ଭାରତ–ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଚୁକ୍ତି ସ୍ୱାକ୍ଷରିତ

ମେଲବୋର୍ଣ୍ଣ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୟୁରାନିୟମ୍ ଯୋଗାଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମେଲବୋର୍ଣ୍ଣରେ ଆୟୋଜିତ ଦ୍ୱିପକ୍ଷୀୟ ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମିଳିତ ସାମ୍ବାଦିକ

ଭାରତୀୟ ସେନାର ଫାୟାରପାୱାରରେ ବଡ଼ ବୃଦ୍ଧି, ‘ପିନାକା’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ରକ୍ଷା ଶକ୍ତିକୁ ମିଳିଲା ବଡ଼ ବଳ| ଓଡ଼ିଶାର ଚାନ୍ଦିପୁର ପୁଣି ଥରେ ଦେଶର ରକ୍ଷା କ୍ଷମତାର ଏକ ବଡ଼ ସଫଳତାର ସାକ୍ଷୀ ପାଲଟିଛି। ଡିଆରଡିଓ (DRDO) ବୁଧବାର ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜରୁ ସ୍ୱଦେଶୀ ପିନାକା ଲଙ୍ଗ ରେଞ୍ଜ ଗାଇଡେଡ୍ ରକେଟ୍ (LRGR)ର ସଫଳ ଉଡ଼ାଣ ପରୀକ୍ଷା

ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା

ପ୍ରଶାସନର ଅବହେଳା ପରେ ଆଗେଇ ଆସିଲେ ବିଧାୟକ: ନିଜ ପାଣ୍ଠିରୁ ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକାରୀ…

କୁଆଁରମୁଣ୍ଡା/ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଦଲକି ପଞ୍ଚାୟତ ଓଡ଼ିଶା ଓ ଝାଡ଼ଖଣ୍ଡ (ରାଞ୍ଚି)କୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ 'ଲକ୍ଷ୍ମୀପୋଷ-ଦଲକି' ସେତୁର ମରାମତି ପାଇଁ ଶେଷରେ ଆଗେଇ ଆସିଛନ୍ତି ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଜୋସେଫ

ଆମ୍ବୁଲାନ୍ସ ଚକା ଫାଟିବାରୁ ଚାଲିଗଲା ରୋଗୀଙ୍କ ଜୀବନ

ଭବାନୀପାଟଣା : ଆମ୍ବୁଲାନ୍ସ ଚକା ଫାଟିବାରୁ ଚକା ବଦଳା ଯିବାକୁ ଉଦ୍ୟମ ହେଲା। ତେବେ ଅନ୍ୟ ଚକଟି ମଧ୍ୟ ଖରାପ ଥିଲା। ଏଣୁ ଦୀର୍ଘ ସମୟ ପରେ ଅନ୍ୟ ଏକ ଆମ୍ବୁଲାନ୍ସରେ ରୋଗୀଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିବା ବେଳେ ରୋଗୀଙ୍କ ମୃତ୍ୟୁ ଘଟିଲା। ଏଭଳି ଏକ ଦୁଃଖଦ ଘଟଣା କଳାହାଣ୍ଡି ଜିଲ୍ଲାରେ

କୁତ୍ରା ବ୍ଲକରେ ଆତଙ୍କ: ହାଇୱା ଉପରକୁ ଅତର୍କିତ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

କୁତ୍ରା/ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅଞ୍ଚଳରେ ଏକ ସାଂଘାତିକ ସଶସ୍ତ୍ର ଆକ୍ରମଣର ଘଟଣା ସାମ୍ନାକୁ ଆସିଛି। ଆଜି ଭୋର ପ୍ରାୟ ୩ଟା ୨୦ ମିନିଟ୍ ସମୟରେ ଖତକୁଲବାହାଲ ଗ୍ରାମରୁ ଗିଟି ଚିପ୍ସ ବୋଝେଇ କରି ଖାଲି କରିବାକୁ ଯାଉଥିବା ଏକ ଡମ୍ଫର (JH 07 K

ଏବେ ଆଇନଗତ ହେବ ଗଭୀର ସମୁଦ୍ରରୁ ମାଛ ଧରିବା, LOA ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି

ଭୁବନେଶ୍ବର : ଭାରତର ମତ୍ସ୍ୟ ସମ୍ପଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଦିନ । ଭୁବନେଶ୍ବରରେ ‘ଲେଟର ଅଫ୍ ଅଥରାଇଜେସନ’ର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଏହା ବଳରେ ଏବେ ଗଭୀର ସମୁଦ୍ରରେ ମାଛ ଧରିବା ଆଇନଗତ ହେବ । ଓଡ଼ିଶାର ୫ ଲକ୍ଷରୁ ଅଧିକ

ରଥଯାତ୍ରା ପ୍ରସଙ୍ଗରେ ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନ

ପୁରୀ : ଗଜପତିଙ୍କ ଅନୁରୋଧକୁ ଇସ୍କନର ପ୍ରତ୍ୟାଖ୍ୟାନକୁ ନେଇ ତେଜିଲା ବିରୋଧ। ଚାରିଆଡ଼ୁ ତୀବ୍ ବିରୋଧ କରୁଛନ୍ତି ଜଗନ୍ନାଥପ୍ରେମୀ। ବିଦେଶରେ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ନିଜ ଜିଦରେ ଅଟଳ ରହିଲା ଇସ୍କନ। ଭାରତ ବାହାରେ ମନଇଚ୍ଛା ଓ ଅଦିନିଆ ତିଥିରେ ଶ୍ରୀଜଗନ୍ନାଥଙ୍କ

ବାଜିଲା ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ , ଜୁଲାଇ ୨୧ରେ ହାଇଲେଭଲ୍ ମିଟିଂ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍। ୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବିଗୁଲ୍! । ଜୁଲାଇ ୨୧ରେ ହେବ ହାଇଲେଭଲ୍ ମିଟିଂ। ପ୍ରସ୍ତୁତ ହେବ ଭୋଟର ତାଲିକା!। ଓଡ଼ିଶାରେ ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ

ଚାକିରି କରାଇ ଦେବା ଆଳରେ ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ସୁନ୍ଦରଗଡ: ଚାକିରି କରାଇ ଦେବାକୁ କହି ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାରେ ଏନେଇ ଲିଖିତ ଅଭିଯୋଗ ହୋଇଛି । ସଦର ମହାନ୍ତିପଡ଼ାର ଉମା ନାୟକ ଓ ତାଙ୍କ ସ୍ୱାମୀ ଲିଙ୍ଗରାଜ ନାୟକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ସମ୍ପର୍କୀୟ ଝିଆରୀ ଭାନୁମତୀ ନାୟକ ତାଙ୍କ ଝିଅଙ୍କୁ