ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ବର: ଉତ୍ତରାଖଣ୍ଡରେ ୩୮ତମ ଜାତୀୟ କ୍ରୀଡାରେ ଗତ ରବିବାର ଦିନ ଓଡିଶା ପୁରୁଷ ରିଲେ ଦଳ ନୂଆ ଜାତୀୟ କ୍ରୀଡା ରେକର୍ଡ ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଲାଲୁ ପ୍ରସାଦ ଭୋଇ, ଡିଏମ୍ ଜୟରାମ, ଅନିମେଶ କୁଜୁର ଓ ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ୪*୧୦୦ମି. ରିଲେ ଦଳ ୩୯.୪୭ ସେକେଣ୍ଡରେ

ଝିଆରୀ ବାହାଘରରେ ଯୋଗଦେଲେ ଯୋଗୀ

ଲକ୍ଷ୍ନୌ : ଗୋରଖନାଥ ମଠରେ ଯୋଗଦେବା ପରଠାରୁ ପରିବାର ସହ ସମ୍ପର୍କ ତୁଟାଇଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ଥରେ ଅଧେ ନିଜ ଘରକୁ ଯାଇଥିଲେ; କିନ୍ତୁ ଶୁକ୍ରବାର ସେ ଉତ୍ତରାଖଣ୍ଡର ପୌଡ଼ି ଜିଲା ଅନ୍ତର୍ଗତ ପଞ୍ଚୁର ଗ୍ରାମସ୍ଥିତ ନିଜ ଘରକୁ ଯାଇ ବଡ଼ ଭାଇଙ୍କ ଝିଅ ଅର୍ଚ୍ଚନା

ଟ୍ୱିନ ସିଟିରେ ଗାଡି ଚେକିଂ କଡାକଡି

ଭୁବନେଶ୍ବର: ଆଜିଠୁ ଟ୍ୱିନ ସିଟିରେ ପୁଣି ଆରମ୍ଭ ହେବ ଗାଡି ଚେକିଂ। ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପୂର୍ବରୁ ସଚେତନ କରିଛି। ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ। ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ

ହାଇଦ୍ରାବାଦରେ ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା ଉଦଯାପିତ

ହାଇଦ୍ରାବାଦ : ହାଇଦ୍ରାବାଦ ହାଇଟେକ ସିଟି ସିଲପରମମ ଠାରେ ସ୍ୱାଭିମାନୀ ଓଡ଼ିଆ ମହିଳା ମଣ୍ଡଳ ପକ୍ଷରୁ ଶୁକ୍ରବାର ଠାରୁ ୩ ଦିନ ବ୍ୟାପି "ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ, ଶିଶୁ ମେଳା ୨୦୨୫ " ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଯାହା ଓଡ଼ିଶାର ସ୍ପନ୍ଦନଶୀଳ ସଂସ୍କୃତିର ଏକ ରୋମାଞ୍ଚକର

ଅଫିସ ଆସିକାରେ ବାବୁ ବ୍ରହ୍ମପୁର ରେ ଏଭଳି ଅବସ୍ଥାରେ ବିଜ୍ଞାପିତ ଅଞ୍ଚଳ ପରିଷଦ …..!

ସାଧାରଣ ଜନତା ହନ୍ତସନ୍ତ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସବୁବେଳେ ବ୍ରହ୍ମପୁର ଯାତାୟାତ କରୁଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ବାବୁ ବ୍ରହ୍ମପୁର କୁ ଯିବା ଆସିବା ଯୋଗୁଁ କାର୍ଯ୍ୟାଳୟ ରେ ଠିକ ସମୟରେ

ମୁଣ୍ଡମରେଇ ଧାନ ମିଲ ଗୁମାସ୍ତାଙ୍କ ଦାଦାଗିରି :କଟନୀ ଛଟନୀ ପାଇଁ ମାଡ଼ ଖାଇଲେ ସମିତି ସଭ୍ୟ…

ଚାଷୀଙ୍କ ଧାନ ନେଇ ଯାଇଥିବା ସମିତି ସଭ୍ୟଙ୍କୁ ମାଡ ମାରିଲେ ଗୁମାସ୍ତା ଓ ଲେବର ଥାନାରେ ମାମଲା…! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ମୁଣ୍ଡମରେଇ ରାଜଲକ୍ଷ୍ମୀ ରାଇସ ମିଲ ଗୁମାସ୍ତାଙ୍କ ଦାଦାଗିରି। ମିଲକୁ ଚାଷୀର ଧାନ ନେଇ ଯାଇଥିବା ଜଗମୋହନ ପଞ୍ଚାୟତର ସମିତି ସଭ୍ୟଙ୍କ ଉପରେ

ବାରବାଟୀରେ ମ୍ୟାଚ୍‌ ସହ ସିରିଜ୍‌ ଜିତିଲା ଭାରତ

କଟକ : ଭାରତ ଇଂଲଣ୍ଡକୁ ଦ୍ବିତୀୟ ଦିନିକିଆରେ ୪ ଓ୍ବିକେଟରେ ହରାଇଛି । ଏହା ସହିତ ଟିମ୍ ୩ ମ୍ୟାଚର ସିରିଜରେ ୨-୦ରେ ଆଗୁଆ ରହିଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି। ଏହି

ଇସ୍ତଫା ଦେଲେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ରବିବାର ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସିଂହଙ୍କ ସହ ବିଜେପି ଓ ଏନପିଏଫର ୧୪ ଜଣ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ସଭାପତି ଏ ଶାରଦା ଓ ବରିଷ୍ଠ

ସୁଧ ଟଙ୍କା ପାଇଁ ୯ବର୍ଷର ନାବାଳକ ପୁଅକୁ ଅପହରଣ !

କାକଟପୁର: ଥାନା ସମ୍ମୁଖରେ କାନ୍ଦି କାନ୍ଦି ଗୁହାରୀ କରୁଛନ୍ତି ବାପା ମାଆ । କହୁଛନ୍ତି ଆମ ପୁଅକୁ ଫେରାଇ ଆଣ । ସେ ସକାଳୁ କିଛି ଖାଇନି । ତାକୁ ଭାରି ଡର ଲାଗୁଥିବ । ହେଲେ କୁଆଡେ ଯାଇଛି ୟାଙ୍କ ପୁଅ । କିଏ ନେଇଛି ତାକୁ? ବୁଝୁ ବୁଝୁ ସାମ୍ନାକୁ ଆସିଲା ଏମିତି ଘଟଣା । କୁଆଡେ ଉଧାର

BCAC ଦ୍ୱାରା ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପ୍ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ସାଇକିଲିଂ ଆଣ୍ଡ ଆଡଭେଞ୍ଚର କ୍ଲବ୍ (ବିସିଏସି)ର ଗୋଲ୍ଡେନ ଟ୍ରାଙ୍ଗେଲ୍ ସାଇକିଲିଂ ଚାମ୍ପିଅନଶିପର ସପ୍ତମ ସଂସ୍କରଣ ସଫଳତାର ସହ ଶେଷ ହୋଇଛି । ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀମାନେ ଭୁବନେଶ୍ୱରରୁ ସାଇକଲେ ଚଲାଇ ପୁରୀ ଯାଇଥିଲେ ଏବଂ ସେଠାରୁ ଫେରିଥିଲେ ।