Sign in
Sign in
Recover your password.
A password will be e-mailed to you.
ମାଛ ଧରିବାକୁ ଯାଇ ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ
ପିପିଲି : ମାଛ ଧରିବାକୁ ଯାଇ ପୁଅ ନିଖୋଜ । ଦୟା ନଦୀରେ ଭାସିଗଲେ ମତ୍ସ୍ୟଜୀବୀ । ପୁରୀ ଜିଲ୍ଲା କଣାସ ଜାଗୁଳାଇ ପଦରର ଦୁଃଖଦ ଘଟଣା ଘଟିଛି । ବାପା ପ୍ରକାଶ ବେହେରା ଓ ପୁଅ ଦିବାନା ବେହେରା ସବୁଦିନ ପରି ମାଛ ଧରିବାକୁ ଯାଇଥିଲେ । ମାଛ ଧରୁଥିବା ବେଳେ ପୁଅ ଦିବାନା ନଦୀରେ ଖସିପଡ଼ିଥିଲେ!-->…
ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର !
କାମାକ୍ଷାନଗର: ଚିକିତ୍ସା ନକରି ଜୀବିତ ରୋଗୀଙ୍କୁ ମୃତଘୋଷଣା କଲେ ଡାକ୍ତର । ଅଭିଯୋଗ ଆଣିଲେ ପରିବାର ଲୋକ । କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଘଟିଛି ଅଭାବନୀୟ ଘଟଣା । ଜୀବିତ ରୋଗୀଙ୍କୁ ଚିକିତ୍ସା ନକରି ମୃତ ଘୋଷଣା କଲେ ଡାକ୍ତର । ଅଭିଯୋଗ ପରେ ରୋଗୀଙ୍କୁ ଢେଙ୍କାନାଳ!-->…
୧୭ ତାରିଖ ଯାଏଁ ସାରା ରାଜ୍ୟରେ ଜାରି ରହିବ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷାର ତାଣ୍ଡବ ଏବେ ବି ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ପାଣିପାଗ ବିଭାଗର ସଦ୍ୟତମ ସୂଚନା ଚିନ୍ତା ବଢ଼ାଇ ଦେଇଛି। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଜୁଳି,!-->…
ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ରାଜସ୍ଥାନରେ ବନ୍ଦ ହେଲା ଅଦିନିଆ ରଥଯାତ୍ରା
ପୁରୀ: ପୁରୀ ଜିଲ୍ଲାପାଳଙ୍କ ଚିଠି ପରେ ହଲଚଲ । ରାଜସ୍ଥାନରେ ଅଦିନିଆ ରଥଯାତ୍ରା ଉପରେ ରୋକ୍ । ସିକର ପୋଲିସକୁ ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସନାତନ ସଂସ୍କୃତି ଓ ପରମ୍ପରା ସହ କୌଣସି ବୁଝାମଣା କରାଯିବ ନାହିଁ । ରାଜସ୍ଥାନର ସିକର ଜିଲ୍ଲାରେ ବିଶ୍ୱ!-->…
କାଠଯୋଡ଼ି ପଠାରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର
କଟକ:କଟକରେ ଚାଞ୍ଚଲ୍ୟ । ପୁରୀଘାଟ ଥାନା ଅନ୍ତର୍ଗତ ପୁରୀଘାଟ ଗଡ଼ା ନିକଟସ୍ଥ କାଠଯୋଡ଼ି ନଦୀ ପଠାରୁ ଜଣେ ଅଜ୍ଞାତ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଠାବ । କେହି ଦୁର୍ବୃତ୍ତ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୁଣ୍ଡ କାଟି ଶବକୁ ଏଠାରେ!-->…
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ‘ଆମ ବସ୍’, ଡ୍ରାଇଭର ଫେରାର୍
କଟକ: ବାଦାମବାଡ଼ି ଥାନା ମଲାଚଣ୍ଡିଆ ଛକରେ ଦୁର୍ଘଟଣା। ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍। ବାଇକ୍କୁ ଧକ୍କା ଦେଇ ୪୦ ଫୁଟ ଘୋଷାଡ଼ି ନେଲା ଆମ୍ ବସ୍। ଗୁରୁତର ବାଇକ୍ ଆରୋହୀ ମେଡିକାଲ୍ରେ ଭର୍ତ୍ତି। ସେପଟେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର୍। ଦୁର୍ଘଟଣାରେ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ!-->…
ଟ୍ରକକୁ ଧକ୍କା ଦେଲା କାର୍, ପିଲା ସହିତ ୪ ମୃତ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇଛି କାର୍ । ଭୟଙ୍କର ଧକ୍କା ଯୋଗୁଁ ଗୋଟିଏ ପରିବାରରର ୪ ଜଣଙ୍କ ଜୀବନ ଚାଲିଯାଇଛି ।
ଖବର ମୁତାବକ, ଆଜି ସକାଳେ କୋତିୱାଲି ଥାନା ଅନ୍ତର୍ଗତ ଭରୋଲା ଗାଁ!-->!-->!-->…
ଟ୍ରକ୍-କାର୍ ମୁହାଁମୁହିଁ ଧକ୍କା : ଚାଲିଗଲା ୭ ସାଙ୍ଗଙ୍କ ଜୀବନ
କର୍ଣ୍ଣାଟକ : କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ କାର୍ ମଧ୍ୟରେ ଜୋରଦାର୍ ମୁହାଁମୁହିଁ ଧକ୍କା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ!-->…
ରୋହିଣୀରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ୩ ମୃତ
ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ସେକ୍ଟର-୧୬ରେ ବୁଧବାର ଦିନ ଏକ ୪ ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡିଛି । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା, ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅଭିଯାନ ଏଯାଏଁ ଜାରି ରହିଛି । NDRF,ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଦିଲ୍ଲୀ ପୋଲିସର ଦଳ!-->…
ଇରାନର ସବୁଠାରୁ ବଡ଼ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ
ଇରାନ : ଇରାନ ଉପରେ ଆମେରିକାର ପୁଣି ଆକ୍ରମଣ । ଇରାନର ଦକ୍ଷିଣ ଭାଗରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ପୁଣି ଏୟାର ଷ୍ଟ୍ରାଇକ କରିଛି ସେଣ୍ଟକମ । ଆକ୍ରମଣରେ IRGCର ୬୦ରୁ ଅଧିକ ସାମରିକ ବୋଟ୍, ମିସାଇଲ୍ ଓ ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର, ଉପକୂଳ ରାଡାର୍ ବ୍ୟବସ୍ଥା ଏବଂ ଏୟାର!-->…