ବିହାରକୁ ପଶ୍ଚିମବଙ୍ଗ ଭଳି ଅବସ୍ଥା କରିବାକୁ ଚାଁହୁଛନ୍ତି ରାହୁଲ-ତେଜସ୍ୱୀ: ପ୍ରମୋଦ କୃଷ୍ଣମ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ଆଡକୁ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ବିଜେପି, ଜେଡିୟୁ, କଂଗ୍ରେସ, ଆରଜେଡି ସମେତ ବିଭିନ୍ନ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ଦିନ, ରାଷ୍ଟ୍ରୀୟ ଜନତା ଦଳ (RJD) ଏବଂ କଂଗ୍ରେସ ନେତାମାନେ ଜାତୀୟ ରାଜଧାନୀ

ପରମାଣୁ ଅସ୍ତ୍ର ନୁହେଁ, ପାଣି ଆଣିଛି ଇରାନ ପାଇଁ ସଙ୍କଟ

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇ ପ୍ରାୟତଃ ପରମାଣୁ ଅସ୍ତ୍ର ସାହାଯ୍ୟରେ ବିଶ୍ୱକୁ ଭୟଭୀତ କରିବାକୁ ଧମକ ଦେଇଥାନ୍ତି। ତେବେ ସେ ଏବେ ଏକ ନୂତନ ଭୟର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଭୟ ଏବେ ବୋମା କିମ୍ବା କ୍ଷେପଣାସ୍ତ୍ର ନୁହେଁ, ବରଂ ଦେଶର ପାଣି ଅଭାବ ପାଲଟିଛି। ଦେଶରେ

୫୦୦ ଗାଁରେ ନାହିଁ ଇଣ୍ଟରନେଟ୍‌ ସେବା

କୋରାପୁଟ: ମୋବାଇଲ୍ ନେଟୱର୍କ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। କିନ୍ତୁ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୫୦୦ ରାଜସ୍ବ ଗାଁରେ ଏଯାଏ ମୋବାଇଲ ସହ ଇଣ୍ଟରନେଟ୍ ସେବା ଉପଲବ୍ଧ ହୋଇପାରିନି। ଯାହାଫଳରେ ଇ-କେୱାଇସି ଏବଂ ଅନ୍ୟ ସରକାରୀ କାମ ବାଧାପ୍ରାପ୍ତ

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍  ବିଶ୍ବକର୍ମା ଜାତୀୟ କର୍ମଶାଳା ଉଦଘାଟିତ

ବାରିପଦା: ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍ ବିଶ୍ବକର୍ମା ଜାତୀୟ କର୍ମଶାଳା। ଏଥିରେ ଅତିଥି ଭାବେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ଜିତନରାମ

ଗାନ୍ଧୀ ପରିବାର ସାରା ଦେଶକୁ ଲୁଟିବାରେ ଲାଗିଛି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ବର/ନୂଆଦିଲ୍ଲୀ: ରକ୍ଷକ ହୋଇ ଭକ୍ଷକ ପାଲଟିଥିଲେ। ୨୦୦୪ରୁ ୨୦୧୪ ଯାଏ କ୍ଷମତାରେ ଅନ୍ଧ ହୋଇ ୫ ହଜାର କୋଟି ଟଙ୍କାର ସଂପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ କିଣିଥିଲେ। ଯିଏ ବିକିଛନ୍ତି, ସିଏ କିଣିଛନ୍ତି। ସେହି ବ୍ୟକ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା।ସବୁଠାରୁ ବଡ଼

ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେଲେ ତେଲଙ୍ଗାନା ସରକାର

ଭୁବନେଶ୍ବର: ତେଲଙ୍ଗାନା ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥ ଓ ଶକ୍ତିମନ୍ତ୍ରୀ ଭଟ୍ଟି ବିକ୍ରମାର୍କ ମାଲ୍ଲୁ ଆଜି ଆଭାସୀ ମାଧ୍ୟମରେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଥିବା ସିଙ୍ଗାରେନୀ କୋଲିୟାରୀ ନୟନୀ କୋଇଲା ଖଣିର ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ମାଲ୍ଲୁ କହିଛନ୍ତି, ପ୍ରଥମ ଥର ପାଇଁ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଶାବଳରେ ଆକ୍ରମଣ, ବାପା ପୁଅ ଗୁରୁତର…

ହିଞ୍ଜିଳିକାଟୁ, ତା ୧୫।୪(): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟିଛି। ଗୋଟିଏ ପରିବାରର ଶାବଳରେ ଆକ୍ରମଣରେ ଅପର ପକ୍ଷର ଏକ ପରିବାରର ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା

ପଦାରେ ପଡିଲା ହିଞ୍ଜିଳି କଂଗ୍ରେସର ଗୋଷ୍ଠୀ କନ୍ଦଳ : ୨ ପୃଥକ ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା…

ହିଞ୍ଜିଳିକାଟୁ : ରାଜ୍ୟ ବିଜେପି ଶାସନାଧୀନ ସମୟରେ ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ନାରୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ ପ୍ରଦାନ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି

୨ ନାବାଳିକା ଭଉଣୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ୨ ନାବାଳିକା ଭଉଣୀ ସ୍କୁଲକୁ ଯିବା ସମୟରେ ଜଣେ ଯୁବକ ଅଶାଳୀନ ବ୍ୟବହାର କରି ଆସୁଥିଲେ।‌ ଘଟଣା ନେଇ ନାବାଳିକାଙ୍କ ପରିବାର ସଦସ୍ୟ ଯୁବକଙ୍କୁ ତାଗିଦ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ଯୁବକ ଜଣଙ୍କ ମାର୍ଚ୍ଚ ୧୫ ତାରିଖ ସକାଳେ ୨ ନାବାଳିକା ଭଉଣୀ

ନ୍ୟାସନାଲ ହେରାଲ୍ଡ ମାମଲା : ରାହୁଲ, ସୋନିଆଙ୍କ ବିରୋଧରେ ଚାର୍ଜସିଟ୍

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରିଛି। ଚାର୍ଜସିଟରେ କଂଗ୍ରେସ ଓଭରସିଜ୍ ମୁଖ୍ୟ ସାମ ପିଟ୍ରୋଡାଙ୍କ ନାମ ମଧ୍ୟ ସାମିଲ ଅଛି। ଏଥିରେ ସୁମନ ଦୁବେ