। ଘଣ୍ଟ,ହରିବୋଲ ଓ ହୁଳହୁଳିରେ ବଡଦାଣ୍ଡ!-->…
“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, ଆସନ୍ତା କାଲି ପ୍ରଥମ ବୈଠକ
ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ ତଳେ ଆଣିବା!-->…
ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ଚିଠି
ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ (ଡିସିଏଚ୍ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ!-->…
ଭତ୍ତା ପ୍ରଦାନରେ ବିଳମ୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ୨ ମାସ ମଧ୍ୟରେ ନିଷ୍ପତ୍ତି ନିଅ
କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ!-->…
ରାଇଘରରେ ଭକ୍ତି ଓ ଉତ୍ସାହର ସହ ରଥଯାତ୍ରା : ମାଉସୀ ମା’ ମନ୍ଦିରରେ ପହଞ୍ଚିଲେ ଶ୍ରୀଜୀଉ
ଉମରକୋଟ /ରାଇଘର : ରାଇଘର ଅଞ୍ଚଳରେ ଆଜି ଅପାର ଭକ୍ତି, ଆନନ୍ଦ ଓ ଉଲ୍ଲାସର ପରିବେଶ ମଧ୍ୟରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ମାଉସୀ ମା' ମନ୍ଦିରରେ ପହଞ୍ଚିଛି। ଗତକାଲି ରଥ ଟାଣିବା ସମୟରେ ହଠାତ୍ ରଥର ଏକ ଚକା ଭାଙ୍ଗିଯିବାରୁ ରଥଟି ଅଧା ବାଟରେ ଅଟକି ରହିଥିଲା।!-->!-->!-->…
ଭାଙ୍ଗିଲା ବର୍ଷ ବର୍ଷର ପରମ୍ପରା , ରାଜା କଲେ ନାହିଁ ଛେରା ପହଁରା
ନୟାଗଡ଼, ୧୭/୦୭(ନିସର୍ତ୍ତ): ରାଜାରାଜୁଡ଼ା ଅମଳରୁ ପାରମ୍ପରିକ ନୀତିକାନ୍ତି ଅନୁସାରେ ରଥଯାତ୍ରା ନୟାଗଡ ଜିଲ୍ଲାରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ତଥା ଓଡ଼ିଶାର ସର୍ବ ପୁରାତନ ଗଡ଼ଜାତ ରଣପୁରରେ ପାଳନ ହୋଇଆସୁଅଛି। ଘୋଷଯାତ୍ରା ର ପ୍ରାରମ୍ଭରେ ପାରମ୍ପରିକ ନୀତିକାନ୍ତି ଅନୁସାରେ!-->…
ନୟାଗଡ଼ ରଥଯାତ୍ରାରେ ଛେରାପହଁରାକୁ ନେଇ ବିବାଦ
ଘଣ୍ଟା ଘଣ୍ଟା ବିଳମ୍ବ ପରେ ହେଲା ସମାଧାନ...ନୟାଗଡ଼: ନୟାଗଡ଼ ପବିତ୍ର ରଥଯାତ୍ରା ଅବସରରେ ଛେରାପହଁରା ନୀତିକୁ କେନ୍ଦ୍ର କରି ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତିନୋଟି ରଥରେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଛେରାପହଁରା କରିବେ ବୋଲି ପ୍ରଶାସନିକ ନିର୍ଦ୍ଦେଶ ଥିବା!-->…
ଓଡ଼ଗାଁରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ବିକାଶ ମଞ୍ଚ ଡାକ ଅଧିକ୍ଷକଙ୍କୁ ଭେଟିଲେ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ସ୍ଥାୟୀ ଡାକଘର ନିର୍ମାଣ ପାଇଁ ଓଡ଼ଗାଁ ବିକାଶ ମଞ୍ଚ ତରଫରୁ ପ୍ରତିନିଧି ମାନେ ନୟାଗଡ଼ ଜିଲ୍ଲା ଡାକ ଅଧିକ୍ଷକ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ଗାଁ ଡାକ କାର୍ଯ୍ୟାଳୟ ଠାରେ ଭେଟି ସ୍ଥାୟୀ ଡାକଘର ନିର୍ମାଣ ନିମନ୍ତେ ଦୃଷ୍ଟି ଆକର୍ଷଣ କରିଥିଲେ।ପୂର୍ବ!-->…