Sign in
Sign in
Recover your password.
A password will be e-mailed to you.
ବାଡାବାଙ୍ଗା ସେବାଶ୍ରମରେ ମହୁମାଛି ଆତଙ୍କ : ୪୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ସେବାଶ୍ରମରେ ମଙ୍ଗଳବାର ୪୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ବୁଧବାର ମଧ୍ୟ ସେଠାରେ ପ୍ରାୟ ପଚାଶରୁ ଷାଠିଏ ମହୁମାଛି ଘୁରି ବୁଲୁଛନ୍ତି। ଫଳରେ ଭୟ ଓ ଆତଙ୍କିତ!-->…
ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ, ଜାଣନ୍ତୁ କେମିତି କରିବେ ଆବେଦନ
ଭୁବନେଶ୍ୱର,୧୬।୪;ରାଜ୍ୟରେ ମାଗଣାରେ ମିଳିବ ୟୁପିଏସସି କୋଚିଂ। ସ୍ବଳ୍ପ ଓ ମଧ୍ୟମ ଆୟ ବର୍ଗର ୨ଶହ ମେଧାବୀଙ୍କୁ ଫ୍ରି କୋଚିଂ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ ୮ରେ ପ୍ରବେଶିକା ପରୀକ୍ଷା ହେବାକୁ ଥିବା ବେଳେ ଗତକାଲିଠୁ ସାମ୍ସ ୱେବସାଇଟରେ ଉପଲବ୍ଧ ହୋଇଛି!-->…
ଏଣିକି ମୃତଦେହ ପରିବହନ ପାଇଁ ରହିବ କଲ୍ ସେଣ୍ଟର
ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।
ତେବେ ମୃତଦେହକୁ ଘର କିମ୍ବା ଶ୍ମଶାନ ଯାଏ ନେବାକୁ!-->!-->!-->…
ପାରମିତା ଶତପଥୀ ତ୍ରିପାଠୀ ଓଡ଼ିଶାରେ ନୂତନ ପ୍ରମୁଖ ମୁଖ୍ୟ ଆୟକର କମିଶନର
ଭୁବନେଶ୍ୱର,୧୬।୪: ୧୯୮୯ ବ୍ୟାଚ୍ ଭାରତୀୟ ରାଜସ୍ୱ ସେବା (IRS) ଅଧିକାରୀ ପାରମିତା ଶତପଥୀ ତ୍ରିପାଠି ବୁଧବାର ଓଡ଼ିଶାରେ ଆୟକର ବିଭାଗର ପ୍ରମୁଖ ମୁଖ୍ୟ କମିଶନର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଜଣେ ପ୍ରସିଦ୍ଧ ଲେଖିକା ଏବଂ ଔପନ୍ୟାସିକ ପରମିତା ପୂର୍ବରୁ ଓଡ଼ିଶାରେ ଆୟକର ବିଭାଗରେ!-->!-->!-->…
ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୨୧ ପ୍ଲଟ୍, ବିପୁଳ ସମ୍ପତ୍ତି ଠାବ
ଭୁବନେଶ୍ୱର,୧୬।୪: ଅନୁଗୁଳ ଜିଲାର ଆଠମଲ୍ଲିକ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ଘର ତଲାସୀ ସମୟରେ ୨୧ ଟି ମୂଲ୍ୟବାନ ପ୍ଲଟ୍, ୩୨୬ ଗ୍ରାମ ଓଜନର ସୁନା ଅଳଙ୍କାର, ୧.୦୬ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟାଙ୍କ ଜମା ଏବଂ ତାଙ୍କ ଆୟ ତୁଳନାରୁ ଅଧିକ!-->…
ମହାଦେବ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲା: ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଇଡିର ଚଢାଉ
