ମାଘ ପୂର୍ଣ୍ଣିମା ପୂର୍ବରୁ ମହାକୁମ୍ଭରେ ପ୍ରବଳ ଭିଡ଼ : ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ କରାଗଲା

ପ୍ରୟାଗରାଜ : ମାଘ ପୂର୍ଣ୍ଣିମା ପୂର୍ବରୁ କୁମ୍ଭମେଳାକୁ ଶ୍ରଦ୍ଧାଳୁଙ୍କ ଛୁଅ ଛୁଟିବାରେ ଲାଗିଛି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ରବିବାର (ଫେବ୍ରୁଆରି ୯) ଅପରାହ୍ନ ୧ଟା ୩୦ରୁ ବନ୍ଦ ରଖାଯାଇଛି। ଅତୀତରେ ମଧ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ନାନ ପର୍ବ ସମୟରେ

ଆରମ୍ଭ ହେଲା ଦେବରକୁଣ୍ଡ ମେଳା, ଦେବରକୁଣ୍ଡରେ ବୁଡ଼ ପକାଇ ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ

ଭଦ୍ରକ: ଆରମ୍ଭ ହୋଇଛି ଭଦ୍ରକର ପ୍ରସିଦ୍ଧ ଦେବରକୁଣ୍ଡ ମେଳା । କାଉପୁର ସ୍ଥିତ ଥିବା ଦେବରକୁଣ୍ଡଠାରେ ପବିତ୍ର ଭୈମୀ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା। ଧାର୍ମିକ ଦୃଷ୍ଟି କୋଣରୁ ଏହି ମେଳା ବହନ କରୁଛି ସ୍ବତନ୍ତ୍ର ମାହାତ୍ମ୍ୟ। କିମ୍ବଦନ୍ତୀ କହେ ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ବନବାସରେ

ଛତିଶଗଡ଼ରେ ୩୧ ନକ୍ସଲ ନିପାତ ଘଟଣା ଏକ ବଡ଼ ସଫଳତା: ଅମିତ ଶାହ

ଭୁବନେଶ୍ୱର: ଛତିଶଗଡ଼ର ବିଜାପୁରରେ ରବିବାର ସକାଳୁ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ୩୧ ଜଣ ନକ୍ସଲ ନିହତ ହୋଇଥିବା ବେଳେ ୨ଜଣ ଯବାନ ସହିଦ ହୋଇଥିଲେ। ନକ୍ସଲ ନିପାତ ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ।

ଯାଜପୁରରେ ବୀଭତ୍ସ ହତ୍ୟା, ଷ୍ଟୁଡିଓ ଭିତରୁ ମାଲିକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଯାଜପୁର : ଷ୍ଟୁଡ଼ିଓ ମାଲିକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା । ଯାଜପୁର ରୋଡ ଥାନା ସୋବରାରେଏହି ବିଭତ୍ସ୍ୟ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରିଛି । ପୂର୍ବ ଶତ୍ରୁତାରୁ ଗତକାଲି ବିଳମ୍ବିତ ରାତିରେ ହତ୍ୟା କରାଯାଇଛି

ଖୁବ ଶୀଘ୍ର ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ

ନୂଆଦିଲ୍ଲୀ: ୨୭ ବର୍ଷ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଗଠନ ହେବାକୁ ଯାଉଛି। ଦିଲ୍ଲୀର ୭୦ଟି ସିଟ୍ ମଧ୍ୟରୁ ୪୮ଟିରେ ବିଜେପି ଜିତିଥିବାବେଳେ ଆପକୁ କେବଳ ୨୨ଟି ସିଟ୍ ସହ ସନ୍ତୁଷ୍ଟ ହେବାକୁ ପଡିଛି । ସେପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ ସରକାର ଗଠନ

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ଏନ୍‌କାଉଣ୍ଟରରେ ୩୧ ମାଓବାଦୀ ନିହତ

ମାଲକାନଗିରି ୦୯।୦୨ : ମାଓ ସଂଗଠନକୁ ଜୋରଦାର ଝଟ୍‌କା । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩୧ ମାଓବାଦୀ । ଛତିଶଗଡ଼ ବିଜାପୁର ଜଙ୍ଗଲରେ ଘଟିଛି ଏହି ଏନ୍‌କାଉଣ୍ଟର । ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । ଖବର ଅନୁଯାୟୀ, ବିଜାପୁର ଜଙ୍ଗଲରେ କିଛି ମାଓବାଦୀମାନେ ଲୁଚି

ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ

ଭୁବନେଶ୍ବର: ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ । ୩ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ । ଯାହା ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିବ ବୋଲି ଚେତାବନୀ ଦେଇଛି ସଂଘ । ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା

ତିନିଯୁବକଙ୍କ ଆକ୍ରମଣରେ ଜଣେ ଶ୍ରମିକ ମୃତ, ଜଣେ ଗୁରୁତର

ଛେଣ୍ଡିପଦା ନିଶା ଶିଳ୍ପାଞ୍ଚଳ ଥାନା ଗୋଳାବନ୍ଧରେ ସ୍ଥାନୀୟ ତିନିଯୁବକଙ୍କ ଆକ୍ରମଣରେ ଜିନ୍ଦଲ କମ୍ପାନୀର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉଜଣେ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ରାତି ୮ ଟାରେ ଜିନ୍ଦଲ ପ୍ଲାଣ୍ଟରେ କାମ ସାରି ବିହାର ଅଞ୍ଚଳର

ମହାକୁମ୍ଭ ମେଳା ପରିଦର୍ଶନ ଓ ସଙ୍ଗମରେ ସ୍ନାନ କରିବେ ରାଷ୍ଟ୍ରପତି ମୁର୍ମୁ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର (ଫେବୃଆରୀ ୧୦ ତାରିଖ) ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳା ପରିଦର୍ଶନ କରି ସଙ୍ଗମରେ ସ୍ନାନ କରିବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପୌଷ ପୂର୍ଣ୍ଣିମା (ଜାନୁଆରୀ ୧୩)ରୁ ଆରମ୍ଭ ହୋଇଥିବା ବିଶ୍ୱର ସର୍ବବୃହତ

ଏଫଆଇଏଚ୍ ପ୍ରୋ ଲିଗ୍: ଭୁବନେଶ୍ୱରରେ ପହଞ୍ଚିଲେ ଇଂଲଣ୍ଡ ମହିଳା ହକି ଦଳ, ୧୫ରୁ ହକି ଫାଇଟ୍

ଭୁବନେଶ୍ବର: ଇଂଲଣ୍ଡ ମହିଳା ହକି ଦଳ ରବିବାର ଦିନ ଓଡ଼ିଶାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ର ସମସ୍ତ ମ୍ୟାଚ୍ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