ମରିସସକୁ ମିଳିଲା ଭାରତର ସହଯୋଗ, ମୋଦି କହିଲେ ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ କ୍ଷେତ୍ରରେ କରିବେ ସାହାଯ୍ୟ

ନୂଆଦିଲ୍ଲୀ/ପୋର୍ଟ ଲୁଇସ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ମରିସସ ଗସ୍ତରେ ଅଛନ୍ତି। ବୁଧବାର ସେ ମରିସସର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ପରେ, ପ୍ରଧାନମନ୍ତ୍ରୀ ମୋଦି ଏବଂ ମରିସସ ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଏକ ମିଳିତ

ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର

ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ବେଲୁନ: ଲୋକେ ଭୟଭୀତ,ଆଲର୍ଟରେ ସୁରକ୍ଷା ଏଜେନ୍ସି

ଜମ୍ମୁ,୧୨।୩: ବୁଧବାର (୧୨ ମାର୍ଚ୍ଚ) ସକାଳେ ଜମ୍ମୁ ଓ କାଶ୍ମୀରର ସାମ୍ବା ଜିଲାର ଘଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏକ ସନ୍ଦିଗ୍ଧ ବେଲୁନ ମିଳିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି ବେଲୁନଟି ପାଲୌନା ଗାଁର କ୍ଷେତରେ ପଡ଼ିଥିବା ଦେଖିବାକୁ

ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ବନ୍ଦ ଥିବା ସୂତାକଳ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ: ମନ୍ତ୍ରୀ

ଭୁବନେଶ୍ବର: ନ୍ୟାୟିକ ପ୍ରକ୍ରିୟା ଚାଲିଥିବାରୁ ରାଜ୍ୟରେ ବନ୍ଦ ଥିବା ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ବିଧାନସଭାରେ ଏକ ପ୍ରଶ୍ନ ନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି।ବଡ଼ଚଣା ବିଧାୟକ ଅମର କୁମାର ନାୟକ

ଆସିଗଲା ଟ୍ରିପଲ ଇଞ୍ଚିନ ସରକାର, ୧୦ରୁ ୯ ସହରରେ ଭାଜପା ମେୟର

ଚଣ୍ଡିଗଡ଼,୧୨।୩: ହରିୟାଣା ବିଧାନସଭା ନିର୍ବାଚନ ପରେ, ସ୍ଥାନୀୟ ନଗର ନିଗମ ନିର୍ବାଚନରେ ମଧ୍ୟ କଂଗ୍ରେସକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟର ୧୦ଟି ନଗର ନିଗମରୁ ଭାଜପା ୯ଟି ଆସନ ଜିତିଛି। ଯେତେବେଳେ ଗୋଟିଏ ନଗର ନିଗମରେ ଜଣେ ସ୍ବାଧୀନ ପ୍ରାର୍ଥୀ ବିଜୟୀ

ଶୂନ ଦୁର୍ଘଟଣା ଲକ୍ଷ୍ୟ: ୩୦ ଦିନିଆ ନୂତନ ସଡ଼କ ସୁରକ୍ଷା ଅଭିଯାନ ଆରମ୍ଭ ହେବ

ଭୁବନେଶ୍ବର: ଓଡ଼ିଶା ସରକାର ସଡ଼କ ସୁରକ୍ଷା ବୃଦ୍ଧି ଏବଂ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ, ଶୂନ ଦୁର୍ଘଟଣା ଦିବସ (ଜେଡ୍‌ଏଡି) ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି।ଏହି ୩୦ ଦିନିଆ ଅଭିଯାନ ଦୃଷ୍ଟିକୋଣ ଏବଂ ନେତୃତ୍ୱ ଦୃଷ୍ଟିରୁ ଅନନ୍ୟ।

ଟ୍ରେନ ଅପହରଣ ପଛରେ ଭାରତ : ପାକିସ୍ତାନ

ଇସଲାମାବାଦ: ପ୍ରତ୍ୟେକ ସମସ୍ୟା ପାଇଁ ଭାରତକୁ ଦାୟୀ କରିବା ପାକିସ୍ତାନର ଏକ ପୁରୁଣା ଅଭ୍ୟାସ। ଆଜି ଯେତେବେଳେ ବଲୋଚ ବିଦ୍ରୋହୀମାନେ ପାକିସ୍ତାନର ଅତ୍ୟାଚାର ବିରୋଧରେ ଅସ୍ତ୍ରଶସ୍ତ୍ର ଉଠାଇଛନ୍ତି, ସେମାନେ ଏଥିପାଇଁ ଭାରତକୁ ମଧ୍ୟ ଦାୟୀ କରୁଛନ୍ତି।ମଙ୍ଗଳବାର ଦିନ ବଲୋଚ ବିଦ୍ରୋହୀମାନେ

ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି

ଭୁବନେଶ୍ୱର,୧୨ା୩: ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ଦ୍ୱାରା ଓଡ଼ିଶାର ସର୍ବଶେଷ ଡଲଫିନ୍ ଗଣନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ବର୍ତ୍ତମାନ ୭୧୦ ଡଲଫିନ୍ ଅଛନ୍ତି, ଯାହା ସାମୁଦ୍ରିକ ସଂରକ୍ଷଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆଞ୍ଚଳିକ ବଣ୍ଟନ ଏବଂ ପ୍ରଜାତି ବିବିଧତାକୁ ଗୁରୁତ୍ୱ

କୁଆଡେ ଗଲା ମହିଳାଙ୍କୁ ୨୫୦୦ ଟଙ୍କା ଓ ମାଗଣା ଗ୍ୟାସ୍ ? ଦିଲ୍ଲୀ ସରକାରଙ୍କୁ ଆତିଶୀଙ୍କ ନିଶାନା

ନୂଆଦିଲ୍ଲୀ: ଦିଲ୍ଲୀର ବିଜେପି ସରକାରଙ୍କୁ ପୁଣି ଘେରିଲା ଆମ୍ ଆଦମୀ ପାର୍ଟି । ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଟାର୍ଗେଟ୍ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ନିଶାନା କରିଛନ୍ତି ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଆତିଶୀ । ବିଜେପି ଦେଇଥିବା କଥା ରଖି ପାରୁନି, ପ୍ରତିଶ୍ରୁତି

ଶେଷ ଦିନରେ ମାଲକାନଗିରି ପ୍ରସିଦ୍ଧ ବଡ ଯାତ୍ରା, ପ୍ରାତଃରେ ବାହୁଡିବେ ବଡ ଠାକୁର

ମାଲକାନଗିରି,୧୧।୩ : ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ ଯାତ୍ରା। ୪ଦିନ ଧରି ଜିଲ୍ଲା ସଦରରେ ଦେବା ଦେବୀଙ୍କ ବିଭିନ୍ନ ନୀତିକାନ୍ତି ଅନୁଯାୟୀ ପୂଜାର୍ଚନା ସହ ପ୍ରାୟ ଏକ ମାସ ଧରି ବିଭିନ୍ନ ରୀତିନୀତି ଅନୁଯାୟୀ ବଡ ଯାତ୍ରାକୁ ନେଇ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ପୂଜା ଅନୁଷ୍ଠିତ