Sign in
Sign in
Recover your password.
A password will be e-mailed to you.
ମୁଣ୍ଡଳୀରେ ପହଞ୍ଚିଲା ପ୍ରଥମ ବନ୍ୟାଜଳ: ଫୁଲୁଛି ମହାନଦୀ, ତଳିଆ ଅଞ୍ଚଳରେ ଆତଙ୍କ
କଟକ: ଲଗାଣ ବର୍ଷା ଯୋଗୁଁ ଉପରମୁଣ୍ଡରୁ ମାଡ଼ି ଆସୁଛି ପାଣି। ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଯାଇଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଶେଷରେ ଆସି ମୁଣ୍ଡଳୀ ବ୍ୟାରେଜରେ ପହଞ୍ଚିଛି। ଏହାର ପ୍ରଭାବରେ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ଏବେ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ନଦୀର!-->…
ରଥଯାତ୍ରା ପୂର୍ବରୁ ସକ୍ରିୟ ସାଇବର୍ ଠକ: ମହାପ୍ରଭୁଙ୍କୁ ତୁଳସୀ ଚଢ଼ା ନାଁରେ ଅନଲାଇନରେ ମାଗୁଛନ୍ତି ଟଙ୍କା
ପୁରୀ: ରଥଯାତ୍ରା ଆରମ୍ଭ ନ ହେଉଣୁ ସକ୍ରିୟ ହୋଇଗଲେଣି ସାଇବର୍ ଠକମାନେ । ରଥଯାତ୍ରାରେ ପୂଜାପାଠ କରିବାକୁ ଆଳ କରି ଦାନ ମାଗୁଛନ୍ତି । ଫେସବୁକ୍ ରେ ମାଳମାଳ ବିଜ୍ଞାପନ ଛାଡୁଛନ୍ତି । ଏଭଳି କଲେ କୁକର୍ମରୁ ମୁକ୍ତି ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହଁ ରଥ ଉପରେ ୨୫୧ କିମ୍ବା ୫୦୧!-->…
ପଛକୁ ପଛ ଆସୁଛି ୨ଟି ଲଘୁଚାପ: ୨୨ ତାରିଖ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ୱର: ଓଡ଼ିଶାରେ ମୌସୁମୀ ବର୍ଷା ଜାରି ରହିଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ଆସୁଛି ଆହୁରି ଦୁଇଟି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ।!-->…
ଘର ଢ଼ିଙ୍କି କୁମ୍ଭୀର: ଖୋଲିବ ବିଜେପି ନେତ୍ରୀ ପ୍ରତ୍ୟୁଷାଙ୍କ ଚିଠି ରହସ୍ୟ…
ନୟାଗଡ଼:ନୟାଗଡ଼ର ବିଜେପି ନେତ୍ରୀ ତଥା ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ଚିଠି ରହସ୍ୟକୁ ନେଇ ଟାଉନଥାନା ପୋଲିସ ଜୋରଦାର ଖୋଳତାଡ଼ କରୁଛି ।ଏହି ବିବାଦୀୟ ଚିଠି ପୁଲିସକୁ ବଦନାମ କରିଥିବା ବେଳେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରତ୍ୟୁଷାଙ୍କୁ ମଧ୍ୟ ବଦନାମ କରିଛି ।!-->…
ଆସିକା ଡାକ ବିଭାଗ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ପରେ ମୁଖ୍ୟ ଡାକ ଘର କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଠପ….!
ପାସପୋର୍ଟ-ରେଲୱେ ଟିକେଟ- ଆଧାର କାର୍ଡ ସେବା ପାଇବା ରୁ ଗ୍ରାହକ ବଞ୍ଚିତ …..!
ତାଲୁକା ଠାରେ ମୁଖ୍ୟ ଡାକ ଘର ର ଅସ୍ଥାୟୀ କାର୍ଯ୍ୟାଳୟ ସଂଯୋଗ ସାଧାରଣ ଗ୍ରାହକ ହନ୍ତସନ୍ତ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଡାକ ବିଭାଗ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରେ ଗତ ଜୁନ ୭ ତାରିଖ ଦିନ!-->!-->!-->…
ଆସିକା ରେ ମାତିଛନ୍ତି ମାଟି ମାଫିଆ ରାତ୍ର ସମୟରେ କରୁଛନ୍ତି ମୋରମ ଲୁଟ ….!
ରାଜନେତାଙ୍କ ଛତ୍ର ଛାୟା ତଳେ ବିଲଡର……!କୋମାରେ ରାଜସ୍ୱ ବିଭାଗ ଏବଂ ଖଣି ବିଭାଗ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରୁ ମୋରମ ମାଫିଆ ମାନଙ୍କ ଆତଙ୍କ ରାଜ ବଢ଼ିବାରେ ଲାଗିଛି। ଆସିକା ରେ ବର୍ତ୍ତମାନ ମାତିଛନ୍ତି ମାଟି ମାଫିଆ ମାନେ ସଞ୍ଜ ନଇଁଲେ!-->…
ଗଞ୍ଜାମ ଜିଲ୍ଲାରେ ଅବକାରୀ ବିଭାଗର କର୍ମଚାରୀ ଅଭାବ ଯୋଗୁଁ ଚୋରା ମଦ କାରବାର ବୃଦ୍ଧି …..?
ଏଥିପାଇଁ ଦାୟୀ କିଏ…..??
ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟିର ୬ଷ୍ଠ ବୈଠକ : ପ୍ରକଳ୍ପ କାର୍ଯ୍ୟକୁ…
ଛତ୍ରପୁର : ଓଡିଶା ସରକାରଙ୍କ ଜଳସେଚନ ବିଭାଗ ଅନ୍ତର୍ଗତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ଥଇଥାନ ଓ ଉପାନ୍ତ ଅଂଚଳ ଉନ୍ନୟନ ପରାମର୍ଶଦାତା କମିଟିର ୬ଷ୍ଠ ବୈଠକ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ସ୍ଥିତ ଋଷିକୂଲ୍ୟା ସମ୍ମିଳନୀ!-->!-->!-->…
ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ରେ ମତ୍ସ୍ୟଚାଷୀ ସମାବେଶ
ବ୍ରହ୍ମପୁର : ଜାତୀୟ ମତ୍ସ୍ୟ ଚାଷୀ ଦିବସ–୨୦୨୬ ଅବସରରେ ଆଜି ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଗଞ୍ଜାମଠାରେ ଏକ ସଚେତନତା ଓ ମତ୍ସ୍ୟଚାଷୀ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦ରୁ ଅଧିକ ମତ୍ସ୍ୟଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ!-->…
ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଜୀବିକା ସୁରକ୍ଷା ମଞ୍ଚ ଓ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ର ସହଯୋଗ ରେ ଟିକାବାଲି ବ୍ଲକର ଚାଷୀ ଭାଇ ଓ ଭଉଣୀ ମାନେଗତ ରବି ଋତୁରେ ସିଆରଏଫଏମ ଯୋଜନା ଅଧୀନରେ ମାଗଣା ବିହନ ଯୋଗାଣ ଯୋଗୁଁ ବ୍ଲକ ର!-->…