Sign in
Sign in
Recover your password.
A password will be e-mailed to you.
ଆଉଟ୍ ସୋର୍ସିଂ କମ୍ପାନୀ ଦ୍ଵାରା ମାଲକାନଗିରି ମୃତ୍ତିକା ପରୀକ୍ଷା ଗବେଷଣାଗାରର କର୍ମଚାରୀମାନଙ୍କୁ ଶୋଷଣ ଅଭିଯୋଗ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଉଟ୍ ସୋର୍ସିଂ କମ୍ପାନୀ ମାନଙ୍କ ଦ୍ଵାରା ବିଭିନ୍ନ ସରକାରୀ ସଂସ୍ଥାରେ ନିଯୁକ୍ତି ପାଇଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ନିଯୁକ୍ତି ଦେଇଥିବା ଆଉଟ୍ ସୋର୍ସିଂ କମ୍ପାନୀ ମାନେ, ବିଭିନ୍ନ ଉପାୟରେ ସେମାନଙ୍କୁ ଶୋଷଣ!-->!-->!-->…
୫ ଦିନ ହେଲା ଅନ୍ଧାରରେ ୬୮୬ ଅନ୍ତେବାସୀ; ପାଣି ଟୋପାଏ ପାଇଁ ହନ୍ତସନ୍ତ, ମାନବିକ ସଙ୍କଟ ସୃଷ୍ଟି
ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ବଳଦୀଆଗୁଡ଼ାସ୍ଥିତ ଏସ୍ଏସ୍ଡି କ୍ୟାମ୍ପସରେ ଥିବା ଏସ୍ଏସ୍ଡି ଗାର୍ଲ୍ସ ହାଇସ୍କୁଲ ଏବଂ ଏସ୍ଏସ୍ଡି +୨ ବିଜ୍ଞାନ ଉଚ୍ଚବିଦ୍ୟାଳୟର ଛାତ୍ରାବାସରେ ଗତ ୫ ଦିନ ଧରି ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ମୋଟ ୬୮୬ ଜଣ!-->!-->!-->…
ମାଲକାନଗିରି ଗସ୍ତରେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ: ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ସମୀକ୍ଷା
ମାଲକାନଗିରି : କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ମାଲକାନଗିରି ଜିଲ୍ଲାର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ମହମୁଦ ଅହମ୍ମଦ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କ୍ଷେତ୍ର ପରିଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ!-->!-->!-->…
ସେବାର ମୂର୍ତ୍ତିମନ୍ତ ପ୍ରତୀକ ଶିବରାମ : ନିସ୍ଵାର୍ଥପର ସେବାରେ ୧୦ ବର୍ଷ
ନୟାଗଡ,୧୦/୦୭(ନିସର୍ତ୍ତ) : ଯୁବକମାନେ ଚାହିଁଲେ ସମାଜର ଅନେକ କିଛି ପରିବର୍ତ୍ତନ କରିପାରିବେ l ସେମାନଙ୍କ ଆଗରେ ଅସମ୍ଭବ ଶବ୍ଦ ବହୁ ଦୂର l ଏମିତି କିଛି ଯୁବକ ଆଗକୁ ଆସିଛନ୍ତି ଯେଉଁମାନେ ଅସହାୟ, ନିରାଶ୍ରୟଙ୍କ ମୁହଁରେ ହସ ଟିକିଏ ଫୁଟାଇବା ପାଇଁ ପ୍ରାଣପ୍ରାଣେ ଉଦ୍ୟମରତ l ନିଜ ପକେଟ!-->…
ବାଲି ମାଫିଆଙ୍କ ଉପରେ ପୋଲିସ ଓ ଖଣି ବିଭାଗର ବଡ଼ ଚଢ଼ାଉ: ବିପୁଳ ପରିମାଣର ଅବୈଧ ବାଲି ଜବତ, ପ୍ରଶାସନର ଭୂମିକାକୁ ନେଇ…
ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ ) : ସୁନ୍ଦରଗଡ଼ ଜିଲ୍ଲାରେ ବାଲି ମାଫିଆଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ପୁଣି ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଜିଲ୍ଲା ଅନ୍ତର୍ଗତ ସଂଖ ନଦୀ କୂଳରୁ ଦୀର୍ଘ ଦିନ ଧରି ବ୍ୟାପକ ଭାବେ ବାଲି ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ!-->!-->!-->…
ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ
ବାଲିଗୁଡା, ତା, ୧୦/୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ବାଲିଗୁଡ଼ା ଟାଉନ ହଲ ଠାରେ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା
ବାଲିଗୁଡା, ତା, ୧୦/୦୭ : ନୂଆଦିଲ୍ଲୀର ଜାତୀୟ ଆଇନ ସେବା ପ୍ରାଧିକରଣ ଙ୍କ ନିର୍ଦ୍ଦେଶ ଅବସରରେ ସ୍ଥାନୀୟ ତାଲୁକ୍ ଆଇନ ସେବା ସମିତି ପକ୍ଷରୁ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଭିଲ୍ ଏବଂ ଫୌଜଦାରୀ!-->…
ରଥଯାତ୍ରା ପରିଚାଳନା ପାଇଁ ୧୯ ବରିଷ୍ଠ ଆଇପିଏସ ନିୟୋଜିତ
ଭୁବନେଶ୍ୱର:ରଥଯାତ୍ରାକୁ ସୁରକ୍ଷିତ ଓ ସୁଶୃଙ୍ଖଳ ଭାବେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ପ୍ରାୟ ୧୨ ହଜାର!-->…
ନ୍ୟୁଜିଲାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭବ୍ୟ ସ୍ବାଗତ କଲେ କ୍ରିଷ୍ଟୋଫର ଲକ୍ସନ
ୱେଲିଙ୍ଗଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି। ଦୁଇ ଦିନିଆ ଗସ୍ତ କାଳରେ ପିଏମ୍ ମୋଦୀ!-->…
ତୀବ୍ର ହେବାରେ ଲାଗିଛି ଆମେରିକା-ଇରାନ ସଂଘର୍ଷ; ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଠପ୍ !
ଦୁବାଇ:ଆମେରିକା ଓ ଇରାନ ମଧ୍ୟରେ ପୁଣି ଥରେ ସଂଘର୍ଷ ତୀବ୍ର ହେବା ପରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ପ୍ରାୟ ଠପ୍ ହୋଇଯାଇଛି। ଏହାର ପ୍ରଭାବରେ ବିଶ୍ୱ ଇନ୍ଧନ ବଜାରରେ ନୂଆ ଅନିଶ୍ଚିତତା ସୃଷ୍ଟି ହୋଇଛି। ପୂର୍ବରୁ ଯୁଦ୍ଧ ଯୋଗୁ!-->…