ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଆକ୍ରମଣ ରେ ଗୁରୁତର ଆହତ ହେଲେ ହୋମଗାର୍ଡ…

ମାଲକାନଗିରି ୨୦/୦୩ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୋଲିସ ଆଜି ସାନ୍ଧ୍ୟ ସମୟରେ ପାପାରମେଟଲା ଥାନା ଅନ୍ତର୍ଗତ ଲିମାତାଙ୍ଗ ଗ୍ରାମକୁ ଗଞ୍ଜେଇ ଚୋରା ଚାଲାଣ କାରୀଙ୍କୁ ଧରିବାକୁ ଯାଇଥିବାବେଳେ ଗ୍ରାମବାସୀ ଓ ଗଞ୍ଜେଇ ବ୍ୟବସାୟୀ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଚିତ୍ରକୋଣ୍ଡା ଥାନାର…

ଅଧିକ ୪ ଲକ୍ଷ ଟଙ୍କା ଯୈାତୁକ ଦାବିରେ ସ୍ତ୍ରୀ’ଙ୍କୁ ନିର୍ଯ୍ୟାତନା : ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ,…

ହିଞ୍ଜିଳିକାଟୁ : ବାହାଘରର ମାତ୍ର ୧ ମାସ ପରେ ଅଧିକ ୪ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଦାବି କରି ସ୍ତ୍ରୀ'ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଓ ମହିଳାଙ୍କ ପରିବାର ଲୋକେ ଏହାର ପ୍ରତିବାଦ କରିବାରୁ ସ୍ତ୍ରୀ ସମେତ ଶାଶୁ, ଶଶୁର ଓ ଶାଳକଙ୍କୁ ଆକ୍ରମଣ କରିଥିବା ନେଇ ମହିଳା ଜଣଙ୍କ…

ଭାରତ ଏଆଇ ମିଶନ – ବିଲ୍ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ହେବ ବୁଝାମଣା

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଭାରତ ଏଆଇ ମିଶନ ଓ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ନୂଆଦିଲ୍ଲୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର…

ଭୋଟର ପରିଚୟପତ୍ର ସହିତ ସଂଯୋଗ ହେବ ଆଧାର କାର୍ଡ

ସମ୍ବଲପୁର: ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ କରାଯିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମର୍ମରେ ବୁଧବାର ନିର୍ବାଚନ କମିଶନ ଓ ୟୁଆଇଡିଏଆଇ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ…

ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟ ମୁଲତବି

ଭୁବନେଶ୍ବର: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟକୁ ମୁଲତବି । ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁଁ ବାରମ୍ବାର ଗୃହ ମୁଲତବି ହୋଇଛି। ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁଁ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ବିଧାନସଭାକୁ ମୁଲତବି…

ଓସ୍ତ ଗଛଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର

ବୈପାରିଗୁଡ଼ା: ଏମିତି ବି ମୃତ୍ୟୁ ଆସେ। ଅଧାରେ ରହିଗଲା ପରୀକ୍ଷା। ବାଟରେ ଜଗିଥିଲା ଯମ। ଜୟପୁର ଅଞ୍ଚଳର ତିନି ଛାତ୍ର ପରୀକ୍ଷା ଦେବାକୁ ବାଇକରେ ବୈପାରିଗୁଡ଼ାର ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜକୁ ଆସୁଥିବା ବେଳେ ମହୁଲି ଘାଟିରେ ଓସ୍ତ ଗଛର ଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ…

‘ନବ ଦାସ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି।ସ୍ୱର୍ଗତ…

ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ

ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା ପ୍ରକାଶ କରିଛନ୍ତି। “ଓଡିଶାର ମୟୂରଭଞ୍ଜ ଜିଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

ଗଞ୍ଜାମ ଜିଲ୍ଲାର ଖାରିପଲ୍ଲୀ ଟ୍ରିପଲ ମଡର ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ୧୩ ଜଣ ଗିରଫ….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ଗୋଷ୍ଠି ସଂଘର୍ଷ ଘଟଣା ରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା ।ତିନୋଟି ସବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼…