Sign in
Sign in
Recover your password.
A password will be e-mailed to you.
ଗଛ ମୂଳେ ପଡିଛନ୍ତି ଉତ୍କଳମଣି : ଦୁଇ ବର୍ଷ ହେଲା ଅବହେଳିତ ଅବସ୍ଥାରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି
ତୁରନ୍ତ ପୁନଃ ପ୍ରତିଷ୍ଠା ଦାବି
ବ୍ରହ୍ମପୁର : ବ୍ରହ୍ମପୁର ପ୍ରେମ ନଗର ରାସ୍ତା ସମ୍ପ୍ରସାରଣ ସମୟରେ ଉଠାଯାଇଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଦୀର୍ଘ ଦୁଇ ବର୍ଷ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ଏକ ଗଛ ମୂଳେ ଅବହେଳିତ ଓ ଅରକ୍ଷିତ!-->!-->!-->…
ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅନୁଷ୍ଠିତ, ତ୍ୟାଗ ଓ କର୍ତ୍ତବ୍ୟ ପରାୟଣର ଉଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କର୍ଯ୍ୟାଳୟ ପରିସରରେ ଆୟୋଜିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ଉତ୍ସବ ସମାଜ ପ କ୍ଷରୁ ପାଳିତ ହୋଇ ଯାଇଛିା ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଯୋଗ ଦେଇ ଗୋପବନ୍ଧୁ ଦାସଙ୍କ ଜୀବନ!-->…
ପାଣିରେ ଡଙ୍ଗା ନା ଡଙ୍ଗାରେ ପାଣି ? ଚିତ୍ରକୋଣ୍ଡାରେ ୨୫୦ରୁ ଅଧିକ ନୂଆ ଡଙ୍ଗା ବର୍ଷାରେ ପଡ଼ିରହିଛି
ମାଲକାନଗିରି : ଚିତ୍ରକୋଣ୍ଡା ଜଳଭଣ୍ଡାର ଉପରେ ନିର୍ଭରଶୀଳ ଶତାଧିକ ପରିବାରଙ୍କ ଜୀବନଜୀବିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ନୂତନ ଡଙ୍ଗା ଯୋଗାଣ ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ ନିର୍ମାଣ ଶେଷ ହୋଇ ପ୍ରାୟ ଛଅ ମାସ ବିତିଯାଇଥିଲେ ମଧ୍ୟ ହିତାଧିକାରୀଙ୍କ ହାତକୁ ଡଙ୍ଗା!-->…
ଭଉଣୀ ଘରୁ ଚୋରି : ଭାଇ ସହିତ ବଣିଆ ଗିରଫ
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ନିକଟସ୍ଥ ବାଦଭୂମି ଗ୍ରାମରେ ଭଉଣୀ ଘରୁ ଚୋରି କରିବା ଅଭିଯୋଗରେ ଭାଇ ସହିତ ବଣିଆକୁ ଗିରଫ କରି ଚୋର ଭାଇ ଠାରୁ ଏକ ନୂଆ ମୋବାଇଲ ସହିତ ୨୫ହଜାର ଟଙ୍କା ଜବତ କରାଯିବା ସହିତ ବଣିଆ ଠାରୁ ଚୋରି ହୋଇଥିବା ସୁନା ମାଳି ଜବତ!-->…
ଏକ ମାସ ଧରି ଲାଗି ରହିଛି ବିଦ୍ୟୁତ୍ ସମସ୍ୟା, ଅନ୍ଧାରରେ ଗ୍ରାମବାସୀ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ କୋକେରାମା ପଞ୍ଚାୟତର ଲାଲିଖମଣ ଗ୍ରାମ ଏକ ମାସ ଧରି ବିଦ୍ୟୁତ୍ ବିଭ୍ରାଟର ସମ୍ମୁଖୀନ ହେଉଛି। 50 ରୁ ଅଧିକ ପରିବାର ବିଦ୍ୟୁତ୍ ବ୍ୟବହାର କରନ୍ତି। ଗ୍ରାମବାସୀମାନେ ବାରମ୍ବାର ବିଦ୍ୟୁତ୍ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଚିଠି!-->…
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଲୁଟେରାଙ୍କୁ ଅଟକାଇବାକୁ ଯାଇ ମ୍ୟାନେଜର ଆହତ
ବାଲେଶ୍ଵର: ବାଲେଶ୍ଵର ସଦର ଥାନା ରସାଳପୁର ଛକରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରୁ ଲୁଟ୍ । ଆଜି ଅପରାହ୍ନରେ ୪ ଜଣ ଲୁଟେରା ବ୍ୟାଙ୍କ୍ ଭିତରକୁ ବନ୍ଧୁକ ଧରି ପ୍ରଵେଶ କରିଥିଲେ । ବ୍ୟାଙ୍କ ଭିତରେ ଆତଙ୍କ ରଚିବା ସହ ବ୍ୟାଙ୍କରୁ ଲୁଟ୍ ନେଇଛନ୍ତି ଲକ୍ଷାଧିକ ଟଙ୍କା । ମୋଟ ୬ ଜଣ ଲୁଟେରା!-->…
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ
ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି!-->…
ଘର ଭିତରେ ପଶିଗଲା ଟ୍ରକ, ମା ମୃତ ଓ ଶିଶୁ ଗୁରୁତର
ସମ୍ବଲପୁର : ଏମିତି ବି ଆସେ ମୃତ୍ୟୁ । ଘର ଭିତରେ ପଶିଗଲା ଟ୍ରକ। ଚାପି ହୋଇଗଲେ ମା ଓ ଶିଶୁ । ଘଟଣାସ୍ଥଳରେ ମା ମୃତ ଓ ଅଢେଇ ବର୍ଷର ଶିଶୁ ଗୁରୁତର । ସମ୍ବଲପୁର ପଡିଆବାହାଲ ନିକଟ ବାରିବନ୍ଦରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।!-->…
ରାଉରକେଲା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ
ବିରମିତ୍ରପୁର : ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ରାଉରକେଲାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏକ ସମନ୍ୱୟ ବୈଠକ ଡକାଯାଇଥିଲା, ଯେଉଁଥିରେ ବିଭିନ୍ନ ସରକାରୀ ବିଭାଗର ଅଧିକାରୀ, ବିଭିନ୍ନ ରଥଯାତ୍ରା କମିଟିର ସଦସ୍ୟ ଏବଂ ସମନ୍ୱୟ ମଞ୍ଚର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ!-->…
ଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ, ଓଡ଼ିଶାର ସ୍ୱାର୍ଥ ନେଇ କରିବେ ଆଲୋଚନା
ଭୁବନେଶ୍ୱର : ବିଜେଡି ସୁପ୍ରିମୋ ଦିଲ୍ଲୀ ଗଲେ ନବୀନ ପଟ୍ଟନାୟକ । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ସୂଚନା ମିଳୁଛି । ହେଲେ ଆଗକୁ ସଂସଦର ମୌସୁମୀ ଅଧିବେଶନକୁ ନଜରରେ ରଖି ନବୀନ ପଟ୍ଟନାୟକ ଦିଲ୍ଲୀରେ!-->…