Sign in
Sign in
Recover your password.
A password will be e-mailed to you.
ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଚିକିତ୍ସା ଅବହେଳା : ଗୁରୁତର ରୋଗୀଙ୍କୁ ବେଡରୁ କାଢ଼ିବା ଅଭିଯୋଗ
ନୟାଗଡ଼ (ନିସର୍ତ୍ତ) : ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ରୋଗୀଙ୍କୁ ଅବହେଳା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ତାଙ୍କୁ ବେଡ୍ରୁ କାଢ଼ି ଦିଆଯାଇଥିବା ରୋଗୀଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି।ଅଭିଯୋଗ ମୁତାବକ ,ନୟାଗଡ!-->…
ଏଣିକି ମେଡିସିନ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ, ଠକାମିର ଶିକାର ହେବେନି ଗ୍ରାହକ
ଭୁବନେଶ୍ବର: ଔଷଧ କିଣିଲା ବେଳେ ଏଣିକି ଆଉ ଠକାମିର ଶିକାର ହେବେନି ଗ୍ରାହକ! ରାଜ୍ୟର ସମସ୍ତ ମେଡିସିନ୍ ଷ୍ଟୋର ଆଗରେ ଲାଗିବ ରେଟ୍ ଚାର୍ଟ। ସାରା ଓଡ଼ିଶାରେ ୩୯ଟି ଜରୁରୀ ଔଷଧର ଦର ଏକାଭଳି ରହିବ। କେନ୍ଦ୍ର ସରକାର ୩୯ ଟି ମେଡ଼ିସିନ ଦର ଧାର୍ଯ୍ୟ କରିବା ପରେ ଓଡିଶା ସରକାର ଏହି ନିଷ୍ପତ୍ତି!-->…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ର ମାର୍ଗଦର୍ଶିକା ଉନ୍ମୋଚନ, ଆସନ୍ତାକାଲିଠାରୁ ଆବେଦନ
ଭୁବନେଶ୍ୱର: ଆଜି ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନଠାରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭’ ର ମାର୍ଗଦର୍ଶିକା ଉନ୍ମୋଚନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବରିଷ୍ଠ ନାଗରିକ!-->…
ଆଉ ହେବନି ଅଦିନିଆ ରଥଯାତ୍ରା, ଚିଠି ଲେଖି ଗଜପତିଙ୍କୁ ସମର୍ଥନ ଜଣାଇଲା ବେଙ୍ଗାଲୁରୁ ଇସ୍କନ
ପୁରୀ: ଶାସ୍ତ୍ର ଓ ପରମ୍ପରା ବିରୋଧରେ ହେଉଥିବା ଅଦିନିଆ ରଥଯାତ୍ରା ବନ୍ଦ ହେବ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର କଡ଼ା ଆଭିମୁଖ୍ୟ ପରେ, ବିଭିନ୍ନ ସ୍ଥାନରେ ଇସ୍କନ୍ (ISKCON) ଦ୍ୱାରା ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାକୁ ପ୍ରଶାସନିକ!-->…
ବଦ୍ରିନାଥ ମନ୍ଦିର ଦାନ ଅର୍ଥ ଚୋରି ମାମଲା, BKTC କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ
ଉତ୍ତରାଖଣ୍ଡ : ଡେରାଡୁନ୍ ବଦ୍ରିନାଥ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ କର୍ମଚାରୀ ପ୍ରମୋଦ ନୌଟିୟାଲଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ପଚରାଉଚରା ପାଇଁ ପୋଲିସ ଟିମ ବଦ୍ରିନାଥ ନେଇ ଯାଉଛି । ମାମଲା ରୁଜୁ ହେବା ପରେ ପ୍ରମୋଦ ନୌଟିୟାଲ ଫେରାର ରହିଥିଲେ । ପୋଲିସ ତାଙ୍କୁ!-->…
ଇରାନ ଉପରେ ଆମେରିକାର ପୁଣି ଏୟାରଷ୍ଟ୍ରାଇକ୍ ; ଅନେକ ଅଞ୍ଚଳରେ ବୋମା ପକାଇଲା
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ଯୁଦ୍ଧ ଚାଲିଛି। ଦୁଇ ଦେଶ ତିନି ଦିନ ଧରି ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ଏବଂ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା!-->…
୧୭ରେ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଭାରତୀୟ ରେଳ ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଦେଶର ପ୍ରଥମଥର ହାଇଡ୍ରୋଜେନ୍ ଇନ୍ଧନଚାଳିତ ଟ୍ରେନ୍ ଆସନ୍ତା ଜୁଲାଇ ୧୭ରେ ଶୁୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଟ୍ରେନ୍ ହରିୟାଣାର ଜିନ୍ଦ ଓ ସୋନିପତ ମଧ୍ୟରେ ୮୯ କିଲୋମିଟର ଦୂରତା!-->…
ଉତ୍ତରପ୍ରଦେଶରେ ଟ୍ରକ୍ ଉପରକୁ ମାଡ଼ିଗଲା କାର୍, ୪ ଇଞ୍ଜିନିୟର ମୃତ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣ ଇଞ୍ଜିନିୟରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ସେମାନେ ଯାଉଥିବା କାର୍ଟି ରାସ୍ତାରେ ଥୁଆ ହୋଇଥିବା ଏକ ଟ୍ରକ୍ ଉପରକୁ ମାଡ଼ିଯିବା ଫଳରେ ଏହି ଦୁଃଖଦ ଘଟଣା ଘଟିଛି।
!-->!-->!-->…
୧୫୦ ଫୁଟ ଖାଇକୁ ଖସିଲା କାର୍, ଗୋଟିଏ ପରିବାରର ୩ ମୃତ
ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ସିରମୋର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ନାହନ-କୁମାରହଟ୍ଟୀ-ସିମଲା ରାଷ୍ଟ୍ରୀୟ ରାଜମାର୍ଗରେ!-->…
ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା, ଆହୁରି ମହଙ୍ଗା ହେବ ପେଟ୍ରୋଲ-ଡିଜେଲ !
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା । ଆମେରିକା-ଇରାନ ମୁହାଁମୁହିଁ ପରେ ବିଶ୍ୱ ବଜାରରେ ତେଲ ସଙ୍କଟ ! ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱ ଇନ୍ଧନ ବଜାରରେ ନିଆଁ ଲାଗିଯାଇଛି । ଆଜି ବଜାର ଖୋଲିବା!-->…