ଭୁବନେଶ୍ୱର,୧୬।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମହାଦେବ ଅନଲାଇନ୍ ବେଟିଂ ଆପ୍ ମନି ଲଣ୍ଡରିଂ ମାମଲାର ତଦନ୍ତକୁ ତୀବ୍ର କରିଛି ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ଚଢାଉ କରାଯାଇଛି। ସମ୍ବଲପୁର, ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ଼, ଅହମ୍ମଦାବାଦ, ଜୟପୁର, ଚେନ୍ନାଇ ଏବଂ ଇନ୍ଦୋର ଭଳି!-->…
ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲା, ୨୫ବର୍ଷ ପରେ ଜେଲରୁ ମୁକୁଳିଲେ ଦାରା ସିଂଙ୍କ ସହଯୋଗୀ ମହେନ୍ଦ୍ର
କେନ୍ଦୁଝର : ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ରମଙ୍କୁ ଜେଲରୁ ମୁକ୍ତି ମିଳିଛି। ମହେନ୍ଦ୍ର ହେମ୍ବ୍ରମଙ୍କୁ ଦୀର୍ଘ ୨୫ ବର୍ଷ ପରେ କେନ୍ଦୁଝର ଜେଲରୁ ମୁକ୍ତି ପାଇଛନ୍ତି।
ସୂଚନା ଅନୁସାରେ, ଜେଲ ଭିତରେ ମହେନ୍ଦ୍ରଙ୍କ!-->!-->!-->…
ବିହାରରେ ମୁଣ୍ଡ ଟେକିଲେଣି ନୂଆଦଳ, ବଦଳାଇ ଦେଇପାରନ୍ତି ରାଜନୀତିର ଦୃଶ୍ୟପଟ୍ଟ
ପାଟଣା: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନରେ ଭାଗ୍ୟ ପରଖିବେ ସବୁ ରାଜନୈତିକ ଦଳ । ଏହି ନିର୍ବାଚନରେ ଗୋଟିଏ ପଟେ ବିଜେପି, ଜନତା ଦଳ ୟୁନାଇଟେଡ୍, ଆରଜେଡି ଏବଂ କଂଗ୍ରେସ ପରି ପୁରୁଣା ଦଳଗୁଡ଼ିକ ପ୍ରତିଦ୍ୱନ୍ଦିତା କରିବେ । ଅନ୍ୟପଟେ ନିର୍ବାଚନ ରଣନୀତିକାରରୁ ରାଜନେତା!-->…
ଜିନପିଙ୍ଗଙ୍କୁ ଶକ୍ତ ଧକ୍କା: ମହିଳା ଅଧିକାରୀ ତାଇୱାନକୁ ପଠାଇଲେ ୩ ଲକ୍ଷ ଗୁପ୍ତ ଫାଇଲ୍!
ବେଜିଂ: ଚୀନ୍ର ଜଣେ ମହିଳା ଗୁପ୍ତଚର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଶକ୍ତ ଧକ୍କା ଦେଇଛନ୍ତି। କୁହାଯାଉଛି ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ଏହି ମହିଳା ୩ ଲକ୍ଷ ଗୁପ୍ତ ଫାଇଲ୍ ଗାଏବ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ମାତ୍ରେ ଚୀନ୍ରେ ଆତଙ୍କ ସୃଷ୍ଟି ହୋଇଛି। ସେନା ଅଧିକାରୀମାନେ!-->…
ନଦୀ ଭିତରକୁ ଯାଇ ରିଲ୍ କରୁଥିବା ବେଳେ ଭାସିଗଲେ ମହିଳା, ଏପର୍ଯ୍ୟନ୍ତ ମିଳୁନି ପତ୍ତା
ନୂଆଦିଲ୍ଲୀ: ଉତ୍ତରକାଶୀର ମଣିକର୍ଣ୍ଣିକା ଘାଟରେ ଏକ ଦୁଃଖଦ ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୪ ଏପ୍ରିଲର ଏହି ଘଟଣାରେ, ଜଣେ ମହିଳା ରିଲ୍ ତିଆରି କରୁଥିବା ସମୟରେ ଗଙ୍ଗା ନଦୀରେ ଭାସି ଯାଇଥିଲେ। ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ମହିଳା ଜଣକ କ୍ୟାମେରା ଆଡ଼କୁ!-->…