ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଧାରଣା

ନୟାଗଡ଼ : ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପ୍ରତୀକ ଧାରଣା ଦିଆ…

ପୋଲିସ ବର୍ଦ୍ଦିରେ ହାତ ଦେଇଥିବା ଲୋକଙ୍କୁ ଛଡ଼ାଯିବନି: ଡିଜିପି

ଭୁବନେଶ୍ୱର : ନାରୀ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ଗତକାଲି ବିଧାନସଭା ଘେରାଉ କରିଥିଲା କଂଗ୍ରେସ । ଏହି ସମୟରେ କଂଗ୍ରେସ କର୍ମୀ -ପୋଲିସଙ୍କ ଭିତରେ ଖଣ୍ଡଯୁଦ୍ଧ ହୋଇଥିଲା । କାଲିର ଘଟଣା ପରେ ପୋଲିସ ଆକ୍ସନ ଉପରେ ନଜର ରହିଛି । ବର୍ଦ୍ଦିରେ ହାତ ଦେଇଥିବା ଅସମାଜିକଙ୍କୁ ଛଡ଼ାଯିବନି ବୋଲି…

କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ: ଘଣ୍ଟ ବାଡେଇ ଚାଲିଲେ ୧୪ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: ଆଜି ବି କଂଗ୍ରେସ ପ୍ରତିବାଦ ରାଲି। ନିଲମ୍ବିତ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ। ବାଜିଲା ଘଣ୍ଟ, ରାଲିରେ ଚାଲିଲେ ୧୪ ନିଲମ୍ବିତ ବିଧାୟକ। ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ମାଡ଼ ଘଟଣାରେ କଂଗ୍ରେସ ପ୍ରତିବାଦ ରାଲି କରିଛି। କଂଗ୍ରେସ ଭବନରୁ ଘଣ୍ଟ ବାଡେଇ…

୨ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଶୁକ୍ରବାର ଦିନ ଅର୍ଥାତ୍ ଆଜି କେନ୍ଦ୍ର ସରକାର ମହଙ୍ଗା ଭତ୍ତା(ଡିଏ) ୨ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ସହିତ ଏବେ ଡିଏ ୫୩ପ୍ରତିଶତରୁ…

ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେଉଛି ଟିପିଏସ୍ଓଡିଏଲ୍…

ଡ୍ରୋନ୍ ଟେକ୍ନୋଲୋଜି ଓ ଏଡିଏମ୍ଏସ୍ ସେବା ଆରମ୍ଭ ବ୍ରହ୍ମପୁର : ବିଦ୍ୟୁତ ବଣ୍ଟନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ୍) ଦୁଇଟି ପ୍ରମୁଖ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛି। ଜିଆଇଏସ୍…

ସାହି ଯାତ ପାଇଁ ଚଳଞ୍ଚଚଳ ଶ୍ରୀକ୍ଷେତ୍ର, ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି

ପୁରୀ : ସାହି ଯାତ ପାଇଁ ଜାଗା ଆଖଡ଼ା ଗୁଡ଼ିକରେ ସକାଳେ ଏବଂ ଅପରାହ୍ନରେ ଚାଲୁଛି ଜୋରଦାର ଅଭ୍ୟାସ । କଳାକାରମାନେ ଖଣ୍ଡା ଓ ଲାଠି ଚାଳନା ଶିଖୁଥିବା ବେଳେ ରାବଣ, ସପ୍ତସିରା, ପର୍ଶୁରାମ, ନାଗା ଓ ମେଢ଼ ଆଦି ନୃତ୍ୟାଭାସ ମଧ୍ୟ ଜୋରସୋରରେ ଚାଲିଛି । ଆସନ୍ତା ୬ ତାରିଖରେ ପବିତ୍ର ଶ୍ରୀରାମ ନବମୀ…

ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଜେପି ସରକାର ନିଯୁକ୍ତି ଦେଇଛନ୍ତି। ଆହୁରି ୧୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଆଜି ବିଧାନସଭାରେ ଏଭଳି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ…

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ତରଫରୁ ଜନସଂପର୍କ ଅଭିଯାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକର ନକ୍ସଲ ପ୍ରଭାବିତ ଗ୍ରାମ ସିନ୍ଧିପୋଙ୍କଲ, ଡାଙ୍ଗେସିଗୁଡ଼ା, ଝିରିପାଣି ଜୁବାଗୁଡ଼ା ଏବଂ ସୁବର୍ଣ୍ଣଗିରି ଅଞ୍ଚଳର ଦୂରଦୂରାନ୍ତ ସ୍ଥାନରେ ୧୨୭ ବାଟାଲିୟନ ସିଆରପିଏଫ ଦ୍ୱାରା ଏକ ଜନ ସଂପର୍କ…

ମଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ର ଫଳ ପ୍ରକାଶ ପାଇବ । ଆସନ୍ତା ମେ‘ ୧୫ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବା ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ।…

ମିଆଁମାର ଭୂମିକମ୍ପ: ୫୯ମୃତ, ୨୫୦ରୁ ଅଧିକ ଆହତ

ନୂଆଦିଲ୍ଲୀ: ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଭୂମିକମ୍ପ। ଶୁକ୍ରବାର ସକାଳେ ମିଆଁମାରରେ ଦୁଇଟି ବଡ଼ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆମେରିକାର ଭୂତତ୍ତ୍ୱ ସର୍ଭେ (ୟୁଏସଜିଏସ) ଏହାର ତୀବ୍ରତା ୭.୫ ହେବ ବୋଲି ଆକଳନ କରିଛି।…