ମହଙ୍ଗା ହେବ କର୍କଟ, ମଧୁମେହ ଔଷଧ

ନୂଆଦିଲ୍ଲୀ: କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ ଆଣ୍ଟିବାୟୋଟିକ୍ ସହିତ ସରକାରୀ ନିୟନ୍ତ୍ରଣରେ ଥିବା ଅନ୍ୟ ଔଷଧ ଦର ବୃଦ୍ଧି ହେବାକୁ ଯାଉଛି। ଔଷଧ ଦର ପ୍ରାୟ ୧.୭ ପ୍ରତିଶତ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ସରକାରୀ ନିୟନ୍ତ୍ରଣରେ ଥିବା କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଅନ୍ୟ…

ଖୁବଶୀଘ୍ର ଭାରତ ଗସ୍ତରେ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍‌ଶୀଘ୍ର ଭାରତ ଗସ୍ତରେ ଆସିବେ। ରୁଷ-ୟୁକ୍ରେନ ଯୁଦ୍ଧ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଋଷ ଗସ୍ତ ସମୟରେ ପୁଟିନଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ, ଯାହାକୁ ପୁଟିନ ଏବେ ଗ୍ରହଣ…

ଜେଲ୍‌ରେ ରହିବେ ରାଣ୍ୟା, ତୃତୀୟ ଥର ପାଇଁ ଖାରଜ ହେଲା ଜାମିନ୍ ଆବେଦନ

ବେଙ୍ଗାଲୁରୁ: ସୁନା ଚୋରା ଚାଲାଣ ଅଭିଯୋଗରେ ଜେଲରେ ଥିବା କନ୍ନଡ ଅଭିନେତ୍ରୀ ରାଣ୍ୟା ରାଓଙ୍କୁ ଏକ ବଡ଼ ଝଟକା ଲାଗିଛି। ୬୪ତମ ସିଟି ସିଭିଲ୍ ଆଣ୍ଡ୍ ସେସନ୍ସ କୋର୍ଟ (ସିସିଏଚ୍) ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି, ଯାହା ଫଳରେ ତାଙ୍କୁ ଏବେ ଜେଲରେ ରହିବାକୁ ପଡିବ। ପୂର୍ବରୁ, ତାଙ୍କ…

୪୪ ଲୋକଙ୍କ ସହ ବୁଡିଗଲା ବୁଡ଼ାଜାହାଜ ‘ସିନ୍ଦବାଦ’, ୬ ମୃତ, ୨୯ ଉଦ୍ଧାର

କାଇରୋ : ଗୁରୁବାର (୨୭ ମାର୍ଚ୍ଚ) ସକାଳେ ଇଜିପ୍ଟର ଲୋହିତ ସାଗରର ହୁରଘାଡା ସହର ଉପକୂଳରେ ଏକ ପର୍ଯ୍ୟଟନ ବୁଡ଼ାଜାହାଜ ବୁଡ଼ିଯାଇଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ଏହି ୬ ଜଣଯାକ ରୁଷ ନାଗରିକ ବୋଲି ଜଣାପଡିଛି । ତେବେ କାଇରୋରେ ଥିବା ରୁଷ ଦୂତାବାସ…

ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‍ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‍ ଉଦ୍‍ଘାଟନ କଲା

ବ୍ରହ୍ମପୁର : ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‍ ଓଡ଼ିଶାର ବ୍ରହ୍ମପୁରରେ ତାହାର ନୂଆ ସୋ’ରୁମ୍‍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍‍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି,…

ପ୍ରତିବାଦର ଆଉ ଏକ ନୂଆ ଉପାୟ ଆପଣାଇଲେ କଂଗ୍ରେସ ବିଧାୟକ, ଚା’ ପିଇ କଲେ ପ୍ରତିବାଦ

ଭୁବନେଶ୍ବର : ଦିନ ତମାମ ଆନ୍ଦୋଳନ ଧସ୍ତାଧସ୍ତି ପରେ ବି ସଂଧ୍ୟାରେ ଆଉ ଏକ ଅଭିନବ ପନ୍ଥା ଆପଣାଇଛନ୍ତି କଂଗ୍ରେସ ବିଧାୟକ । ସମାନ ରଙ୍ଗର ଟି ସାର୍ଟ ପିନ୍ଧି ହୋଟେଲ ମେ ଫେୟାରରେ ଏକତ୍ର ଚା ପିଇଛନ୍ତି । ସାମ୍ନା ପଟେ ଲେଖାଯାଇଥିଲା କ୍ରାଇମ କୋଶ୍ଚିନ । ଏବଂ କୋଶ୍ଚିନ ଅନ୍ ଓମେନ ସେପ୍ଟି ।…

୩ ଦିନ ପରେ ଅସମ୍ଭାଳ ତାତି, ୫ ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ଟାଇଁଟାଇଁ ଖରା ସହ ବୃଦ୍ଧି ପାଉଛି ପାରଦର ସ୍ତର। ଆଗାମୀ ତିନି ଦିନ ମଧ୍ୟରେ ୨ ରୁ ୪ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ରାଜ୍ୟରେ ଅସମ୍ଭାଳ ତାତି ଅନୁଭବ ହେବ। ୩ ଦିନ ପରେ ତାପମାତ୍ରାରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ନଥିବା ବେଳେ ୨୯ ତାରିଖରେ ପୁଣି…

କମାଣ୍ଡରଙ୍କୁ ନକ୍ସଲଙ୍କ ଚିଠି: ‘କୌଣସି ଠିକଣା ସୁରକ୍ଷିତ ନାହିଁ’

ମାଲକାନଗିରି: ନକ୍ସଲ ସଂଗଠନରେ କିପରି ଆତଙ୍କ ଓ ଭୟ ଖେଳିଯାଇଛି ଏହାର ଏକ ପ୍ରମାଣ ଗତ ବିଜାପୁର ଏନକାଉଣ୍ଟରରେ ଘଟଣାସ୍ଥଳରୁ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ବେଳେ ନକ୍ସଲଙ୍କ ଏକ ଚିଠିରୁ ଜଣାପଡିଛି। ଯବାନ ନକ୍ସଲଙ୍କର ଦୁଇ ଫରଦର ଏକ ଚିଠିକୁ ଜବତ କରିଛନ୍ତି। ଏହି ଚିଠି ସ୍ଥାନୀୟ ଗଣ୍ଡି…

କେନ୍ଦୁପତ୍ର ହିତାଧିକାରୀଙ୍କ କଲ୍ୟାଣ ପାଇଁ ‘ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର ତୋଳାଳି ଯୋଜନା’

ଭୁବନେଶ୍ବର: କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର, ୨୦୨୪ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ ୮,୫୯,୪୪୯ ଜଣ କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ଶତକଡା ୨୫ ହାରରେ ୫୨.୬୩ କୋଟି ଟଙ୍କ। ଲାଭାଂଶ ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି। ୮,୫୯,୪୪୯ ଜଣ ତୋଳାଳୀଙ୍କ ମଧ୍ୟରୁ…