ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ବ୍ରହ୍ମପୁର : ଫକୀର ମୋହନ ସେନାପତି ଓଡିଶା ସାହିତ୍ୟ ଜଗତ ର ଅମୁଲ୍ୟ ରତ୍ନ ଥିଲେ, ତାଙ୍କର ରଚିତ ଛ ମାଣ୍ ଆଣ୍ଠ ଗୁଣ୍ଠ, ରେବତୀ, ସୁନା ବୋହୁ, ଡାକ ମୁନୁସୀ, ଧୁଳିଆ ବାବା ଇତ୍ୟାଦି ଅନେକ ଉପନ୍ୟାସ ଆଜିବି ଅମୁଲ୍ୟ ରତ୍ନ ବୋଲି ଆଜି ପବିତ୍ର ମକର ସଙ୍କରାନ୍ତି ତାଙ୍କ ତିଥି ଅନୁଯାୟୀ ଜନ୍ମ

ରାଷ୍ଟ୍ରୀୟ ସ୍ବୟଂ ସେବକସଂଘ ପକ୍ଷରୁ ମକର ସଂକ୍ରାନ୍ତି ଉତ୍ସବ ପାଳିତ

ମାଲକାନଗିରି,୧୪|୧ : ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ସୁବାସ ବୋଷ ଛକ ନିକଟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ଆଜି ମକର ସଂକ୍ରାନ୍ତି ଉତ୍ସବ ଅନୁଷ୍ଟିତ ହୋଇଯାଇଛି । ସଂଘର ନଗର ବୌଦ୍ଧିକ ପ୍ରମୁଖ ବିଘ୍ନରାଜ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଟିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ

କାମରେ ଆସୁନି ନରେଗା ଆଇନ : ଶ୍ରମିକଙ୍କ ବଦଳରେ ମେସିନ ମାଲିକଙ୍କୁ ରୋଜଗାର ଯୋଗଉଛି ମନରେଗା ଯୋଜନା

ମାଲକାନଗିରି,୧୪|୧ : ମାଲକାନଗିରି ଜିଲ୍ଲାରେ କାମରେ ଆସୁନି ନରେଗା ଆଇନ ମନରେଗା ଯୋଜନାରେ ଶ୍ରମିକ ବଦଳରେ ମେସିନ ଦ୍ଵାରା କାର୍ଯ୍ୟ କରାଇବା ଏକ ପ୍ରକାର ପ୍ରଥା ସ୍ୱରୂପ ହୋଇଯାଇଥିବା ବେଳେ ଏନେଇ ପୂର୍ବରୁ ବିଭିନ୍ନ ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଛି। ଏହା ସତ୍ବେ ମଧ୍ୟ ବିଭାଗୀୟ

ଅଶ୍ଳୀଳତା ମୁକ୍ତ ହେବ ଖଣ୍ଡଗିରି ଯାତ୍ରା; ନାଚି ପାରିବେନି ନିଶା, ରାଣୀ ପ୍ରିୟଦର୍ଶିନୀ ଓ ସାହୁ ଭାଉଜ

ଭୁବନେଶ୍ବର: ରାଜଧାନୀର ଛାତି ଉପରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି କୁମ୍ଭମେଳା ପାଖେଇ ଆସୁଛି। ସମୟ କମ୍‌ ଦିନ ଥିବାରୁ ଏବେ ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ସାଧୁସନ୍ଥମାନେ ମେଳା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ମନୋରଞ୍ଜନର ଖୋରାକ ଯୋଗାଇବାକୁ ଯାତ୍ରା

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି, ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି। ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିରରେ ଦତ୍ତ ମହାପାତ୍ର ସେବକ ମାନେ ରତ୍ନବେଦୀରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପନ୍ନ କରିବେ। ଏହି ଗୁପ୍ତସେବା ନୀତି ପାଇଁ

ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି

ଭାରତରେ ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନକୁ ନେଇ ବିବାଦୀୟ ବୟାନ ଦେବା ପରେ ଅଡ଼ୁଆରେ ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ। ଏହି ମାମଲାରେ ସଂସଦୀୟ କମିଟି ମେଟା କମ୍ପାନୀକୁ ସମନ କରିବ ବୋଲି ଜଣାପଡ଼ିଛି। ସଂସଦର ଆଇଟି ଓ ଯୋଗାଯୋଗ କମିଟିର ଅଧ୍ୟକ୍ଷ ନିଶିକାନ୍ତ ଦୁବେ ଏନେଇ ଏକ୍ସରେ ପୋଷ୍ଟ

ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ଶେଷ

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲାର ବୁଗୁଡ଼ା ଏବଂ ବାଣିଗୋଚ୍ଛା ମଧ୍ୟରେ ଅବସ୍ଥିତ ସୁଡ଼ଙ୍ଗ ନମ୍ବର T3ର ଖନନ କାର୍ଯ୍ୟ ସଫଳତା ସହିତ ଶେଷ ହୋଇଛି। ଏହା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂଆ ରେଳ ଲାଇନ ପ୍ରକଳ୍ପ ଦ୍ୱାରା ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୬୨୦ ମିଟର ଦୈର୍ଘ୍ୟ ଏବଂ ୨-ଡିଗ୍ରୀ

୪୮ ଘଣ୍ଟା ପରେ ନିଖୋଜ ଯୁବତୀ ଉଦ୍ଧାର: ଗଣଦୁଷ୍କର୍ମ କରି ହତ୍ୟା ଉଦ୍ୟମ ସନ୍ଦେହ

ବରଗଡ଼: ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଦେଖିବା ପାଇଁ ଆସି ନିଖୋଜ ହୋଇଥିବା ଯୁବତୀ ଆଜି ଦୀର୍ଘ ୪୮ ଘଣ୍ଟା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବରଗଡ଼ ଜିଲ୍ଲାର କୁର୍ଲା ଜଙ୍ଗଲ ମଧ୍ୟରୁ ଉଦ୍ଧାର ହୋଇଛନ୍ତି। ତାଙ୍କର ମୁଣ୍ଡରେ ଗଭୀର କ୍ଷତ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚି଼ହ୍ନ ରହିଛି।

ଆସନ୍ତା ୧୭ରୁ ପୁଣି ବଢ଼ିବ ଶୀତର ପ୍ରକୋପ, କୁହୁଡି ନେଇ ଆଲର୍ଟ ଜାରି

ଭୁବନେଶ୍ବର: ପୁଣି ଶୀତରେ ଥରିବେ ରାଜ୍ୟବାସୀ । ବର୍ତ୍ତମାନ ରାଜ୍ୟରେ ଶୀତର ପରିମାଣ କମିଥିବା ବେଳେ ରାତି ତାପମାତ୍ରା ଧୀରେ ଧୀରେ ବଢିଛି । ହେଲେ ଆସନ୍ତା ୧୭ରୁ ପୁଣି ଶୀତର ପ୍ରକୋପ ବଢ଼ିବ । ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବ । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ

ଥମୁନି ନିଆଁ, OSCAR ଯାଏ ପହଞ୍ଚିଲା

ଜଳୁଛି ଜଙ୍ଗଲ। ନିଆଁ ଆଁରେ ପୋଡି ପାଉଶଁ ହୋଇଗଲାଣି ଘର ଦ୍ୱାର। ଦିନକୁ ଦିନ ଏହା କମିବା ବଦଳରେ ଆହୁରି ବିକରାଳ ରୂପ ଧରି ଆଗକୁ ବଢ଼ି ଚାଲିଛି। ଆମେରିକାର ଲସ୍‌ ଏଞ୍ଜଲିସ୍‌ରେ ଲାଗିଥିବା ଏହି ଭୟଙ୍କର ନିଆଁ ଏବେ ଓସ୍କାର ୨୦୨୫ ଯାଏଁ ପହଞ୍ଚିଗଲାଣି। ଏକାଡେମୀ ଆଓ୍ୱାର୍ଡ ମାର୍ଚ୍ଚ ୨