ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ

ରାୟଗଡା: ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ସାରା ଭାରତରେ ‘ସ୍ୱାମୀତ୍ୱ’ ଯୋଜନାର ଶୁଭାରମ୍ଭ କରିଛନ୍ତି । ହିତାଧିକାରୀଙ୍କୁ ସମ୍ପତି ପତ୍ର ବଣ୍ଟନ କରିବା ସହ ଦେଶର ୫ ଜଣ ହିତାଧିକାରୀଙ୍କ ସହ ଆଭାସୀରେ ପ୍ରଧାନମନ୍ତ୍ରୀ ବାର୍ତାଳାପ କରିଛନ୍ତି

ରାଜଭବନ ଲୋକଙ୍କ ନିକଟତର ହେବ: ରାଜ୍ୟପାଳ

ଭୁବନେଶ୍ୱର: ଚଳିତବର୍ଷ ଜାନୁଆରୀ ୧୩ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ଜନସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଉଦ୍ୟାନ ପରିଦର୍ଶନ ପାଇଁ ହେଉଥିବା ଜନସମାଗମକୁ ଦେଖି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ଖୁସି ବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନରେ ରାଜଭବନ ଉଦ୍ୟାନ

୯୩୩ ପୁଲିସ ସବ-ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞାପନ, ଜାନୁଆରୀ ୨୦ରୁ ଆବେଦନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୯୩୩ଟି ସବ-ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଆସନ୍ତା ଜାନୁଆରୀ ୨୦ରୁ ଏଥିପାଇଁ ଅନଲାଇନ ଆବେଦନ କରିହେବ। ଓଡିଶା ପୁଲିସ ୱେବସାଇଟ https://www.odishapolice.gov.in ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ମୋଟ ୯୩୩ଟି

ଗାଡ଼ି ବୀମା ନ ଥିଲେ ଜେଲ ଓ ଜୋରିମାନା, ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ

ଭୁବନେଶ୍ୱର: ଏଣିକି ଗାଡ଼ିରେ ବୀମା ନ ଥିଲେ ଟୋଲ ଗେଟ ଧରିବ। ବୀମା ନ ଥିଲେ ସ୍ୱୟଂକ୍ରିୟା ପ୍ରଣାଳୀରେ ଗାଡ଼ି ଧରାପଡ଼ିବ। ଗାଡ଼ିର ବୀମା ନଥିଲେ ୨ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଯାଏଁ ଜେଲ ପ୍ରାବଧାନ କରାଯାଇଛି। ଏହି ନିୟମ ଫେବୃଆରୀ ପହିଲାରୁ କାର୍ଯ୍ୟକାରୀ କରାଯିବା ନେଇ ରାଜ୍ୟ

ରାଜଭବନ ଛକରେ ସିରିଜ୍ ଦୁର୍ଘଟଣା: ୨ ବାଇକ୍‌କୁ ଘୋଷାଡ଼ି ନେଲା କାର୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରର ରାଜଭବନ ଛକରେ ଶନିବାର ସନ୍ଧ୍ୟାରେ ସିରିଜ୍ ଦୁର୍ଘଟଣା ଘଟିଛି। ଏକ ହୁଣ୍ଡାଇ କାର୍ ରଙ୍ଗ୍ ରୁଟ୍‌ରେ ଆସି ଦୁଇ ବାଇକକୁ ଧକ୍କା ଦେଇଛି। କାର୍ ବାଇକ୍ ଦୁଇଟିକୁ କିଛି ବାଟ ଘୋଷାଡ଼ି ନେଇ ରାଜଭବନ ଗୋଲେଇ ଛକର ଡିଭାଇଡର ଉପରକୁ ଚଢିଯାଇଥିଲା।ଗୋଟିଏ ବାଇକ୍ କାର

ଦାଦର ଷ୍ଟେସନରେ ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରିମାଡ଼ କରିଥିବା ଆକ୍ରମଣକାରୀ

ମୁମ୍ବାଇ : ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଜାନୁଆରୀ ୧୬ ତାରିଖରେ ଛୁରିମାଡ଼ କରିଥିବା ଆକ୍ରମଣକାରୀକୁ ମୁମ୍ବାଇର ଦାଦର ରେଳ ଷ୍ଟେସନରେ ବୁଲୁଥିବା ଦେଖାଯାଇଛି। ଦାଦରର ଏକ ଦୋକାନରୁ ହେଡଫୋନ୍ କିଣି ଆକ୍ରମଣକାରୀ ଷ୍ଟେସନ ଅଭିମୁଖେ ଯାଉଥିବା ସିସିଟିଭି ଦୃଶ୍ୟରୁ ଜଣାପଡିଛି।ଆକ୍ରମଣକାରୀ

ଆୟୁଷ୍ମାନ ଭାରତ: ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଇନଫ୍ରାଷ୍ଟ୍ରକଚର ମିଶନ (ପିଏମ୍-ଏବିଏଚଆଇଏମ୍) ଯୋଜନା କାର୍ଯ୍ୟକାରୀ କରିବାକୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ

୭୦୦ ପାଲେଷ୍ଟିନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍

ତେଲ ଅଭିବ: ଗାଜାରେ ଶାନ୍ତି ଚୁକ୍ତି ହୋଇଛି। ଇସ୍ରାଏଲ ଓ ହାମାସ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଇସ୍ରାଏଲ କ୍ୟାବିନେଟ୍ ଗାଜାରେ ଅସ୍ତ୍ରବିରତି ଚୁକ୍ତିକୁ ଅନୁମୋଦନ କରିଛି। ଏବେ ଇସ୍ରାଏଲ ହାମାସର ଲୋକଙ୍କ ତାଲିକା ଜାରି କରିଛି, ଯେଉଁମାନଙ୍କୁ ସେ ମୁକ୍ତ କରିବ। ଇସ୍ରାଏଲର ନ୍ୟାୟ

ତେଜସ୍ବୀ ଯାଦବ ଆରଜେଡିର ନୂଆ ସୁପ୍ରିମୋ, ଲାଲୁ ଯୁଗର ଅବସାନ

ପାଟନା : ତେଜସ୍ୱୀ ଯାଦବ ହେବେ ବିହାରରେ ଆରଜେଡିର ନୂଆ ମୁଖ୍ୟ । ଆରଜେଡିରେ ଏବେ ଏକ ତେଜସ୍ବୀ ଯୁଗ ଆରମ୍ଭ ହୋଇଛି । ଶନିବାର ପାଟନାରେ ଦଳର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦଳୀୟ ସମ୍ବିଧାନ ସଂଶୋଧନ ପାଇଁ ଏକ ପ୍ରସ୍ତାବ ଜାତୀୟ କାର୍ଯ୍ୟକାରିଣୀରେ ପାରିତ ହୋଇଥିଲା। ଦଳରେ

ଜିନ୍‌ପିଙ୍ଗଙ୍କ ସହ କଥା ହେଲେ ଟ୍ରମ୍ପ

ୱାଶିଂଟନ: ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହିତ ଟେଲିଫୋନ ବାର୍ତ୍ତାଳପ କରିଛନ୍ତି। ଉଭୟଙ୍କ କଥାବାର୍ତ୍ତାର ସବିଶେଷ ସୂଚନା ମିଳି ନାହିଁ। ତେବେ ଟ୍ରମ୍ପଙ୍କ ଶପଥ ଗ୍ରହଣ