Sign in
Sign in
Recover your password.
A password will be e-mailed to you.
ଭୋଟର ପରିଚୟପତ୍ର ସହିତ ସଂଯୋଗ ହେବ ଆଧାର କାର୍ଡ
ସମ୍ବଲପୁର: ଭୋଟର ପରିଚୟପତ୍ର ସହିତ ଆଧାର ନମ୍ବର ସଂଯୋଗ କରାଯିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ମର୍ମରେ ବୁଧବାର ନିର୍ବାଚନ କମିଶନ ଓ ୟୁଆଇଡିଏଆଇ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ!-->…
ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟ ମୁଲତବି
ଭୁବନେଶ୍ବର: ଅପରାହ୍ଣ ୪ଟା ଯାଏଁ ଗୃହକାର୍ଯ୍ୟକୁ ମୁଲତବି । ନାରୀ ସୁରକ୍ଷା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁଁ ବାରମ୍ବାର ଗୃହ ମୁଲତବି ହୋଇଛି। ଶୂନ୍ୟକାଳରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁଁ ଅପରାହ୍ଣ ୪ଟା ଯାଏଁ ବାଚସ୍ପତି ବିଧାନସଭାକୁ ମୁଲତବି!-->…
ଓସ୍ତ ଗଛଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ ଛାତ୍ରଙ୍କ ମୃତ୍ୟୁ, ଦୁଇ ଗୁରୁତର
ବୈପାରିଗୁଡ଼ା: ଏମିତି ବି ମୃତ୍ୟୁ ଆସେ। ଅଧାରେ ରହିଗଲା ପରୀକ୍ଷା। ବାଟରେ ଜଗିଥିଲା ଯମ। ଜୟପୁର ଅଞ୍ଚଳର ତିନି ଛାତ୍ର ପରୀକ୍ଷା ଦେବାକୁ ବାଇକରେ ବୈପାରିଗୁଡ଼ାର ସହିଦ୍ ଲକ୍ଷ୍ମଣ ନାୟକ ଡିଗ୍ରି କଲେଜକୁ ଆସୁଥିବା ବେଳେ ମହୁଲି ଘାଟିରେ ଓସ୍ତ ଗଛର ଡାଳ ଭାଙ୍ଗି ବାଇକ୍ ଉପରେ ପଡ଼ିଯିବାରୁ!-->…
‘ନବ ଦାସ ହତ୍ୟା ମାମଲାରେ ପ୍ରକୃତ ଦୋଷୀଙ୍କୁ ଧରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେବ’
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଉଚିତ୍ ତଦନ୍ତ କରାଯାଇ ପ୍ରକୃତ ଦୋଷୀକୁ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ। ସ୍ୱର୍ଗତ ଦାସଙ୍କ ପରିବାରଙ୍କୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମର୍ମରେ ଭରସା ଦେଇଛନ୍ତି।ସ୍ୱର୍ଗତ!-->…
ଏହି ଜିଲାରେ ପ୍ରତିଷ୍ଠା ହେବ ଆୟୁର୍ବେଦିକ ମେଡିକାଲ କଲେଜ
ଭୁବନେଶ୍ୱର, ୧୯।୩: ଓଡ଼ିଶାର ମୟୂରଭଞ୍ଜ ଜିଲାରେ ରାଜ୍ୟ ସରକାର ଏକ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନ କରିବେ। ବୁଧବାର ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହା ପ୍ରକାଶ କରିଛନ୍ତି।
“ଓଡିଶାର ମୟୂରଭଞ୍ଜ ଜିଲାରେ ଏକ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ହେବ।!-->!-->!-->…
ଗଞ୍ଜାମ ଜିଲ୍ଲାର ଖାରିପଲ୍ଲୀ ଟ୍ରିପଲ ମଡର ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ୧୩ ଜଣ ଗିରଫ….!
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ଗୋଷ୍ଠି ସଂଘର୍ଷ ଘଟଣା ରେ ଖଦାଳ ବେହେରା, ରତ୍ନାକର ବେହେରା ଓ ରମେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା ।ତିନୋଟି ସବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼!-->…
ତପି ମିଶ୍ର ଗିରଫ
ଭୁବନେଶ୍ବର : ଗିରଫ ହେଲେ ତପି ମିଶ୍ର । ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ପ୍ରମାଣପତ୍ର ସହିତ ପ୍ରକାଶକ ବିକେ!-->…
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପୋଷ୍ଟର ଓ୍ବାର, ଭାଜପାକୁ ତାରି ଭାଷାରେ ଜବାବ ଦେଲା ଟିଏମସି
କୋଲକାତା,୧୯।୩: ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୈତିକ ସରଗରମ ତୀବ୍ର ହୋଇଛି। ଏବେ ଭାଜପା ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମଧ୍ୟରେ ପୋଷ୍ଟର ଓ୍ବାର ଆରମ୍ଭ ହୋଇଛି, ଯାହା ଯୋଗୁଁ ରାଜନୈତିକ ପରିବେଶ ଅଧିକ ଉଷ୍ମ ହୋଇଯାଇଛି। ଗତ କିଛି ଦିନ ମଧ୍ୟରେ, ଭାଜପା!-->…
ପୁଣି ମୋଦିଙ୍କ ପ୍ରଶଂସା କଲେ ଶଶି ଥରୁର
ନୂଆଦିଲ୍ଲୀ,୧୯।୩: କଂଗ୍ରେସ ନେତା ଶଶି ଥରୁର ମଙ୍ଗଳବାର ସ୍ୱୀକାର କରିଛନ୍ତି ଯେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ଭାରତର ସ୍ଥିତିକୁ ବିରୋଧ କରିବାରେ ତାଙ୍କର ଭୁଲ ହୋଇଥିଲା ଏବଂ ସେ କହିଛନ୍ତି ଯେ ଗ୍ରହଣ କରାଯାଇଥିବା ନୀତି ଯୋଗୁଁ ଦେଶ ଏବେ ଏପରି ଏକ ସ୍ଥିତିରେ ଅଛି ଯେଉଁଠାରେ!-->…
ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ
ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା!-->…