Sign in
Sign in
Recover your password.
A password will be e-mailed to you.
ବର୍ଷା ଋତୁକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାର ଚୋରା ବାଲି ମାଫିଆ ମାନେ ବିଭିନ୍ନ ସ୍ଥାନରେ ଗଦା ଗଦା ବାଲି ମହଜୁଦ ରଖି…
ଚୋରା ବାଲି ଷ୍ଟକ ଉପରେ ଚଢ଼ାଉ କେବେ ….?
ମା ବେଢ଼ା କାଳୀକା ମନ୍ଦିର ରତ୍ନମୁଦ ଉତ୍ସବ ଅନୁଷ୍ଠିତ…
ନୟାଗଡ଼,:(ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ମା ବେଢ଼ା କାଳୀକା ମନ୍ଦିର ପରିସରରେ ନବ ନିର୍ମିତ ମନ୍ଦିରର ରତ୍ନମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମା ଦକ୍ଷିଣ କାଳୀ ମନ୍ଦିର ନିକଟସ୍ଥ ମା ବେଢ଼ା କାଳୀକା ନିକଟରୁ!-->…
ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ବାଲିଗୁଡାରେ ରଥଯାତ୍ରା ଅନୁଷ୍ଠିତ : ସୁଭଦ୍ରା ରଥକୁ ଟାଣିଲେ ମହିଳା ଶ୍ରଦ୍ଧାଳୁ
ବାଲିଗୁଡା : ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ଝିପି ଝିପି ବର୍ଷା ରେ ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜାର୍ଚନା କରାଯିବା ପରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ସହ!-->…
ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ
ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ!-->…
ରାଜସୁନାଖଳାରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ପାଳିତ
ନୟାଗଡ଼ (ନିସର୍ତ୍ତ):ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଗୁରୁବାର ଦିନ ପବିତ୍ର ଶ୍ରୀଗୁଣ୍ଡିଚା ଓ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଘଣ୍ଟା ଘଣ୍ଟା, ଖୋଳ, ଗିନି ବାଦ୍ୟ ମଧ୍ୟରେ!-->…
ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ଆମେରିକା କରିବ ବଡ଼ ଆକ୍ରମଣ
ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ ଆସିଲେ ଏହା ଉପରେ ବଡ ଆକ୍ରମଣ!-->…
ମିଆଁମାର ଉପକୂଳ ନିକଟରେ ଅଘଟଣ: ବଙ୍ଗୋପସାଗରରେ ଦୁଇ ଡଙ୍ଗା ବୁଡ଼ି ୫୦୦ରୁ ଅଧିକ ଯାତ୍ରୀ ନିଖୋଜ
କୋଲକତା : ବଙ୍ଗୋପସାଗରରେ ମିଆଁମାର ଉପକୂଳ ନିକଟରେ ବଡ ଅଘଟଣ । ମଝି ସମୁଦ୍ରରେ ବୁଡିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା । ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଜାତିସଂଘର ଇଣ୍ଟରନ୍ୟାସନାଲ୍ ଅର୍ଗାନାଇଜେସନ୍ ଫର୍!-->…
ନ୍ୟୁଜିଲାଣ୍ଡରେ ୬.୩ ତୀବ୍ରତାର ଭୂମିକମ୍ପ ଝଟକା, ସୁନାମୀ ଆଲର୍ଟ ଜାରି
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ସାଉଥ ଆଇଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି । ନ୍ୟୁଜିଲାଣ୍ଡର ସାଉଥ୍ ଆଇଲାଣ୍ଡରେ ଥିବା!-->…
ଦିଦିଙ୍କୁ ଆଉ ଏକ ଝଟକା, ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ କୋଏଲ ମଲ୍ଲିକ
କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ମମତାଙ୍କ ହାତ ଛାଡିଲେ ଟିଏମସିର ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ତାଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଦେଖିବାକୁ!-->…
ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ ତାର ; ଚାଲିଗଲା ୪ ଜୀବନ, ଜଣେ ଗୁରୁତର
ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ ୫ ଜଣ ଗୁରୁତର ଭାବେ ଆହତ ହୋଇ ପୋଡ଼ିଯାଇଛନ୍ତି । କରେଣ୍ଟ ଆଘାତରେ ୫ ଜଣଙ୍କ!-->…