Sign in
Sign in
Recover your password.
A password will be e-mailed to you.
ସରକାରୀ ଜମିରେ ପୌରାଧକ୍ଷାଙ୍କ କୋଠା: ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ତନାଘନା
ନୟାଗଡ଼: ନୟାଗଡ଼ ପୌରାଧକ୍ଷା ନିରୁପମା ଖଟେଇ ପଦବୀର ଅପବ୍ୟବହାର କରି ନିଜ ଘର ପାଖରେ ଥିବା ସରକାରୀ ଜମିରେ ୩ମହଲା କୋଠା ନିର୍ମାଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ହୋଇଛି ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିର୍ଦ୍ଦେଶ କ୍ରମେ ନୟାଗଡ଼ ତହସିଲ ପକ୍ଷରୁ ଛାନଭିନ ମଧ୍ୟ ଆରମ୍ଭ ହେବା ସହିତ!-->…
ରାଜଧାନୀରୁ ବନ୍ଧା ହେଲା ନକଲି ଆଡିସନାଲ ଏସପି
ଭୁବନେଶ୍ୱର : ଆଡିସନାଲ ଏସପି ପରିଚୟ ଦେଇ ଲୋକଙ୍କୁ ଧମକଚମକ ଅଭିଯୋଗରେ ଜଣେ ଗିରଫ । ଖାରବେଳନଗର ଥାନା ପୋଲିସ ହାତରେ ଧରାପଡ଼ିଲା ଧୂର୍ତ୍ତ ଠକ ରଜନୀକାନ୍ତ ମହାନ୍ତି । ନିଜକୁ ଆଡିସନାଲ ଏସପି ପରିଚୟ ଦେଇ ସେ ଲୋକଙ୍କୁ ଧମକଚମକ ଦେଉଥିଲା । ଏପରକି ୨ ମାସ ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଗାଡ଼ି!-->…
ରଥଯାତ୍ରା ପାଇଁ କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କଲା ପୁରୀ ପୁଲିସ
ପୁରୀ : ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ଗୁରୁବାର କ୍ଷେତ୍ର ପରିଦର୍ଶନ ଓ ରୁଟ୍ ସମୀକ୍ଷା କରାଯାଇଛି। ଅତିରିକ୍ତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ, ଟ୍ରାଫିକ୍ ୱିଙ୍ଗର ଅଧିକାରୀ ଏବଂ ସମ୍ପୃକ୍ତ ବିଭାଗର!-->…
ନିଖୋଜର ୧୧ ଦିନ ପରେ ବି ମିଳୁନି ନାବାଳକଙ୍କ ପତ୍ତା
ଭୁବନେଶ୍ୱର: ନିଖୋଜର ୧୧ ଦିନ ପରେ ବି ମିଳୁନି ପୁଅର ପତ୍ତା । ଭୁବନେଶ୍ୱରର ଭରତପୁର ଅଞ୍ଚଳରୁ ନିଖୋଜ ନାବାଳକଙ୍କ ଏଯାଏଁ ପତ୍ତା ମିଳିନି । ପୁଅ ପାଇଁ ବାପା ମାଆର ଆଖିରୁ ଶୁଖୁନି ଲୁହ । ଶେଷରେ ପୁଅକୁ ଖୋଜିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ିଛନ୍ତି ପରିବାର । ନାବାଳକ ଜଣଙ୍କ ଟ୍ୟୁସନ୍!-->…
ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା, ବିଜ୍ଞପ୍ତି ଜାରି କଲା ଜିଲ୍ଲା ପୋଲିସ ପ୍ରଶାସନ
ଭୁବନେଶ୍ବର: ପୁରୀକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା । ୫ କିମି ପରିଧି ଅଞ୍ଚଳକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ!-->…
୪ ବର୍ଷର ନାବାଳିକାକୁ ଦୁଷ୍କର୍ମ
ବାଂଶପାଳ: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଲଜ୍ଜା । ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ । ଦୁଷ୍କର୍ମକାରୀ ଖୋଦ ନାବାଳିକାଙ୍କ ସଂପର୍କୀୟ ବୋଲି ଜଣାପଡିଛି । ଗ୍ରାମବାସ ମାନେ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ଜିମାରେ ଦେଇଛନ୍ତି । ସେପଟେ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି!-->…
ଏପ୍ରିଲ୍-ମେ’ରେ ହୋଇପାରେ ପଞ୍ଚାୟତ ନିର୍ବାଚନ, ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ
ଭୁବନେଶ୍ୱର : ବଦଳିଲା ପଞ୍ଚାୟତ ନିର୍ବାଚନ ସମୟ । ଏଥର ସାମାନ୍ୟ ବିଳମ୍ବ ହେବ ନିର୍ବାଚନ । ଏସଆଇଆର କାମ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ହେବ । ୨୦୨୭ ଏପ୍ରିଲ୍-ମେ’ ମାସରେ ହୋଇପାରେ ଭୋଟ୍। ସ୍ପଷ୍ଟ କଲେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ସନ୍ତୋଷ କୁମାର!-->…
ବାରହା ଆକ୍ରମଣରେ ମହିଳା ମୃତ
ବ୍ରହ୍ମଗିରି : ବାରହା ଆକ୍ରମଣରେ ଜଣେ ମହିଳା ମୃତ ଓ ଜଣେ ମହିଳା ଆହତ। ବ୍ରହ୍ମଗିରି ସାତପଡ଼ା ନିକଟ ବଳଭଦ୍ରପୁର ଗାଁର ପଦ୍ମାବତୀ ଜାଲି ଓ ବ୍ରାହ୍ମଣୀ ଦଳାଇ ବାରହା ଆକ୍ରମଣ କରିଥିଲା । ବାରହା ପଦ୍ମାବତୀ ଜାଲିଙ୍କ ହାତ, ମୁହଁ ଓ ପେଟକୁ କାମୁଡ଼ି ବାରୁ ସେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ!-->…
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ଏକକାଳୀନ ୫ କିସ୍ତି
ଭୁବନେଶ୍ୱର : ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି । ଆରମ୍ଭରୁ କିସ୍ତି ପାଇ ନଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ କିସ୍ତି ମିଳିବ। ସୁଭଦ୍ରା ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩!-->…
ମିଳିଲାନି ସ୍ବର୍ଗ ରଥ, ବାଇକରେ ବୁହା ହେଲା ମୃତଦେହ
ନବରଙ୍ଗପୁର : ଶବକୁ ମିଳିଲାନି ସମ୍ମାନ। ମିଳିଲାନି ଶ୍ମଶାନ ବାଇକରେ ବୁହା ହେଲା ନାବାଳିକାଙ୍କ ଶବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଆମାଗୁଡା ଗାଁରେ ଦେଖିବାକୁ ମିଳିଛିଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଗାଁର ଜଣେ ନାବାଳିକାଙ୍କ ଦେହ ଖରାପ ହେବାରୁ ସାନଭରଣ୍ଡୀରେ ଥିବା ସମ୍ପର୍କୀୟ!-->…