ଅମିର ଖାନଙ୍କୁ ଗଳା କାଟି ହତ୍ୟା କରିବାକୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଧମକ

ମୁମ୍ବାଇ: ଏବେ ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ପରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଅମିର ଖାନ । ନିକଟରେ ତୃତୀୟ ବିବାହ କରିଛନ୍ତି ଅମିର ଖାନ୍, ତାଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଧମକ ଦେଇଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ଏବଂ ଅଡିଓ କ୍ଲିପ୍ ପ୍ରକାଶ ପାଇଛି, ଏହାକୁ ଲରେନ୍ସ

ପ୍ଲାଷ୍ଟିକ୍ ନୋଟ୍ ପାଇଁ ପଲିମର ସିଟ୍ କିଣିବା ଲାଗି ଗ୍ଲୋବାଲ୍ ଟେଣ୍ଡର ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ (ଆରବିଆଇ)। ଦୀର୍ଘ ବର୍ଷ ଧରି ପ୍ରଚଳିତ କାଗଜ ନୋଟ୍ ବଦଳରେ ଦେଶରେ ଖୁବଶୀଘ୍ର ପ୍ଲାଷ୍ଟିକ୍ ବା ପଲିମର ନୋଟ୍ ପ୍ରଚଳନ କରାଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରିଜର୍ଭ

‘ମଙ୍ଗଳ ମିଳନ’ ନାମରେ ନାମିତ ହେଲା NDA ସଂସଦୀୟ ଦଳ ବୈଠକର ନାମ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ ବା NDA) ଏହାର ସଂସଦୀୟ ଦଳର ବୈଠକକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏନଡିଏ ସଂସଦୀୟ ଦଳ ବୈଠକର ନାମ ବଦଳି ‘ମଙ୍ଗଳ ମିଳନ’ (Mangal Milan) ରଖାଯାଇଛି। ସାଧାରଣତଃ ସଂସଦର

ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ସହିତ ସମୁଦାୟ ୯କୋଟି ମୂଲ୍ୟର ପ୍ରକଳ୍ପ ଲୋକାର୍ପଣ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ନବ ନିର୍ମିତ ଓଡ଼ଗାଁ ଏନଏସି କାର୍ଯ୍ୟାଳୟ ସହିତ କଲ୍ୟାଣୀ ମଣ୍ଡପ, ବିଜୁ ଆଦର୍ଶ କଲୋନୀ, ପରିମଳ ଉପଚାର କେନ୍ଦ୍ର, ଗଣେଶ ବଜାର ମଧ୍ୟସ୍ଥ ୧୮ ନବୀକରଣ ଦୋକାନ ଗୃହ ସହିତ ସମୁଦାୟ ୮ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

କୋରାପୁଟରେ ପିତୃମାତୃହୀନ ଓ ଏକକ ଅଭିଭାବକ ଶିଶୁଙ୍କ ପାଇଁ ବିଶେଷ କ୍ୟାମ୍ପ…

୧ ୬ ୩ ଶିଶୁଙ୍କୁ ସରକାରୀ ଯୋଜନାରେ ସାମିଲ କରାଯିବ କୋରାପୁଟ : ପିତୃମାତୃହୀନ ଏବଂ ଏକ ଅଭିଭାବକ ଶିଶୁଙ୍କୁ ଉପଯୁକ୍ତ ଥଇଥାନ ଓ ସାମାଜିକ ସୁରକ୍ଷା ଯୋଗାଇଦେବା ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଲକ୍ଷ୍ମୀପୁର ବ୍ଲକର ମିଶନଶକ୍ତି ଗୃହ ପରିସରରେ ଏକ ସ୍ୱତନ୍ତ୍ର

ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ଚିକିତ୍ସା

ଭୁବନେଶ୍ୱର : ଆୟୁଷ୍ମାନ କାର୍ଡରେ ମିଳିବ କର୍କଟ ରୋଗ ଚିକିତ୍ସା। ଏଣିକି ଆୟୁଷ୍ମାନ ଭାରତ କାର୍ଡରେ ମିଳିବ କ୍ୟାନସର୍ ଚିକିତ୍ସା ସୁବିଧା। ଏନେଇ ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ବଜେଟରେ ମୁଖ୍ୟମନ୍ତ୍ରୀ କ୍ୟାନସର ଆରୋଗ୍ୟ ଯୋଜନା ସାମିଲ ହୋଇଛି। ୧୨୧ଟି

ନାବାଳକ କୁ ଉଲଗ୍ନ କରି ନିର୍ଘାତ ମାଡ଼ ଅଭିଯୋଗ

କଟକ : କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼ । କିଛି ଯୁଵକ ଜଣେ ନାବାଳକ ସହ ଆଉ ଜଣଙ୍କୁ ଅଟକ ରଖି ଉଲଗ୍ନ କରିବା ସହ ନିସ୍ତୁକ ପିଟିଥିଵା ଅଭିଯୋଗ ହୋଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାଡ଼ ଖାଇଥିବା ନାବାଳକଙ୍କ

ଦୁର୍ବଳ ହେଉଛି ଲଘୁଚାପ, ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର :ଦୁର୍ବଳ ହେଉଛି ଲଘୁଚାପ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ କ୍ରମଶଃ ଦୂର୍ବଳ ହେବାରେ ଲାଗିଛି । ତେବେ ଏହା ସହ ସମାନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୪.୫ କିମି ପର୍ଯ୍ୟନ୍ତ ବ୍ୟାପି ରହିଛି। ଦକ୍ଷିଣ ଓଡ଼ିଶା ଓ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପିପିଲି: ପୁରୀ ଜିଲ୍ଲାର ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିସଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଲଗାଣ ବର୍ଷାରେ କାନ୍ଥ ପଡ଼ି ବୃଦ୍ଧଙ୍କ ମୃତ୍ୟୁ । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅରିସଲରେ ଅଘଟଣ ଘଟିଛି । ମୃତକ ହେଲେ ଅରିସଲ ଗାଁର ରାମଚନ୍ଦ୍ର ବେହେରା । ସେ ଘରେ ବସିଥିବାବେଳେ କାନ୍ଥ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ ଜୀବନ

ସୋର: ବାଲେଶ୍ୱର ଜିଲ୍ଲାର ସିମୁଳିଆ ଥାନା ଅନ୍ତର୍ଗତ ମହିଷାପଣ୍ଡା ଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଗାଇଙ୍କ ପାଇଁ ଲଗାଇଥିଲେ କରେଣ୍ଟ, ନିଜର ଚାଲିଗଲା ଜୀବନ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଜଣଙ୍କ ମୃତ୍ୟୁ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମହିଷାପଣ୍ଡା ଗାଁରେ ଅଘଟଣ ।