କଂଗେସ ବିଧାୟକଙ୍କୁ ନିଳମ୍ବନ ପ୍ରସଙ୍ଗରେ ଛତ୍ରପୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ…

ଛତ୍ରପୁର : ଓଡିଶା ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ବିଧାନସଭାର ଉପର ଲିଖିତ…

‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି ଓଏସ୍‌ଆର୍‌ଟିସି

ଭୁବନେଶ୍ୱର : ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC । ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା । ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା…

ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ତାରାପ୍ରସାଦ

ଭୁବନେଶ୍ବର : ବିଧାନସଭା ଘେରାଓ ସମୟରେ ଆଜି ପୁଲିସର ଲାଠିଚାର୍ଜରେ ଆହତ ହୋଇଥିବା କଂଗ୍ରେସ କର୍ମୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆହତ କର୍ମୀମାନଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି…

ମଧ୍ୟାହ୍ନ ଭୋଜନରେ ସାମିଲ ହେଲା ପୁଷ୍ଟିକର ଲଡୁ : ଅଣ୍ଡା ୩ ଦିନ, ଲଡୁ ୩ଦିନ ମିଳିବ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ୧ ତାରିଖରୁ ବଦଳିବାକୁ ଯାଉଛି ମଧ୍ୟାହ୍ନ ଭୋଜନର ରୂପରେଖ। ମଧ୍ୟାହ୍ନ ଭୋଜନରେ ଏଣିକି ପିଲାଙ୍କୁ ମିଳିବ ଲଡୁ । ଅଣ୍ଡା ସହ ପୁଷ୍ଟିକର ଲଡୁ ମଧ୍ୟାହ୍ନ ଭୋଜନରେ ଦିଆଯିବ । ସପ୍ତାହକୁ ୩ ଦିନ ମିଳିବ ପୁଷ୍ଟିକର ଲଡୁ । ମଙ୍ଗଳବାର, ଗୁରୁବାର, ଶନିବାର ପୁଷ୍ଟିକର ଲଡୁ…

ଟ୍ରାଏଲ ରନ୍‌ ପରେ ମିଳିଲା ସବୁଜ ସଙ୍କେତ: ବୌଦ୍ଧ -ପୁରୁଣା କଟକକୁ ଗଡିବ ରେଳ

ବୌଦ୍ଧ : ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି ।  ବୌଦ୍ଧରୁ ପୁରୁଣା କଟକ ପର୍ଯ୍ୟନ୍ତ ନବନିର୍ମିତ ୨୭କିମି ଦୂରତା ସମ୍ପନ୍ନ ରେଳଧାରଣାର ଦୁଇଦିନିଆ (ସି.ଆର.ଏସ) କମିଶନର ଅଫ୍ ରେଳ ସେଫଟି କାର୍ଯ୍ୟ ସମାପନ ହୋଇଛି । ସି.ଆର.ଏସ ଟିମ୍ ହରଭଙ୍ଗା ବ୍ଲକର ପୁରୁଣା କଟକ ନବନିର୍ମିତ ରେଳ ଷ୍ଟେସନ ପର୍ଯ୍ୟନ୍ତ…

ଦେବଗଡ଼ରେ ମୃତ ହୋମଗାର୍ଡ ପ୍ରାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ…

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ସମୟରେ ପ୍ରାଣ ହରାଇଥିବା ସାହେବା ଦେହୁରୀ (୧୯)ଙ୍କ ପରିବାରଙ୍କ ପାଇଁ ଗୁରୁବାର ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ…

ଦିନ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ରାସନ ସାମଗ୍ରୀ ବିତରଣ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀ ମାନଙ୍କୁ ରାସନ ସାମଗ୍ରୀ ସକାଳ ସାତ…

ମିରଟରେ ଘଟିଥିବା ଘଟଣା ନିନ୍ଦନୀୟ ଏବଂ ଦୁର୍ଭାଗ୍ୟପୂର୍ଣ୍ଣ- ବାଗେଶ୍ବର ବାବା

ନୂଆଦିଲ୍ଲୀ: ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ମିରଟ ହତ୍ୟାକାଣ୍ଡ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ହତ୍ୟା କରିବା ଏବଂ ମୃତଦେହକୁ ୧୫ଖଣ୍ଡ କରି ଏକ ପାଣି ଡ୍ରମରେ ସିମେଣ୍ଟ କରିଦେବା ଘଟଣା ସମସ୍ତଙ୍କ ହୃଦୟ ଥରାଇ ଦେଇଛି। ଘରେ ଘରେ ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବଳେ ଏବେ ଧର୍ମ…

ଭାରତର ସିନେମା ପାକିସ୍ତାନ ବ୍ୟାନ କରି ନିଜର କ୍ଷତି କରିଛି: ପାକିସ୍ତାନର ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନର ଇମ୍ରାନ ଖାନ ସରକାରରେ ମନ୍ତ୍ରୀ ଥିବା ଫୱାଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଏପରି ନୀତି ତିଆରି କରିବା ଉଚିତ୍ ନୁହେଁ ଯାହା ସାଧାରଣ ପାକିସ୍ତାନୀ ଏବଂ ସାଧାରଣ ଭାରତୀୟଙ୍କୁ କ୍ଷତି ପହଞ୍ଚାଏ। ସେ କହିଛନ୍ତି ଯେ ଭାରତୀୟ ଚଳଚ୍ଚିତ୍ରଗୁଡ଼ିକୁ ନିଷିଦ୍ଧ କରିବା…

କିମଙ୍କ ନୂଆ କାରନାମା ! AI ବ୍ୟବହାର କରି ତିଆରି କଲେ ବିପଜ୍ଜନକ ଅସ୍ତ୍ର

ସିଓଲ,୨୭।୩: ଉତ୍ତର କୋରିଆର ନେତା କିମ ଜଙ୍ଗ ଉନ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ଏକ ଆତ୍ମଘାତୀ ଡ୍ରୋନର ପରୀକ୍ଷଣ ତଦାରଖ କରିଥିଲେ ଏବଂ କହିଛନ୍ତି ଯେ ଆଧୁନିକ ଅସ୍ତ୍ରଶସ୍ତ୍ର ବିକାଶରେ ମାନବହୀନ ନିୟନ୍ତ୍ରଣ ଏବଂ AI କ୍ଷମତା ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ।…